Odia News Portal

ପିଲାଙ୍କ ସଫଳତା ହେବ ଆମ ଉଦ୍ୟମର ସବୁଠାରୁ ବଡ ପୁରସ୍କାର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରେ ଆଜି ଚତୁର୍ଥ ପର୍ୟ୍ୟାୟରେ ୫-ଟି କାର୍ୟ୍ୟକ୍ରମରେ ଆଉ ୧୦ଟି ରୂପାନ୍ତରୀତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। (୧) ପଞ୍ଚାୟତ ହାଇସ୍କୁଲ, ଦୁରବନ୍ଧ ପଞ୍ଚାୟତ (୨) ସରକାରୀ ହାଇସ୍କୁଲ, ସେରଗଡ ପଞ୍ଚାୟତ (୩) ବୃନ୍ଦାବନ

ଆଫଗାନିସ୍ତାନରେ ବନ୍ଦ ହେବ ମିଡିଆ ହାଉସ୍

କାବୁଲ: ଆଫଗାନିସ୍ତାନରେ ଚାଲିଛି ତାଲିବାନ ଶାସନ । ତାଲିବାନମାନେ ଦିନକୁ ଦିନ ହିଂସ୍ର ହେବାରେ ଲାଗିଛନ୍ତି । ତେବେ ଲୋକଙ୍କ ପାଖରେ ଖବର ପହଞ୍ଚାଉଥିବା ମିଡିଆ ହାଉସ ଖୁବଶୀଘ୍ର ବନ୍ଦ ହେବ । ଦେଶକୁ ତାଲିବାନ କବଜା କରିବା ପରେ ଏହି ଆଶଙ୍କା ଘନୀଭୂତ ହୋଇଛି । ମହିଳା ଉପସ୍ଥାପିକାଙ୍କ ଉପରେ

ପୂର୍ବତନ ଆଇପିଏସ ଅମିତାଭ ଠାକୁର ଗିରଫ

ନୂଆଦିଲ୍ଲୀ: ପୂର୍ବତନ ଆଇପିଏସ୍ ଅମିତାଭ ଠାକୁରଙ୍କୁ ଲକ୍ଷ୍ନୌରେ ଥିବା ତାଙ୍କ ବାସଭବନରୁ ଗିରଫ କରାଯାଇଛି। ୟୁପି ପୋଲିସ୍ ପୂର୍ବତନ ଆଇପିଏସ୍ ଅଧିକାରୀଙ୍କୁ ବଳପୂର୍ବକ ଉଠାଇନେଇଥିବା ଜଣାପଡ଼ିଛି। ଦିଲ୍ଲୀରେ ବଳାତ୍କାର ପୀଡିତାଙ୍କୁ ଆତ୍ମହତ୍ୟା କରିବାକୁ ଉସକାଇଥିବାଅଭିଯୋଗରେ ପୋଲିସ

ନିଆରା ବିବାହ, ବରକୁ ୨୦ କନିଆଁକୁ ୪୫

ଲକ୍ଷେ୍ନø: ସମ ବୟସ୍କ ଝିଅ ସହ ବିବାହ କରାଇବାକୁ କହି ଫଟୋ ଦେଖାଇଥିଲେ । କିନ୍ତୁ ୨ ଛୁଆର ମା ସହ କରାଇଦେଲେ ବିବାହ । ଜଣେ ୨୦ ବର୍ଷୀୟ ଯୁବକ ସହ ଜଣେ ୪୫ ବର୍ଷୀୟା ମହିଳାଙ୍କ ବିବାହ କରାଯାଇଥିବା ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶର ଏଟୱାରେ ଘଟିଛି ଏଭଳି ଘଟଣା । ଶତ୍ରୃଘ୍ନ ସିଂ ନାମକ ଜଣେ

ସୁବର୍ଣ୍ଣପୁରରେ ନିର୍ବାଚନ ମଣ୍ଡଳୀସ୍ତରୀୟ ମହିଳା ସମ୍ମିଳନୀ ଅନୁଷ୍ଠିତ

ସୁବର୍ଣ୍ଣପୁର: ନିର୍ବାଚନମଣ୍ଡଳୀ ସ୍ତରୀୟ ମହିଳା କର୍ମକର୍ତ୍ତା ସମ୍ମିଳନୀ ଘୋଡ଼ାଘାଟପଡ଼କ୍ଷ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି କ୍ଷ ସୁବର୍ଣ୍ଣପୁର ଜିଲ୍ଲା ବିଜେଡ଼ି ମହିଳା ସଭାପତି ପଦ୍ମିନୀ ବଘାର ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ମହିଳା ସମ୍ମିଳନୀ ।ଏଥିରେ ରାଜ୍ୟ

ତୃତୀୟ ଟେଷ୍ଟ ହାରିଲା ଭାରତ

ଲଡର୍ସ: ଭାରତ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ତୃତୀୟ ଟେଷ୍ଟ ୪ଦିନ ମଧ୍ୟରେ ଶେଷ ହୋଇଛି । ଭାରତ ୭୬ ରନର ଇନିଂସ ପରାଜୟ ବରଣ କରିଛି । ୫ ମ୍ୟାଚ ବିଶିଷ୍ଟ ସରିଜ ଏବେ ୧-୧ରେ ବରାବର ରହିଛି । ପ୍ରଥମ ମ୍ୟାଚଟି ଡ୍ର ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚଟି ଜିତି ନେଇଥିଲା ବିରାଟ ବାହିନୀ । ଆଉ ତୃତୀୟ

ସେପ୍ଟେମ୍ବର ମାସ ଲାଗି ଆସିଲା କେନ୍ଦ୍ରର ଗାଇଡ୍ ଲାଇନ୍, ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଥିବାବେଳେ ଗତ କିଛି ଦିନ ହେବ ପୁଣି ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ।ଏହାରି ମଧ୍ୟରେ ସେପ୍ଟେମ୍ବର ୩୦ ତାରିଖ ପର୍ୟ୍ୟନ୍ତ କରୋନା କଟକଣାକୁ ବଢାଇଛନ୍ତି କେନ୍ଦ୍ର ସରକାର । ଏନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମୁଖ୍ୟ ଶାସନ

ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନାଁରେ ଫେକ୍ ଆଇଡି

ଭୁବନେଶ୍ୱର: ସୋସିଆଲ ମିଡିଆ ସାଇଟ୍ ଫେସବୁକରେ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନାମରେ କେହି ଫେକ୍ ଆଇଡି ଖୋଲିଛି । ଏହି ଆଇଡିକୁ ଚଳାଉଥିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ । ଫେସବୁକ ଓ ଟ୍ୱିଟର ପେଜରେ ସେ ଏହା ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ମନ୍ତ୍ରୀ ନିଜେ ତାଙ୍କ

ପରାଜୟ ପଥରେ ଭାରତ

ଲର୍ଡ୍ସ: ତୃତୀୟ ଟେଷ୍ଟ ଭାରତ ହାତରୁ ଖସିବାକୁ ଲାଗିଲାଣି । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତର ୨ଟି ୱିକେଟ ଯାଇଥିଲା । ଆଜି ବିରାଟ ଓ ପୂଜାରା ଖେଳ ଆରମ୍ଭ କରିଥିଲେ । କିନ୍ତୁ ବେଶି ସମୟ ତିଷ୍ଟି ପାରି ନଥିଲେ । ପୁଜାରା ଆଉଟ ହେବା ପରେ ଜଣକ ପରେ ଜଣେ ବ୍ୟାଟ୍ସମ୍ୟାନ ଆଉଟ ହୋଇ ପାଭିଲିୟନ

ଟ୍ୟୁସନରୁ ଫେରୁଥିଲେ ଛାତ୍ରୀ, ଜୋରଜବରଦସ୍ତ ଉଠାଇ ନେଲେ…

ଭଦ୍ରକ: ଟ୍ୟୁସନରୁ ଫେରୁଥିଲେ । ରାସ୍ତା ଉପରୁ ଜୋର ଜବରଦସ୍ତ ଉଠାଇନେଲେ । ସିସିଟିଭିରେ କଏଦ ହେଲା ଅପହରଣର ଦୃଶ୍ୟ। ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମହୁଲିଆ ଛକ ନିକଟରେ। ଯୁବତୀ ଜଣକ ଉଗ୍ରତରା ଗାଁର ଗୌରହରି ପଣ୍ଡାଙ୍କ ଝିଅ ମଧୁସ୍ମିତା ପଣ୍ଡା। ପରିବାର