ଦେଶରେ ୯୯ କୋଟି ଅତିକ୍ରମ କଲା ଟୀକାକରଣ ସଂଖ୍ୟା
ନୂଆଦିଲ୍ଲୀ : ଦେଶରେ ଟୀକାକରଣ ପ୍ରକ୍ରିୟା ଜାରି ରହିଥିବା ବେଳେ ଏହା ଏବେ ରେକର୍ଡ କରିଛି । ମଙ୍ଗଳବାର ସୁଦ୍ଧା ଟୀକାକରଣ ସଂଖ୍ୟା ୯୯ କୋଟି ଅତିକ୍ରମ କରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଦେଶରେ ବହୁତ ଶୀଘ୍ର ଟୀକାକରଣ ସଂଖ୍ୟା ୧୦୦ କୋଟି ଛୁଇଁବ । ଦେଶରେ!-->…
