Odia News Portal

ଏଣିକି ଶନି ଓ ରବି ବାରରେ ଖୋଲା ରହିବ ନନ୍ଦନକାନନ

ଭୁବନେଶ୍ୱର: ପଶୁପ୍ରେମୀଙ୍କ ଲାଗି ଖୁସି ଖବର । ଏଣିକି ଶନିବାର ଓ ରବିବାର ଖୋଲା ରହିବ ନନ୍ଦନକାନନ । ସେପ୍ଟେମ୍ବର ମାସ ଗାଇଡଲାଇନରେ ତିନି ସହରରୁ ଉଠିଛି ସପ୍ତାହନ୍ତ ସଟଡାଉନ । ତେବେ ସଟଡାଉନ ହଟିବା ପରେ ଶନିବାର ଓ ରବିବାର ଖୋଲା ରହିବ ନନ୍ଦନକାନନ । ପୂର୍ବରୁ ୫ଦିନ ଖୋଲା ରହୁଥିବା ବେଳେ

ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ପରଲୋକ

ମୁମ୍ବାଇ: ଲୋକପ୍ରିୟ ଟିଭି ସିରିଏଲରେ ଅଭିନୟ କରୁଥିବା ସିଦ୍ଧାର୍ଥ ଶୁକ୍ଲାଙ୍କ ପରଲୋକ । ୪୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ହୃଦଘାତରେ ତାଙ୍କର ପ୍ରାଣ ଯାଇଥିବା ଜଣା ପଡିଛି । ଲୋକପ୍ରିୟ ଟିଭି ସିରିଏଲ ବାଲିକାବଧୁରେ ସେ ଅଭିନୟ କରୁଥିଲେ । ତାଙ୍କର ବଳିଷ୍ଠ ଅଭିନୟ ସମସ୍ତ ଦର୍ଶକଙ୍କ

ଭୀମଭୋଇ ମେଡିକାଲ ପରିଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ସାଂସଦ ସଙ୍ଗୀତା ସିଂହଦେଓ

ବଲାଙ୍ଗିର: ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ ସମୀକ୍ଷା ବୈଠକ ପରେ ଭୀମଭୋଇ ମେଡିକାଲକୁ ପରିଦର୍ଶନରେ ଯାଇଥିଲେ । ଏମ୍ସିଏଚ ବିଲ୍ଡିଂର ବିଭିନ୍ନ ୱାର୍ଡ ପରିଦର୍ଶନ କରିବା ସହ ରୋଗୀଙ୍କ ସୁବିଧା ଅସୁବିଧା ବୁଝି ଅସଲ ସ୍ଥିତି ପରଖି ଥିଲେ । ସ୍ୱାସ୍ଥ୍ୟ ସେବାରେ ହେଉଥିବା ବିଭିନ୍ନ

ସତ ଓଗାଳିବେ କି ବିଦ୍ୟା?

ଉଦଳା: ଆଜି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ । ପ୍ରଥମ ଦଫାରେ ଗଜପତି ପୋଲିସ ତଦନ୍ତ କରିଥିବା ବେଳେ କ୍ରାଇମବ୍ରାଞ୍ଚ ନିଜ ହାତକୁ ତଦନ୍ତ ଭାର ନେଇଛି । ପାରଳାଖେମୁଣ୍ଡି ଠାରେ ଡ଼ିଏଫଓ ଏବଂ ବନ କର୍ମଚାରୀଙ୍କୁ ଜେରା କରିବା ପରେ ଗତକାଲି ସୌମ୍ୟଙ୍କ ପରିବାର

ରାୟଗଡ଼ା ଏମଆର୍ଟ୍ ସେଣ୍ଟର ଫର ଆର୍ଟସ୍ ଆଣ୍ଡ କଲଚର୍ ଅଫ୍ ଇଣ୍ଡିଆର ଶୁଭ ଉଦଘାଟନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡ଼ା: ଏମ୍ଆର୍ଟ୍ ସେଣ୍ଟର ଫର୍ ଆର୍ଟସ୍ ଏଣ୍ଡ୍ କଲଚର୍ ଅଫ୍ ଇଣ୍ଡିଆ, ରାୟଗଡ଼ ତରଫରୁ ବିଦ୍ୟା ନଗର ସ୍ଥିତ ସଂସ୍କୃତି ଭବନ ଠାରେ ଶ୍ରୀ ମାନବାନନ୍ଦ ସରସ୍ଵତୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠାନର ସଭାପତି ଯୋଗେଶ୍ୱର ଦାସଙ୍କ ସଭାପତିତ୍ବରେ ଶୁଭ ଉଦଘାଟନ ସହ ଏକ ସାଂସ୍କୃତିକ କାର୍ୟ୍ୟକ୍ରମ

ଆଜି ରାଜ୍ୟରେ ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା ବୁଧବାର ଦିନ ଯଥେଷ୍ଟ ହ୍ରାସପାଇଛି। ପୂର୍ବରୁ ଦୈନିକ ୬୦ ଉପରେ ରହୁଥିବା ମୃତ୍ୟୁସଂଖ୍ୟା ବୁଧବାର ଦିନ ୬କୁ ହ୍ରାସପାଇଛି। ଏହି ସମୟ ମଧ୍ୟରେ ଖୋର୍ଦ୍ଧା ଜିଲାରେ ୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଯାଜପୁର ଓ କଟକ

୧୧.୩୦ ପର୍ଯ୍ୟନ୍ତ ଗୃହ ମୁଲତବି

ଭୁବନେଶ୍ୱର : ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ । ଆରମ୍ଭରୁ ହଟ୍ଟଗୋଳ । ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ବିଜେପି ସଦସ୍ୟଙ୍କ କାର୍ଯ୍ୟାନୁଷ୍ଠାନ ଦାବି । ମାହାଙ୍ଗା ଡବଲ ମର୍ଡର ମାମଲାରେ କାର୍ଯ୍ୟାନୁଷ୍ଠାନ ଦାବିରେ ହୋହଲ୍ଲା । ଚାଷୀ ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କଲେ କଂଗ୍ରେସ ସଦସ୍ୟ । ଦିନ

ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ୱର: ରାଜ୍ୟରେ ଦିନକ ମଧ୍ୟରେ ୭୫୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂଗରୋଧରୁ ୪୩୮ ଓ ସ୍ଥାନୀୟ ସଂକ୍ରମିତ ୩୧୬ ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୧୦୮ ଜଣ ରହିଛନ୍ତି। ଅନୁଗୁଳ ଜିଲାରୁ ୧୬, ବାଲେଶ୍ୱର ୪୩, ବରଗଡ ୧, ଭଦ୍ରକ ୭, ବଲାଙ୍ଗିର ୪,

ସଦଗୁରୁ ଭକ୍ତଙ୍କ ପାଇଁ କ’ଣ କରିପାରନ୍ତି

ଭୁବନେଶ୍ୱର: ସନ୍ଥ ଓ ସଦଗୁରୁମାନେ ଏକକାଳୀନ ପାର୍ଥୀବ ଓ ଅପାର୍ଥୀବ ଅବସ୍ଥାରେ ଥାଆନ୍ତି । ସେମାନେ ବହୁ ଜନ୍ମ ଅତିକ୍ରମ କରି ଆସିଥାନ୍ତି । ପୂର୍ବ ଜନ୍ମମାନଙ୍କରେ ସେମାନଙ୍କୁ ସାଧାରଣ ମଣିଷ ଭଳି ବହୁ ଦୁଃଖ କଷ୍ଟ ଭୋଗ କରିବାକୁ ପଡିଥାଏ । କଠିନ ପରିଶ୍ରମ, ଅଧ୍ୟବସାୟ ଓ ସାଧନା ବଳରେ ସେମାନେ

ଆଫଗାନିସ୍ତାନ ଟେଷ୍ଟ ମ୍ୟାଚ ଖେଳିବାକୁ ଅନୁମତି ଦେଲା ତାଲିବାନ

କାବୁଲ: ଆଫଗାନିସ୍ତାନ ଦଖଲ କରିବା ପରେ ତାଲିବାନ ବିଶ୍ୱରେ ନିଜର ଭାବମୂର୍ତ୍ତିରେ ଉନ୍ନତି ଆଣିବାରେ ନିୟୋଜିତ ଥିଲା। ବଡ ଖବର ଆସୁଛି ଯେ ତାଲିବାନ ଆଫଗାନିସ୍ତାନ କ୍ରିକେଟ୍ ଦଳକୁ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଅନୁମତି ଦେଇଛି। ତେବେ, ଏହି ମ୍ୟାଚ୍ କେଉଁଠାରେ ଏବଂ କେବେ ହେବ - ଏହାର ସୂଚନା