ସୁନ୍ଦରଗଡ଼ରେ ୪ ଓଡ଼ିଆ ହକି ଖେଳାଳୀଙ୍କୁ ସମ୍ବର୍ଦ୍ଧନା
ରାଉରକେଲା: ନିକଟରେ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଖେଳାଳୀଙ୍କ ପ୍ରଦର୍ଶନ ଲାଗି ସାରା ଦେଶରେ ପ୍ରଂଶସା କରାଯାଇଥିଲ । ଭାରତୀୟ ପୁରୁଷ ହକି ଦଳରେ ୨ ଜଣ ଓଡ଼ିଆ ଖେଳାଳୀ ତଥା ଅମିତ ରେହିଦାସ ଓ ବିରେନ୍ଦ୍ର ଲାକ୍ରା ସ୍ଥାନ ପାଇଥିବା ବେଳେ ମହିଳା ଦଳରେ ଦୀପଗ୍ରେସ ଏକ୍କା ଏବଂ ନମିତା ଟପୋ!-->…
