Odia News Portal

୧୩ରେ ଆର୍ୟନଙ୍କ ପରବର୍ତ୍ତୀ ଶୁଣାଣି

ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ବଲିଉଡ୍ ଷ୍ଟାର ଶାହାରୁଖ୍ ଖାନଙ୍କ ପୁଅ ଆର୍ୟନଙ୍କୁ ମିଳିଲାନି ଆଶ୍ବସ୍ତି। ଆହୁରି ୨ ଦିନ ଜେଲ୍ରେ ରହିବେ ଆର୍ୟନ୍। ମୁମ୍ବାଇ ସେସନ୍ କୋର୍ଟ ତାଙ୍କ ଶୁଣାଣି ଅକ୍ଟୋବର ୧୩ ପର୍ୟ୍ୟନ୍ତ ସ୍ଥଗିତ ରଖିଛନ୍ତି। ସେପର୍ୟ୍ୟନ୍ତ ଆର୍ୟ୍ୟନ…

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ…

ନୂଆଦିଲ୍ଲୀ: ଦେଶରେ ତଳ ଉପର ହେଉଛି କରୋନା ସଂକ୍ରମଣ ହାର । ଦେଶରେ ପୁଣି ୨୦ ହଜାର ତଳେ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୧୮ ହଜାରରୁ ସାମାନ୍ୟ ଅଧିକା ଥିବା ବେଳେ ମୃତ୍ୟୁସଂଖ୍ୟା ୨ ଶହରୁ କମ୍ ରହିଛି । ୨୪ ଘଣ୍ଟା ମଧ୍ୟରେ ୧୮,୧୩୨ କରୋନାଭାଇରସ୍ଜନିତ ନୂତନ…

ଅମିତାଭ ବଚ୍ଚନ @୭୯

ମୁମ୍ବାଇ: ଆଜି ବଲିଉଡ୍ର ସୁପରଷ୍ଟାର ଅମିତାଭ୍ ବଚ୍ଚନଙ୍କ ଜନ୍ମଦିନ । ୭୯ ବର୍ଷରେ ପାଦ ଥାପିଲେ ବିଗ୍ ବି । ୭୯ବର୍ଷ ବୟସରେ ଏ ଏକ୍ଦମ୍ ଫିଟ୍ ଅଛନ୍ତି । ଛୋଟ ହେଉ କି ବଡ ସବୁ ପରଦାରେ, ଟ୍ରାଜେଡି, କମେଡି, ଆକ୍ସନ ସବୁ ଚରିତ୍ରରେ ସେ ଚମôକାର ଅଭିନୟ କରି ଦର୍ଶକଙ୍କ ହୃଦୟରେ ସେ ଏକ ସ୍ୱତନ୍ତ୍ର…

ଦେବଗଡ ଜିଲ୍ଲା ତିଳେଇବଣି କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ ଭିଜିଲାନ୍ସ ଚଢାଉ

ଦେବଗଡ: ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଦେବଗଡ ଜିଲ୍ଲା ତିଳେଇବଣି ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ବିକାଶ ବେହେରାଙ୍କ ବିରୋଧରେ ଭିଜିଲାନ୍ସ ଚଢାଉ ହୋଇଛି । ଆଜି ସକାଳେ ବିକାଶଙ୍କ ବଳମ ସ୍ଥିତ ବାସଭବନ ଓ କଣ୍ଢଳ ସ୍ଥିତ ଶ୍ୱଶୁର ଘରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ଚଢଉ ବେଳେ…

ଭକ୍ତମାନେ ବାବାଙ୍କୁ କାହିଁକି ଭଲ ପାଆନ୍ତି?

ଭୁବନେଶ୍ୱର: ବାବାଙ୍କୁ ନିଜ ହୃଦୟରେ ଧାରଣ କରିଛି ସେ କଦାପି ନିଜକୁ ବଞ୍ଚିତ ମନେ କରେ ନାହିଁ । ଭକ୍ତ ପ୍ରତି ମୁହୂର୍ତ୍ତରେ ଗୁରୁଙ୍କ ନିକଟରେ ରହିବ ଏମିତି କରିବ ନାହିଁ । ଗୁରୁଙ୍କର ନିବିଡ଼ ଅନ୍ତରଙ୍ଗ ଭକ୍ତମାନେ ବେଳେ ବେଳେ ତାଙ୍କଠୁ ଦୂରରେ ଥାଆନ୍ତି । ଗୁରୁଙ୍କ ପ୍ରତି ଶିଷ୍ୟଙ୍କ ମନର…

ଦଶହରା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

କଟକ: ଦଶହରା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସହରର ବିଭିନ୍ନ ସ୍ଥାନରେ ମୁତୟନ ହେବେ ୩୨ ପ୍ଲାଟୁନ ପୋଲିସ ଫୋର୍ସ। ଏହାର ତଦାରଖ କରିବେ ୧୦୦ ଅଧିକାରୀ। ସେହିପରି ୨୦ଟି ଏଡ୍‍ ପୋଷ୍ଟର ବ୍ୟବସ୍ଥା କରାଯାଇଛି। କୋଭିଡ଼୍‍ କଟକଣା…

ପ୍ରଥମଥର ଲାଗି ଟି-୨୦ ବିଶ୍ୱକପରେ ଲାଗୁ ହେବ ଏହି ନିୟମ

ନୂଆଦିଲ୍ଲୀ: ଚଳିତ ବର୍ଷ ପୁରୁଷ ଟି-୨୦ ବିଶ୍ୱକପ ଇତିହାସରେ ପ୍ରଥମ ଥର ପାଇଁ ଡିସିସନ୍ ରିଭ୍ୟୁ ସିଷ୍ଟମ (ଡିଆରଏସ୍) ବ୍ୟବହାର କରିବାକୁ ଆଇସିସି ନିଷ୍ପତ୍ତି ନେଇଛି। ଆଇସିସିର ବିବୃତ୍ତି ଅନୁଯାୟୀ, ପ୍ରତ୍ୟେକ ଇନିଂସରେ ଉଭୟ ଦଳକୁ ଡିଆରଏସ୍ ଅଧୀନରେ ଦୁଇଟି ରିଭ୍ୟୁ ସୁଯୋଗ ମିଳିବ। …

ବଲାଙ୍ଗୀର ପୋଲିସକୁ ବଡ଼ ସଫଳତା

ବଲାଙ୍ଗିର: ବଲାଙ୍ଗିର ସଦର ପୁଲିସକୁ ବଡ଼ ସଫଳତା ମିଳିଛି । ଚୋରି, ଡକାୟତି, ଗାଡ଼ି ଡିକି ଭାଙ୍ଗି ଲୁଟ୍ ଭଳି ଘଟଣାରେ ୩ ଜଣ ଆନ୍ତଃରାଜ୍ୟ ଚୋରଙ୍କୁ ଗିରଫ କରିଛି ବଲାଙ୍ଗିର ସଦର ପୁଲିସ । ଏନେଇ ସଦର ଏସଡିପିଓ ତୋଫାନ ବାଗ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗିରଫ ହୋଇଥିବା୩…

ଏହି ୭ ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରୁ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ସ୍ଥିତିରେ ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ସାଇକ୍ଲୋନିକ୍ ପ୍ରବାହ ଏବେ ବି ଜାରି ରହିଛି। ଏହା ବର୍ତ୍ତମାନ ସମୁଦ୍ର ପତ୍ତନଠାରୁ ୫.୮…

ରୁଷରେ ବିମାନ ଦୁର୍ଘଟଣାଗ୍ରସ୍ତ, ୧୬ ମୃତ

ମସ୍କୋ: ରବିବାର ଦିନ ରୁଷର ତାତରସ୍ତାନ ଅଞ୍ଚଳରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଇମର୍ଜେନ୍ସି ମନ୍ତ୍ରଣାଳୟର ଅଧିକାରୀ କହିଛନ୍ତି ଯେ ଦୁର୍ଘଟଣାରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣଙ୍କୁ ବିମାନର ଧ୍ୱଂସାବଶେଷରୁ ଜୀବନ୍ତ ଉଦ୍ଧାର କରାଯାଇଛି। ସେମାନଙ୍କ ଅବସ୍ଥା ଗୁରୁତର…