Odia News Portal

ଘର ଭିତରୁ ୨ ଭଉଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଇରଙ୍ଗପୁର: ତିରିଂ ଥାନା ସାନକୁମୁରୁମ ଗାଁରେ ଅଭାବନୀୟ ଘଟଣା। ଘର ଭିତରୁ ୨ ଯୁବତୀଙ୍କ ମୃତଦେହ ଉଦ୍ଧାର। ଭିତର ପଟୁ କବାଟ ବନ୍ଦ ଥିବା ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଉଭୟ ମୃତକ ସମ୍ପର୍କୀୟ ଭଉଣୀ ଏବଂ ଜଣଙ୍କ ବୟସ ୧୭ ବର୍ଷ ହୋଇଥିବାବେଳେ ଆଉ ଜଣଙ୍କ ବୟସ ୧୯ବର୍ଷ ବୋଲି

ଡ୍ରଗ୍ସ ମାମଲାରେ ତେଲୁଗୁ ଷ୍ଟାରଙ୍କ ସମେତ ୧୨ ଜଣଙ୍କୁ ଇଡି ନୋଟିସ୍

ହାଇଦ୍ରାବାଦ: ମାମଲାରେ ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କ ସମେତ ଏକାଧିକ ସାଉଥ୍ ଅଭିନେତ୍ରୀ ଏବଂ ନିର୍ଦ୍ଦେଶକଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ୪ ବର୍ଷ ପୂର୍ବର ଏକ ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ରାକୁଲ ପ୍ରୀତ ସିଂହଙ୍କ ସମେତ, ବାହୁବଳୀ ଅଭିନେତା ତଥା ନିର୍ଦେଶକ ରାଣା

ଚଳିତବର୍ଷ ଜନ୍ମାଷ୍ଟମୀରେ ପଡ଼ୁଛି ଏହି ଦୁର୍ଲଭ ଯୋଗ

ଭୁବନେଶ୍ୱର: ପୌରାଣିକ ମାନ୍ୟତାନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ରୋହିଣୀ ନକ୍ଷତ୍ର, ହର୍ଷଣ ଯୋଗରେ ତଥା ବୃଷ ରାଶିର ଚନ୍ଦ୍ରମାରେ ହୋଇଥିଲା । ଚଳିତବର୍ଷ ଅଗଷ୍ଟ ୩୦ରେ ପଡୁଛି ଜନ୍ମାଷ୍ଟମୀ । ଏବର୍ଷ ମଧ୍ୟ ଶ୍ରୀକୃଷ୍ଣଙ୍କ ଜନ୍ମ ସମୟରେ ଯୋଗ ପଡୁଛି,

ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଉମାଶଙ୍କର ମିଶ୍ରଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଉମାଶଙ୍କର ମିଶ୍ରଙ୍କ ପରଲୋକ । ଦିଲ୍ଲୀସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ୧୯୬୮ ବ୍ୟାଚର ଆଇପିଏସ ଥିଲେ ଉମାଶଙ୍କର ମିଶ୍ର । ଓଡ଼ିଶାର ଏକମାତ୍ର ଆଇପିଏସ ଭାବେ ସିବିଆଇ ନିର୍ଦ୍ଦେଶକ ହୋଇଥିଲେ । ୨୦୦୩ରେ ସିବିଆଇ ନିର୍ଦ୍ଦେଶକ

ଭଡ଼ାଟିଆ ମା’ ଝିଅଙ୍କୁ ଦୁଷ୍କର୍ମ କଲେ ବାପାଙ୍କ ସହ ୩ ପୁଅ

ନୂଆଦିଲ୍ଲୀ: ଘୋର କଳିକାଳ । କିଛି କ୍ଷଣର ସୁଖ ଲାଗି ସବୁକିଛି ଭୁଲିଯାଉଛି ମଣିଷ । ସାମାନ୍ୟ ଦେହର ସୁଖ ଆଗରେ ସବୁକିଛି ତୁଚ୍ଛ ହୋଇଯାଇଛି । ୭୦ ବର୍ଷୀୟ ବାପାଙ୍କ ସହ ୩ଜଣ ପୁଅ ମିଶି ତାଙ୍କ ଘରେ ଭଡ଼ା ରହୁଥିବା ମହିଳା ଓ ତାଙ୍କ ୧୨ ବର୍ଷୀୟା ନାବାଳିକା ଝିଅଙ୍କୁ ଦୁଷ୍କର୍ମ କରିଛନ୍ତି ।

ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରେ ସାନି ତଦନ୍ତ ନିର୍ଦ୍ଦେଶ

କେନ୍ଦ୍ରାପଡ଼ା: ମାହାଙ୍ଗା ଡବଲ ମର୍ଡର ମାମଲାରେ ପୋଲିସ ଚାର୍ଜସିଟ୍ ପ୍ରସଙ୍ଗରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ପ୍ରସଙ୍ଗରେ ସାନି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ମାହାଙ୍ଗା ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଲେ ସାଲେପୁର ଜେଏମଏଫସି କୋର୍ଟ । ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ

ଢ଼େଙ୍କାନାଳ ଜିଲ୍ଲା ଗସ୍ତରେ ଓଡ଼ିଶା ଷ୍ଟେଟ ଫୁଡ଼ କମିଶନ

ଢେଙ୍କାନାଳ : ଓଡିଶା ଷ୍ଟେଟ ଫୁଡ କମିଶନ ପ୍ରମୋଦ କୁମାର ପରଜାପ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସି ସ୍ଥାନୀୟ ସର୍କିଟ ହାଉସରେ ଜିଲ୍ଲାପାଳ ସରୋଜ କୁମାର ସେଠୀ , ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାସ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନ

ବିଜେପି ଓ କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗଦେଲେ ୩୦ ଯୁବନେତା

ଭୁବନେଶ୍ୱର: ବିଜେପି ଓ କଂଗ୍ରେସ ଛାଡ଼ିଲେ ୩୦ ଯୁବନେତା । ଗୋପାଳପୁର ନିର୍ବାଚନ ମଣ୍ଡଳୀ ରଙ୍ଗେଇଲୁଣ୍ଡା ବ୍ଲକର ଯୁବନେତାମାନେ ବିଜେଡିରେ ଯୋଗଦେଇଛନ୍ତି । ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି । ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଛି । ଏଭଳି

ଆସନ୍ତାବର୍ଷ ଶ୍ରୀମନ୍ଦିର ଗୁରୁକୁଳ

ପୁରୀ: ଆସନ୍ତା ଶିକ୍ଷାବର୍ଷ ଠାରୁ ଆରମ୍ଭ ହେବ ଗୁରୁକୁଳ । ଏଥିପାଇଁ ଗଠନ ହେବ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ସୋସାଇଟି । ସୋସାଇଟିର ଅଧ୍ୟକ୍ଷ ଗଜପତି, ବିଶିଷ୍ଟ ବ୍ୟକ୍ତିମାନେ ବି ରହିବେ । ମାଟିତୋଟାରେ ୧୭ ଏକର ଜମିରେ ହେବ ଗୁରୁକୁଳ । ଏହାସହ ଗୁରୁକୁଳ ପାଣ୍ଠି ଗଠନ ହେବ । ଗୁରୁକୁଳ ନିର୍ମାଣ

ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଘର

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କ ପରିବାରକୁ ମିଳିବ ଘର । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ପ୍ରଥମ ପର୍ଯ୍ୟାଳୟରେ ୪ ଶହ ସେବାୟତ ପରିବାରକୁ ଘର ମିଳିବ । ୮ ଏକର ଜମିରେ ବ୍ୟବସ୍ଥା, ପରିବାର ପିଛା ୬ ଶହ ବର୍ଗଫୁଟ ମିଳିବ ବୋଲି ନିଷ୍ପତ୍ତି ହୋଇଛି । ଏଥିପାଇଁ