ପୁଣି ୨୫ ଟଙ୍କା ବଢ଼ିଲା ଏଲପିଜି ସିଲିଣ୍ଡର ଦର
ନୂଆଦିଲ୍ଲୀ: ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଏଲପିଜି ସିଲିଣ୍ଡର ଦର । ସେପ୍ଟେମ୍ବର ମାସ ଆରମ୍ଭରୁ ଦର ବଢ଼ିଛି । ଯାହାକି ନିମ୍ନ ମଧ୍ୟବିତଙ୍କ ଲାଗି ମହଙ୍ଗା ମାଡ଼ ହୋଇଛି । ସବସିଡିଯୁକ୍ତ ଘରୋଇ ଏଲପିଜି ସିଲିଣ୍ଡର ଦାମ୍ ୨୫ ଟଙ୍କା ବୃଦ୍ଧି କରାଯାଇଛି। ଏହି ବୃଦ୍ଧି ପରେ ବର୍ତ୍ତମାନ!-->…
