Odia News Portal

୧୨ ଘଣ୍ଟା ପାଇଁ ମୟୁରଭଞ୍ଜ ବନ୍ଦ

୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା । ୧୦ ଦଫା ଦେବି ନେଇ ଜିଲ୍ଲା ପେସା ଗ୍ରାମସଭା ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ ବାରିପଦା ସହର ଭିତରେ କାଁ ଭାଁ ଦେଖିବାକୁ ମିଳିଛି । ପୋଲିସ ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି । ସୂଚନା ଅନୁସାରେ,

ଡିସେମ୍ବର ସୁଦ୍ଧା ସରିବ ଟିକାକରଣ

ଡିସେମ୍ବର ସୁଦ୍ଧା ରାଜ୍ୟରେ ସରିବ ଟିକାକରଣ । ଟିକା ଆସିବାରେ ଯଦି କୌଣସି ସମସ୍ୟା ନହେଲା ତେବେ ୪ ମାସ ଭିତରେ ଟିକାକରଣ ଶେଷ ହୋଇଯିବ । ବର୍ତ୍ତମାନ ରାଜ୍ୟରେ ଟିକାକରଣରେ କୌଣସି ସମସ୍ୟା ହୋଇନାହିଁ । ଏଯାଏ ୨ କୋଟି ୨୦ ଲକ୍ଷ ଡୋଜ୍ ଟିକା ନେଇ ସାରିଥିବା ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ

ଆଫଗାନିସ୍ତାନରୁ ଆମେରିକୀୟ ସେନା ଫେରିଯିବା ପରେ ତାଲିବାନ ରକ୍ତମୁହାଁ

ଆଫଗାନିସ୍ତାନରୁ ଆମେରିକୀୟ ସେନା ଫେରିଯିବା ପରେ ତାଲିବାନ ରକ୍ତମୁହାଁ ହୋଇଯାଇଛି । ପଂଜୀଶର ଘାଟିରେ ତାଲିବାନ ବଡ଼ଧରଣର ଆକ୍ରମଣ କରିଛି । ପଂଜୀଶର ଘାଟୀରେ ତାଲିବାନ ବିରୋଧରେ ବିଦ୍ରୋହ କରୁଥିବା ତାଜିକ ନେତା ଅହମଦ ମସୂଦଙ୍କ ନିକଟତର ସୂତ୍ରରୁ କୁହାଯାଇଛି ଯେ, ତାଲିବାନ ଆତଙ୍କବାଦୀମାନେ

ପଶ୍ଚିମ ଓଡିଶାରେ ଗଣପର୍ବ ନୂଆଖାଇ ପାଇଁ ଆଜି ଶୁଭ ଲଗ୍ନ ନିର୍ଘଣ୍ଟ

ନୁଆଖାଇ ଭାରତର ଏକ ଆଞ୍ଚଳିକ ପର୍ବ ଅଟେ। ଏହା ପ୍ରାୟତ ଅଗଷ୍ଟ କିମ୍ବା ସେପ୍ଟେମ୍ବର ମାସରେ ପଡେ । ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ଆଜି ଶୁଭ ଲଗ୍ନ ନିର୍ଘଣ୍ଟ । ପରମ୍ପରା ଅନୁଯାୟୀ ଜନ୍ମାଷ୍ଟମୀ ପର ଦିନ ନୂଆଖାଇ ଲଗ୍ନ ନିର୍ଘଣ୍ଟ ହୁଏ । ପଶ୍ଚିମ ଓଡ଼ିଶାର ସର୍ବ ପୁରାତନ ବ୍ରହ୍ମପୁର

ଦେଶ ପାଇଁ ସ୍ୱର୍ଣ୍ଣ ଆଣିଲେ ସୁମିତ୍‌

ଧନ୍ୟ ସେ ହରିଆଣା ମାଟି ଯିଏ ଏପରି ସନ୍ତାନଙ୍କୁ ସୃଷ୍ଟି କରିଛି ଯିଏ ବିଶ୍ୱରେ ଭାରତର ଟେକ ରଖିଆସୁଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ପାରା ଅଲିମ୍ପିଆଡ ସୁମିତ୍ ଆନ୍ତିଲ । ରେସଲିଂରେ ନାଁ କରିବାକୁ ସ୍ୱପ୍ନ ରଖିଥିବା ସୁମିତ ଜାଭେଲିନରେ ଭାରତକୁ ଭେଟି ଦେଇଛନ୍ତି ସ୍ୱର୍ଣ୍ଣ ପଦକ । ଏହାସହ

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

ପୁଣି ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଏହାର ପ୍ରଭାବରେ ଆସନ୍ତା ସେପ୍ଟେମ୍ବର ୪ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ରାୟଗଡ଼ା ଏବଂ କୋରାପୁଟରେ ପ୍ରବଳରୁ ଅତି

ଆଜି ଆସିବ ସେପ୍ଟେମ୍ବର ମାସର ଗାଇଡଲାଇନ୍‌

ଆଜି ଆସିବାକୁ ଯାଉଛି ସେପ୍ଟେମ୍ବର ମାସର ଗାଇଡଲାଇନ୍ ଯାହା ଉପରେ ସମସ୍ତ ଙ୍କ ନଜର ରହିଛି । ସେପ୍ଟେମ୍ବରରେ କଣ ହେବ କୋହଳ, କଣ ରହିବ କଟକଣା, ସେନେଇ ଘୋଷଣା କରିବେ ରାଜ୍ୟ ସରକାର । ଆଗକୁ ପାର୍ବଣ ଆସୁଥିବାରୁ ଏହା ପାଇଁ ମଧ୍ୟ କିଛିଟା ଗାଇଡଲାଇନ୍ ଜାରି କରାଯାଇପାରେ । ଆଗକୁ ସମ୍ଭାବ୍ୟ

ଆଜିଠୁ ଭୁବନେଶ୍ୱରରେ ହେବ ସେରୋ ସର୍ଭେ

ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହେବ ସେରୋ ସର୍ଭେ । ଦୁଇ ଦିନ ଧରି ହେବାକୁ ଥିବା ଏହି ସେରୋ ସର୍ଭେରେ ବିଭିନ୍ନ ବୟସର ୨୦୦ ଜଣଙ୍କୁ ସାମିଲ କରାଯିବ । ବିଏମ୍ସି ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ ୮, ୧୫, ୩୨, ୪୧ ଓ ୬୩ ୱାର୍ଡରେ ସେରୋ ସର୍ଭେ ପାଇଁ ନମୁନା ସଂଗ୍ରହ କରାଯିବ ।