ଶାଶୁକୁ ମାରିଲା ଜ୍ୱାଇଁ
ଯାଜପୁର: ଜିଲ୍ଲା କୋରାଇ ଥାନା ମୁଳୁସରଗଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହକୁ ନେଇ ଶାଶୂଙ୍କୁ ମରଣାନ୍ତକ ଆକ୍ରମଣ ଜ୍ୱାଇଁ କରିଛନ୍ତି। ଜ୍ୱାଇଁଙ୍କ ଛୁରା ମାଡ଼ରେ ଶାଶୁ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ପ୍ରଥମେ ଯାଜପୁର ରୋଡ଼ ମେଡିକାଲରେ ପ୍ରାଥମିକ!-->…
