Odia News Portal

ଆଜି କୋଲକାତାକୁ ଭେଟିବ ବାଙ୍ଗାଲୋର

ଦୁବାଇ: ଆଇପିଏଲ ମହାସମରରେ ଆଜି ବାଙ୍ଗାଲୋରକୁ ଭେଟିବ କୋଲକାତା । ଉଭୟ ଦଳ ମଧ୍ୟରେ ହେବ କଡା ଟକ୍କର । ମର୍ଗାନଙ୍କ ଦଳ କୋଲକାତାର ଖେଳାଳୀମାନେ ଏବେ ଦମଦାର ଫର୍ମରେ ଥିବାବେଳେ କୋହଲିଙ୍କ ତାରକା ଖଚିତ ଦଳର ଖେଳାଳୀମାନେ ମଧ୍ୟ ବିଜୟୀ ହେବାକୁ ପ୍ରୟାସ କରିବେ । ତେବେ ଆଜିର ମ୍ୟାଚରେ ମୁଖ୍ୟତଃ

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦,୨୫୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦିନକ ମଧ୍ୟରେ ୪୩,୯୩୮ ଜଣ ସୁସ୍ଥ ହୋଇଛନ୍ତି। ଦୈନିକ ସଂକ୍ରମଣ ହାର ୨.୫% ଓ ସାପ୍ତାହିକ ସଂକ୍ରମଣ ହାର ୨.୦୭% ରହିଛି। ଏଥିସହିତ ଆରୋଗ୍ୟ ହାର ୯୭.୭୨% ରହିଛି। ରବିବାର ସଂଧ୍ୟା

ଓସିସିଏଲ୍ ସିନିୟର ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସମ୍ବଲପୁର: ଭିଜିଲାନ୍ସ ଜାଲରେ ଫସିଛନ୍ତି ଓସିସିଏଲ୍ ସିନିଅର ମ୍ୟାନେଜର । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ନିର୍ମାଣ ନିଗମ ବା ଓସିସିଏଲ୍ ସିନିଅର ମ୍ୟାନେଜର ରଞ୍ଜନ କୁମାର ଡାଙ୍ଗଙ୍କ ଘରେ ରେଡ ହୋଇଛି । ଏହି ମାମଲାରେ ସମ୍ବଲପୁର ଚୈତନ୍ୟ ନଗର ବାସଭବନରରେ ଚଢ଼ଉ ଜାରି ରହିଛି ।

ଡ୍ରେନରୁ ଉଦ୍ଧାର ହେଲା ଛାତ୍ରଙ୍କ ମୃତଦେହ

ଭୁବନେଶ୍ୱର: ଭୁବନେଶ୍ୱରରେ ଖୋଲା ନାଳରେ ଭାସିଯାଇଥିବା ନିଖୋଜ ଛାତ୍ର ଜ୍ୟୋତିପ୍ରକାଶଙ୍କ ମୃତଦେହର ସନ୍ଧାନ ମିଳିଛି । ପଞ୍ଚସଖା ନଗରର ମୁଖ୍ୟ ଡ୍ରେନ ନିକଟସ୍ଥ ବୁଦା ଭିତରୁ ମୃତଦେହ ମିଳିଛି । ଦୀର୍ଘ ୧୯ ଘଣ୍ଟାରୁ ଅଧିକ ସମୟ ପରେ ମିଳିଛି ଜ୍ୟୋତିପ୍ରକାଶଙ୍କ ମୃତଦେହ । ୩୪ ଜଣ ଅଗ୍ନିଶମ

ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୧୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୨୯୭ ଓ ସ୍ଥାନୀୟ ସଂକ୍ରମିତ ୨୧୩ ଜଣ ରହିଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୭୯ ଜଣ ରହିଛନ୍ତି। ରାଜ୍ୟର ଅନୁଗୁଳ ଜିଲାରେ ୩, ବାଲେଶ୍ୱର

ଉପଯୁକ୍ତ ଚିକିତ୍ସା ଓ ସଚେତନତା ଦ୍ୱାରା ଶିଶୁ ମାନେ କର୍କଟ ରୋଗରୁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରି ପାରିବେ : ବିଶେଷଜ୍ଞ

ଭୁବନେଶ୍ୱର, : ଶିଶୁ ମାନଙ୍କ କ୍ଷେତ୍ରରେ କର୍କଟ ରୋଗର ଚିକିତ୍ସା କଷ୍ଟକର ହୋଇପାରେ କିନ୍ତୁ ନିରାଶାଜନକ ନୁହେଁ | ସଠିକ ସମୟରେ ଲକ୍ଷଣ ଚି଼ହ୍ନଟ, ଉପଯୁକ୍ତ ଚିକିତ୍ସା ଓ ପିତାମାତାଙ୍କ ଧର୍ଯ୍ୟ ରହିଲେ ଶିଶୁ କର୍କଟ ରୋଗରୁ ଆରୋଗ୍ୟ ମିଳି ପାରିବ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ

ଚରଣଜିତ ସିଂହ ଚନ୍ନୀ ହେଲେ ପଞ୍ଜାବର ପ୍ରଥମ ଦଳିତ ଶିଖ୍ ମୁଖ୍ୟମନ୍ତ୍ରୀ

ଅମୃତସର: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଚରଣଜିତ ସିଂହ ଚନ୍ନୀ । ଏନେଇ ସୂଚନା ଦେଇଛନ୍ତି ପଞ୍ଜାବ ଦାୟିତ୍ୱରେ ଥିବା ପ୍ରଭାରୀ ହରିଶ ରାୱତ । ତେବେ ସେ ପ୍ରଥମ ଦଳିତ ଶିଖ୍ ଭାବେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଏହାପୂର୍ବରୁ ସେ ବିଧାନସଭା ଦଳର ନେତା ଭାବରେ ମଧ୍ୟ ନିର୍ବାଚିତ

ଟ୍ୟୁସନ ଯାଉଥିଲେ, ଭାସିଗଲେ ଛାତ୍ର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ପ୍ରଥମ ଘଟଣା। ନାଳରେ ଭାସିଯାଇ ନାବାଳକ ନିଖୋଜ। ଟ୍ୟୁସନ ଯିବା ବେଳେ ଡ୍ରେନରେ ଭାସିଗଲେ ନାବାଳକ। ଭୁବନେଶ୍ବର ଶତାବ୍ଦୀ ନଗର ବ୍ୟାଙ୍କ କଲୋନୀ ପାଖ ନାଳରେ ଭାସିଗଲେ ଦଶମ ଶ୍ରେଣୀ ଛାତ୍ର। ସାଇକେଲ ନେଇ ଟ୍ୟୁସନ ଯାଉଥିବା ବେଳେ ନାଳରେ ପଡି ଯାଇଥିଲେ

ପାରାଦୀପ ତୈଳ ଟର୍ମିନାଲ୍‌ ଡିପୋରେ ଅଗ୍ନିକାଣ୍ଡ

ପାରାଦୀପ: ତୈଳ ଟର୍ମିନାଲ୍‌ ଡିପୋରେ ଅଗ୍ନିକାଣ୍ଡ । ପାରାଦୀପ ବାଉରିଆପାଳନ୍ଦା ବସ୍ତି ନିକଟରେ ଥିବା ଆଇଓସିଏଲ ଟର୍ମିନାଲ୍‌ ଡିପୋରେ ନିଆଁ ଲାଗିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ଅଗ୍ନିକାଣ୍ଡରେ କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି।

ସୁଖଜିନ୍ଦର ରନ୍ଧୱା ହୋଇପାରନ୍ତି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ

ଅମୃତସର: ପଞ୍ଜାବର ପିସିସି ସଭାପତି ନବଜୋତ ସିଦ୍ଧୁଙ୍କ ଘନିଷ୍ଠ ବିଧାୟକ ସୁଖଜିନ୍ଦର ରାନ୍ଧୱା ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ହେବେ। ଏହାକୁ ଖୁବ ଶୀଘ୍ର ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇପାରେ । ରାଜ୍ୟପାଳଙ୍କ ସହ ସୁଖଜିନ୍ଦର ରାନ୍ଧୱା ଏକ ନିଯୁକ୍ତି ଲୋଡିଛନ୍ତି। କଂଗ୍ରେସ ବିଧାୟକ ପ୍ରୀତମ