୩୫ ସାଙ୍ଗଠନିକ ଜିଲ୍ଲାରେ ବିଜେଡିର ମହିଳା ପର୍ଯ୍ୟବେକ୍ଷକ ନିଯୁକ୍ତ, ଜାଣନ୍ତୁ କାହାକୁ ମିଳିଲା କେଉଁ ଜିଲ୍ଲା ଦାୟିତ୍ୱ
ଭୁବନେଶ୍ୱର: ବିଜୁ ମହିଳା ଜନତା ଦଳର ୩୫ ସାଙ୍ଗଠନିକ ଜିଲା ପାଇଁ ପର୍ୟ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ବିଜେଡି ଅଧ୍ୟକ୍ଷ ନବୀନ ପଟ୍ଟନାୟକଙ୍କ ଏହି ତାଲିକାକୁ ମଞ୍ଜୁରି ଦେଇଛନ୍ତି। ଡ. ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ ଖୋର୍ଦ୍ଧା, କସ୍ତୁରୀ ମହାପାତ୍ରଙ୍କୁ ଭୁବନେଶ୍ବର, ଡ. ଗୀତାଞ୍ଜଳି!-->…
