Odia News Portal

ବ୍ଲାକଫଙ୍ଗସକୁ ଡରି ଆତ୍ମହତ୍ୟ କଲେ ଦମ୍ପତୀ

ବାଙ୍ଗାଲୋର: ଘାରିଲା ମହାମାରୀର ଭୟ । କର୍ନାଟକର ମାଙ୍ଗାଲୁରୁରେ ଏକ ଦମ୍ପତି ବ୍ଲାକ ଫଙ୍ଗସକୁ ଡରି ଆତ୍ମହତ୍ୟା କରିଥିବାର ଜଣାପଡିଛି । ଉଭୟ ସ୍ୱାମୀ ଓ ସ୍ତ୍ରୀ କରୋନାରେ ସଂକ୍ରମିତ ହୋଇଥିଲେ । ପୁଲିସକୁ ଫୋନ କରି ଜୀବନ ହାରିଦେଲେ ଦମ୍ପତି । ପୋଲିସକୁ ସୂଚନା ଦେଇ କହିଛନ୍ତି ମୋ ସ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କଲେ ହକି ଖେଳାଳୀ

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଂଶସା କରିଛନ୍ତି ଭାରତୀୟ ହକି ଖେଳାଳୀ । ଭାରତୀୟ ମହିଳା ହକି ଦଳର ଅଧିନାୟିକା ରୀନା ରାମପଲ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କରି କହିଛନ୍ତି କି, ଓଡ଼ିଶାର ହୃଦୟରେ ହକି ରହିଛି । ଓଡ଼ିଶା ସରକାର ହକିକୁ ଅଗ୍ରାଧିକାର ଦେଇଛନ୍ତି ।

କମିବନି ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ:  ଗତ କିଛିଦିନ ହେବ ଦେଶରେ ତେଲ ଦର ଶହେ ଉପରେ ରହିଛି । ହେଲେ କେନ୍ଦ୍ର ଏ ପ୍ରସଙ୍ଗରେ ଉତ୍ତର ଦେଇ କହିଛି ଏବେ ତେଲ ଦର କମିବ ନାହିଁ। ବର୍ତ୍ତମାନ ପାଇଁ ତେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିବାର କୌଣସି ଯୋଜନା ନାହିଁ । କାରଣ ପୂର୍ବରୁ ୟୁପିଏ ସରକାର ଜାରି କରିଥିବା ଅଏଲ ବଣ୍ଡ

ଭିଜିଲାନ୍ସ ପଞ୍ଝାରେ ବନପାଳ

ବରଗଡ଼: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ବରଗଡ଼ ଜିଲ୍ଲା ପଦ୍ମପୁର ରେଞ୍ଜ ଝାରବନ୍ଧ ବନପାଳ ସୁଶାନ୍ତ ଦାଶଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଏକକାଳୀନ ୨ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ବରଗଡ଼ ଡିଲ୍ଲାର ଦୁଇଟି ସ୍ଥାନରେ ଦୁଇଟି ଟିମ୍ ଚଢ଼ାଉ କରି

ଗାଈଚରାଳିରୁ କଲମ୍ବିଆର ରାଷ୍ଟ୍ରପତି ହେଲେ ହାଚିଣ୍ଡା ହିଚିଲିମା, ଜାଣନ୍ତୁ ତାଙ୍କ ସଂଘର୍ଷମୟ କାହାଣୀ

ନୂଆଦିଲ୍ଲୀ: ଇତିହାସ ସାକ୍ଷୀ ରହିଛି ଦୃଢ଼ ଇଚ୍ଛାଶକ୍ତି ହିଁ ସଫଳତାର ଚାବିକାଠି । ଦୃଢ଼ ଇଚ୍ଛା ଶକ୍ତି ଆଉ କିଛି କରିବା ମନବୃତି ଥିଲେ ମଣିଷ ଦିନେ ନା ଦିନେ ସଫଳତାର ସିଡି ଚଢ଼ିଥାଏ । ଯାହାର ଅନେକ ମୁକସାକ୍ଷୀ ମଧ୍ୟ ରହିଛି । ତେବେ ପୁଣି ଏଭଳି ଘଟଣାର ହୋଇଛି ପୁନରାବୃତି । ଦୃଢ଼ ଇଚ୍ଛାଶକ୍ତି

ପେଗାସସ୍ ମାମଲା: କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ: ପେଗାସସ୍ କେଳେଙ୍କେରୀ ମାମଲାରେ ସ୍ୱତନ୍ତ୍ର ତଦନ୍ତ ଦାବି କରି ଆଗତ ପିଟିସନ ଉପରେ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଇସ୍ରାଏଲ ଗୁଇନ୍ଦା ସଫ୍ଟୱେର ‘ପେଗାସସ୍‌’ର ବ୍ୟବହାର ସରକାର ନିଜ ନାଗରିକଙ୍କ ଉପରେ କରିଛନ୍ତି କି ନାହିଁ ତାହାର ଜବାବ ଦାଖଲ

ଅଗଷ୍ଟ ୨୦ରୁ ଯୁକ୍ତ ୩ ନାମଲେଖା ଆବେଦନ

ଭୁବନେଶ୍ୱର: ଯୁକ୍ତ ତିନି ନାମଲେଖା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଗଷ୍ଟ ୨୦ରୁ ସେପ୍ଟେମ୍ବର ୪ ତାରିଖ ଯାଏଁ ଅନଲାଇନରେ ଆବେଦନ କରିହେବ । ଏହାପରେ ସେପ୍ଟେମ୍ବର ୯ରେ ପ୍ରକାଶ ପାଇବ ପ୍ରଥମ ମେରିଟ ଲିଷ୍ଟ । ସେପ୍ଟେମ୍ବର ୯ରୁ ୧୪ ଯାଏଁ ସାମସ ପୋର୍ଟାଲରେ

ଏସିଏଫ ସୌମ୍ୟ ମୃତ୍ୟୁ ମାମଲାରେ ଆଜି ୨ ଜଣଙ୍କ ଜେରା କରୁଛି କ୍ରାଇମବ୍ରାଞ୍ଚ

ଗଜପତି: ପାରଳାଖେମୁଣ୍ଡି ଏସିଏଫ ସେମ୍ୟଙ୍କ ମୃତ୍ୟୁ ମାମଲାରେ ଚାଲଛି ତନାଘନା । ପାରଳା ଏସିଏଫ୍ ସୌମ୍ୟଙ୍କ ମୃତ୍ୟୁ ରହସ୍ୟର ଖିଅ ଖୋଜୁଛି କ୍ରାଇମବ୍ରାଞ୍ଚ । ଆଜି ଚତୁର୍ଥ ଦିନରେ ଆଉ ୨ ଜଣଙ୍କୁ ଜେରା ଚାଲିଛି। ପାରଳାଖେମୁଣ୍ଡି ଥାନାର ଏକ ସ୍ୱତନ୍ତ୍ର କୋଠରୀରେ ଜଣେ ମାଳି ଓ ଜଗୁଆଳୀଙ୍କୁ

ଶ୍ୱଶୁରକୁ ହାଣି ହତ୍ୟା କଲା ବୋହୂ

ଯାଜପୁର: ଘୋର କଳି କାଳ । ଶ୍ଵଶୁରକୁ ଟାଙ୍ଗିଆରେ ହାଣି ହତ୍ୟା କଲା ବୋହୂ। ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ରଣପାଳ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ର କରି ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ। ସୂଚନାନୁଯାୟୀ, ପାଣିକୋଇଲି ଥାନା ରଣପାଳ ଗାଁରେ

ଘୋଷଣା ହେଲା ଟି-୨୦ ବିଶ୍ୱକପ ସୂଚୀ

ନୂଆଦିଲ୍ଲୀ: ଅକ୍ଟୋବରରୁ ଆରମ୍ଭ ହେବ ଟି-୨୦ ବିଶ୍ୱକପ । ତେବେ ବିସିସିଆଇ ଏଥିଲାଗି ଘୋଷଣା କରାଯାଇଛି ସୂଚୀ । ଭାରତୀୟ ଦଳ ୨୪ ଅକ୍ଟୋବରରୁ ବିଶ୍ୱକପରେ ନିଜର ଅଭିଯାନ ଆରମ୍ଭ କରିବ । ବିରାଟ ବାହିନୀ ନିଜ ପ୍ରଥମ ମ୍ୟାଚ୍ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଖେଳିବ। ଅକ୍ଟୋବର