Odia News Portal

୧୬ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ସ୍ୱର୍ଗଦ୍ୱାର

ପୁରୀ: କରୋନାର ୨ୟ ତରଙ୍ଗ ବୃଦ୍ଧି ପରେ ତାଲାବନ୍ଦ , ସଟଡାଉନ ସହ ବିଭିନ୍ନ କଟକଣା ଲାଗୁ କରାଯାଇଥିଲା। ଏହି କଟକଣା ମଧ୍ୟରେ ପୁରୀର ସ୍ୱର୍ଗଦ୍ୱାରରେ ଜିଲା ବାହାର ଲୋକଙ୍କୁ ଶବଦାହ ପାଇଁ ବାରଣ କରାଯାଇଥିଲା। ମାତ୍ର ଏଣିକି ଜିଲା ବାହାର ଲୋକେ ମଧ୍ୟ ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ କରିପାରିବେ।

ପୁଣି ବିଦ୍ୟାଭାରତୀ ଓ ଡିଏଫଓଙ୍କୁ ଜେରା ହେବ: କ୍ରାଇମବ୍ରାଞ୍ଚ

ଗଜପତି: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟଙ୍କ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ଓ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ପୁଣିଥରେ ଜେରା ହେବ ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି । ଆଜି କ୍ରାଇମବ୍ରାଞ୍ଚ ଟିମ୍ ସୌମ୍ୟଙ୍କ ବାସଭବନରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ୨

ପ୍ରକାଶ ପାଇଲା +୨ କଳା ଓ ଧନ୍ଦାମୂଳକ ରେଜଲ୍ଟ

ଭୁବନେଶ୍ୱର: ପ୍ରକାଶ ପାଇଛି +୨ କଳା ଓ ଧନ୍ଦାମୂଳକ ରେଜଲ୍ଟ । କଳାରେ ରେଗୁଲାର ପାସ ହାର ୯୮.୫୮% ରହିଛି । ୧ ଲକ୍ଷ ୮୯ ହଜାର ୩୬୩ ପରୀକ୍ଷାଥୀଙ୍କ ମଧ୍ୟରୁ ୧ ଲକ୍ଷ ୮୬ ହଜାର ୬୮୫ ଜଣ ପାସ କରିଛନ୍ତି । ରେଗୁଲାର ପ୍ରଥମ ଶ୍ରେଣୀରେ ୩୦ ହଜାର ୫୧୦ ଜଣ ପାସ୍ କରିଛନ୍ତି । ରେଗୁଲାର ଦ୍ୱିତୀୟ

ସୌମ୍ୟଙ୍କ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟଙ୍କ ମୃତ୍ୟୁ ମାମଲାର ଆରମ୍ଭ ହୋଇଛି କ୍ରାଇମବ୍ରାଞ୍ଚ ତଦନ୍ତ । ପାରଳାଖେମୁଣ୍ଡିରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍ । ୨ ଜଣିଆଁ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସୌମ୍ୟଙ୍କ ବାସ ଭବନରେ ପହଞ୍ଚି ତଦନତ ଆରମ୍ଭ କରିଛନ୍ତି । ତେଚବେ

କୋଟିଆରେ ଲାଗିଲା ଓଡ଼ିଶାର ଫଳକ

କୋରାପୁଟ: କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଲାଗି ରହିଛି କଳହ । କୋଟିଆରେ ନିର୍ବାଚନ ହେବାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା । ଆଉ ଏବେ ଫଳକକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । କୋଟିଆରେ ଆନ୍ଧ୍ର ଫଳକ ମାରିବା ପୂର୍ବରୁ ଓଡ଼ିଶା ତରଫରୁ ଫଳକ ଲଗାଗଲା। ଆନ୍ଧ୍ର ସହ ବିବାଦରେ

ଆଜିଠୁ ଲଗାଣ ବର୍ଷା

ଭୁବନେଶ୍ୱର: ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା । ପ୍ରଭାବରେ ଆଜିଠୁ ରାଜ୍ୟରେ ଲଗାଣ ବର୍ଷା । ଆସନ୍ତା ୨୪ ଘଣ୍ଟା ପାଇଁ ୧୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଗଞ୍ଜାମ, ଗଜପତି, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳରେ

ସୋଆ ମୁଖ୍ୟ ଲାଇବ୍ରେରିଆନ୍ ସମ୍ମାନିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ମୁଖ୍ୟ ଲାଇବ୍ରେରିଆନ ଡ. ଡ଼ି.ବି.ରମେଶ ନିଜ କାର୍ଯ୍ୟକ୍ଷେତ୍ରରେ ଉତ୍କର୍ଷତା ଓ ଦକ୍ଷତା ନିମନ୍ତେ "ଏକ୍ସିଲେନ୍ସ ଇନ ଏକାଡେମିକ ଲାଇବ୍ରେରି ଆୱାର୍ଡ-୨୦୨୧' ନିମନ୍ତେ ମନୋନୀତ ହୋଇଛନ୍ତି । ଚଳିତ ବର୍ଷ ନିମ୍ବସ ଅନଲାଇନ ପ୍ରାଇଭେଟ ଲିମିଟେଡ ଏବଂ

ଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ

ଭୁବନେଶ୍ୱର: ଆଜି ସଂଧ୍ୟା ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ୱେବସାଇଟରେ ଉପଲବ୍ଧ ହେବ ପରୀକ୍ଷାଫଳ । କୋରୋନା ମହାମାରୀ ଯୋଗୁଁ ଏ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବାକୁ ପଡିଥିଲା । ତେଣୁ ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରାଯାଇଛି । ଗତ ଜୁଲାଇ ୩୧

ଜାଣନ୍ତୁ ଆଜି ରାଜ୍ୟରେ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ଚିହ୍ନଟ ହେଲେ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୩୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୬୫୭ ଓ ସ୍ଥାନୀୟ ସଂକ୍ରମିତ ୪୭୫ ରହିଛନ୍ତି। ଅନୁଗୁଳ ଜିଲାରୁ ୨୫, ବାଲେଶ୍ୱର ୭୦, ବରଗଡ ୧୦, ଭଦ୍ରକ ୧୪, ବଲାଙ୍ଗିର ୭, ବଉଦ ୪ ଓ କଟକ ଜିଲାରୁ ୧୯୭ ଜଣ ଚିହ୍ନଟ

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ

ନୂଆଦିଲ୍ଲୀ: ଦେଶରେ ପୁଣି ବଢ଼ୁଛି କରୋନା ସଂକ୍ରମଣ। ଗତକାଲି ସଂକ୍ରମଣ ୪୦,୦୦୦ପାର କରିଥିବା ବେଳେ ଆଜି ସଂକ୍ରମଣ ୪୦,୦୦୦ପାଖାପାଖି ରହିଛି । ଏହା ସହ ମୃତ୍ୟୁସଂଖ୍ୟା ୪୦୦ଟପିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା