Odia News Portal

୧୫ ବର୍ଷରେ ସୋଆ, ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ପୂର୍ବ ଭାରତର ଉଜ୍ୱଳ ନକ୍ଷତ୍ର

ଭୁବନେଶ୍ୱର: ଦୁଇ ଦଶନ୍ଧି ପୂର୍ବେ ଭୁବନେଶ୍ୱରରେ ଜନ୍ମ ନେଇଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଆଜି ପୂର୍ବ ଭାରତରେ ଏକ ଉଜ୍ୱଳ ଉଚ୍ଚଶିକ୍ଷା କେନ୍ଦ୍ର ଭାବେ ଉଭା ହୋଇଛି । ଶିକ୍ଷାର ଗୁଣବତା ଏବଂ ଅଭିନବ ଗବେଷଣା ଉପରେ ଗୁରୁତ୍ୱାରୋପ ହିଁ ଏହି ବିଶ୍ୱବିଦ୍ୟାଳୟର

ଜାଣନ୍ତୁ ବାବା ଶିରିଡ଼ିରେ ପଦାର୍ପଣ ବେଳେ କେମିତି ଦିଶୁଥିଲେ

ଭୁବନେଶ୍ୱର: ବାବାଙ୍କର କୋତୋଟି ଫଟୋ, ବିଶେଷତଃ ବାବାଙ୍କ ଜୀବଦ୍ଦଶାରେ ଶିଳ୍ପୀ ଜୟକର ବାବାଙ୍କର ଆଙ୍କିଥିବା ଚିତ୍ର ଆମକୁ ବାବାଙ୍କ ଚେହେରା ସମ୍ପର୍କରେ କିଛି ସୂଚନା ଦିଏ । ଊନବିଂଶ ଶତାଦ୍ଦୀର ଅର୍ଦ୍ଧଭାଗରେ ବାବା ଯେତେବେଳେ ଶିରିଡ଼ିରେ ପ୍ରଥମଥର ଲାଗି ପଦାର୍ପଣ କଲେ ସେତେବେଳେ ତାଙ୍କର ଶରୀର

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମିଶନ ଶକ୍ତିକୁ ୪୫୩.୫୦ କୋଟି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ମିଶନ ଶକ୍ତିର ମହିଳା ମାନଙ୍କ ପାଇଁ ୪୫୩.୫୦ କୋଟି ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି। ଏହି ଘୋଷଣା ଅନୁଯାୟୀ ରାଜ୍ୟର ୩୩୮ଟି ବ୍ଲକ୍ସ୍ତରୀୟ ମିଶନ ଶକ୍ତି ମହାସଂଘର ନିଜସ୍ବ ଘର ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କା

କଟକ ତାଳଦଣ୍ଡା କେନାଲର ଉନ୍ନତିକରଣ ଫଟୋ ପୋଷ୍ଟ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଐତିହ୍ୟ ସହର କଟକର ତାଳଦଣ୍ଡା କେନାଲର ହେବ ଉନ୍ନତି କରଣ । ଯାହାର ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ନିଜ ଟ୍ୱିଟର ହାଣ୍ଡେଲରେ ମୁଖ୍ୟମନ୍ତ୍ରୀ ଏହି ଫଟୋକୁ ପୋଷ୍ଟ କରିବା ସହ କଟକବାସୀଙ୍କୁ ଧନ୍ୟବାଦ ଦେଇଥିବା ଦେଖିବାକୁ ମିଳିଛି । ତେବେ ଦୀର୍ଘଦିନ

ଘର ଭିତରେ ଚାଲିଥିଲା ସେକ୍ସ ରାକେଟ୍‌, ମାଡ଼ି ବସିଲା ପୋଲିସ

ରାୟଗଡ଼ା: ଲକଡାଉନ ସମୟରେ ମାତିଛନ୍ତି ଦେହ ବ୍ୟବସାୟୀ । ଉପାନ୍ତରୁ ଉପକୂଳ ସବୁଠି ଚାଲିଛି ବେପାର । କିଛିଦିନ ହେବ ଏଭଳି ଖବର ପ୍ରତିଦିନ ନଜରକୁ ଆସୁଛି । ସେପଟେ ଆଜି ରାୟଗଡ଼ା ସହରରେ ଘର ଭିତରେ ଚାଲିଥିବା ସେକ୍ସ ରାକେଟ୍ ଠାବ କରିଛି ପୋଲିସ । ରାୟଗଡ଼ା ଗୌତମ ନଗର ୬ ନମ୍ବର ଲେନରେ ଘରେ ସେକ୍ସ

ଓଡ଼ିଶାକୁ ଅଧିକ ଟିକା ଆବଣ୍ଟନ ଲାଗି ମୁଖ୍ୟମନ୍ତ୍ରୀଙ୍କ ଦାବି

ଭୁବନେଶ୍ୱର: କୋଭିଡ ନିୟନ୍ତ୍ରଣ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଟିକା ଯୋଗାଣ କୋଟା ଅନୁସାରେ ରାଜ୍ୟରେ ଘରୋଇ ହସପିଟାଲ ନାହିଁ । ଏଥିପାଇଁ ୯୫ ପ୍ରତିଶତ ଟିକା ରାଜ୍ୟ ସରକାରଙ୍କୁ ଦିଆଯିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି । ଘରୋଇ

ଭାରତ ଏମିତି ଏକ ମନ୍ଦିର ରହିଛି ଯେଉଁଠାରେ ସନ୍ଧ୍ୟା ହେଲେ କେହି ରୁହନ୍ତି ନାହିଁ

ଜୟପୁର: ଆମ ଦେଶରେ ଏଭଳି ବହୁ ମନ୍ଦିର ରହିଛି, ଯାହା ରହସ୍ୟମୟ ଓ ଖୁବ ପ୍ରାଚୀନ। ଏପରି ହିଁ ଏକ ମନ୍ଦିର ରାଜସ୍ଥାନରେ ରହିଛି। ଏହି ମନ୍ଦିରରେ ସନ୍ଧ୍ୟା ହେବା ମାତ୍ରେ କୌଣସି ଲୋକେ ଏଠାରେ ରୁହନ୍ତି ନାହିଁ। ଏହାର କାରଣ ପଛରେ ଏକ ରହସ୍ୟ ରହିଛି। ଲୋକେ ବିଶ୍ୱାସ କରନ୍ତି, ରାତିରେ ଏଠାରେ ରହିବା

ଭୀମଟାଙ୍ଗୀ ମର୍ଡର ମିଷ୍ଟ୍ରୀ, ଅଭିଯୁକ୍ତ ଜଗନ୍ନାଥର ହେବ ଅସ୍ତ୍ରୋପଚାର

ଭୁବନେଶ୍ୱର: ରାଜଧାନୀ ଭୀମଟାଙ୍ଗୀ ପ୍ରିୟଙ୍କା ମର୍ଡର ମିଷ୍ଟ୍ରୀକୁ ନେଇ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନର ହେବ ଅସ୍ତ୍ରୋପଚାର । ତାଙ୍କ ବାମ ହାତର ଏକ ଶିରା ସମ୍ପୂର୍ଣ୍ଣଭାବେ କଟିଯାଇଥିବା ସୂଚନା ମିଳିଛି । ଗୁରୁବାର ହାତରୁ ଷ୍ଟିଚ୍

ଟି-ସିରିଜ ମୁଖ୍ୟ ଭୂଷଣ କୁମାରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

ମୁମ୍ବାଇ: ଲୋକପ୍ରିୟ ବଲିଉଡ଼ ପ୍ରଯୋଜକ ତଥା ଟି-ସିରିଜ୍ ମୁଖ୍ୟ ଭୂଷଣ କୁମାରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଜଣେ ୩୦ ବର୍ଷୀୟା ମହିଳା। ଏନେଇ ମୁମ୍ବଇର ଡିଏନ୍ ନଗର ପୁଲିସ ଶୁକ୍ରବାର ଭୂଷଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କୁ ଗିରଫ କରାଯାଇନାହିଁ।

ଭାରତୀୟ ଫଟୋ ସାମ୍ବାଦିକଙ୍କୁ ଆଫଗାନିସ୍ତାନରେ ହତ୍ୟା

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ରେୟଟର୍ସ ଫଟୋ ପତ୍ରକାର ଦାନିଶ ସିଦ୍ଦିକଙ୍କ ହତ୍ୟା କରାଯାଇଛି । ଦାନିଶ ସିଦ୍ଦିକୀ ଆଫଗାନିସ୍ତାନରେ ବର୍ତମାନର ସ୍ଥିତି କଭର କରିବା ପାଇଁ କିଛିଦିନ ହେବ ସେଠାରେ ରହିଥିଲେ । ଦାନିଶ ସିଦ୍ଦିକୀ ଦିଲ୍ଲୀରେ ରୁହନ୍ତି । ଆଫଗାନିସ୍ତାନ ସମାଚାର ଏଜେନ୍ସିରୁ ଏହି