Odia News Portal

ଆନ୍ଦୋଳନରୁ ଓହରିଲେ ମୋ ବସ୍ ଡ୍ରାଇଭର

ଆନ୍ଦୋଳନରୁ ଓହରିଲେ ‘ମୋ ବସ’ ଡ଼୍ରାଇଭର । ଦରମା ବୃଦ୍ଧି ଦାବିରେ ମୋ ବସ କର୍ମଚାରୀ ମାନେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ରାଜଧାନୀର ବିଭିନ୍ନ ରୁଟରେ ବସ ଚଳାଚଳ ପ୍ରଭାବିତ ହୋଇଥିଲା । ଏନେଇ କ୍ରୁଟ କର୍ତୃପକ୍ଷ ଓ ନିଯୁକ୍ତି ଦେଇଥିବା ଠିକା ସଂସ୍ଥା ସହ ଆଲୋଚନା ହେବା ପରେ ଆଜି ବସ ଚଳାଚଳ

କରୋନା ନେଲା ଜୀବନ

ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧୨୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ

ବିଦ୍ୟାଙ୍କୁ ପୁଣି ଜେରା

ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏବେବି ରହସ୍ୟ ଘେରରେ ରହିଛି । ତେବେ ପତ୍ନୀ ବିଦ୍ୟାଭାରତୀଙ୍କୁ ପୋଲିସ ପ୍ରଥମ ପର୍ଯ୍ୟାୟରେ ଜେରା କରିଥିବା ବେଳେ ଆଜି ପୁଣି ଥରେ ଜେରା ହେବାର ସମ୍ଭାବନା ରହିଛି । ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ବିଦ୍ୟାଭାରତୀଙ୍କୁ କରାଯାଇପାରେ ପଚରାଉଚରା

ସିବିଏସ୍‌ଇ ଦଶମ ପରୀକ୍ଷାରେ ଓଡିଆ ଝିଅ କୃତିତ୍ୱ

ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ ଓଡ଼ିଆ ଝିଅଙ୍କ କୃତିତ୍ବ । ମୋଟ୍ ୫୦୦ରୁ ୪୯୯ ମାର୍କ ରଖି ଟପ୍ କରିଛନ୍ତି ଓଡ଼ିଆ ଝିଅ ଅମ୍ରିତା ବେହୁରା । ଅମ୍ରିତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଓଳାଭର ବରୁଣା ଗାଁରେ । ଅମ୍ରିତାଙ୍କ ବାପା ଅମୀୟ କୁମାର ବେହୁରା ଆଇଓସିଏଲ୍‌ରେ ଜେନେରାଲ୍ ମ୍ୟାନେଜର ଭାବେ

ପୁରୀ ପାଇଁ କୋଭିଡ୍ ଗାଇଡଲାଇନରେ ପରିବର୍ତ୍ତନ

ପୁରୀ ପାଇଁ କୋଭିଡ ଗାଇଡଲାଇନରେ ପରିବର୍ତ୍ତନ ହୋଇଛି। ଶ୍ରୀମନ୍ଦିର ବ୍ୟତୀତ ସମସ୍ତ ଧର୍ମାନୁଷ୍ଠାନ ଓ ପର୍ଯ୍ୟଟନ ସ୍ଥିଳ ଖୋଲିବାକୁ ଅନୁମତି। ପୁରୀ ସହରାଞ୍ଚଳରେସପ୍ତାହାନ୍ତ ସଟଡାଉନ ଲାଗୁ ହେବ। ନୂଆ ଗାଇଡଲାଇନ ଅନୁସାରେ ଶ୍ରୀମନ୍ଦିର ବ୍ୟତୀତ ସମସ୍ତ ମନ୍ଦିର, ମସଜିଦ୍,

ପ୍ରକାଶ ପାଇଲା ସିବିଏସ୍‌ଇ ଦଶମ ପରୀକ୍ଷା ଫଳ

ସବୁ ଅପେକ୍ଷାର ଅନ୍ତ ହୋଇଛି। ଶେଷରେ ପ୍ରକାଶ ପାଇଛି କେନ୍ଦ୍ରୀୟ ପ୍ରାଥମିକ ଶିକ୍ଷା ବୋର୍ଡ (ସିବିଏସଇ) ୧୦ମ ପରୀକ୍ଷା ଫଳ। ମଧ୍ୟାହ୍ନ ୧୨ରେ ସିବିଏସ୍‌ଇର ଅଫିସିଆଲ ସାଇଟ୍‌ cbseresults.nic.inରେ ପ୍ରକାଶ ପାଇଛି ଫଳାଫଳ। ୧୮ ଲକ୍ଷ ଛାତ୍ରଛାତ୍ରୀ ଦଶମ

ଆଜି ଖୋଲିଲା ମା ସମଲେଶ୍ୱରୀଙ୍କ ମନ୍ଦିର

ଆଜି ଖୋଲିଲା ସମ୍ବଲପୁର ଅଧିଷ୍ଟାତ୍ରି ଦେବୀ ମାଆ ସମଲେଶ୍ୱରୀଙ୍କ ମନ୍ଦିର । ମାଆ ସମଲେଶ୍ୱରୀଙ୍କ ଦର୍ଶନ କଲେ ଶ୍ରଦ୍ଧାଳୁ । ସମଲେଶ୍ଵରୀ ମନ୍ଦିର ସହିତ ଜିଲ୍ଲାର ଅନ୍ୟ ମନ୍ଦିରଗୁଡିକ ମଧ୍ୟ ଖୋଲାଯାଇଛି । ସମଲେଶ୍ଵରୀ ମନ୍ଦିରରେ ଯେମତି ଭିଡ ନ ଜମେ ସେଥି ପାଇଁ ଝଙଚ ଜାରି କରିଛି ଜିଲ୍ଲା

ଆଜିଠୁ ଖୋଲିଲା ନନ୍ଦନକାନନ

ଆଜିଠୁ ଖୋଲିଲା ନନ୍ଦନକାନନ । ଦୀର୍ଘ ତିନି ମାସ ପରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ । କରୋନା ସଂକ୍ରମଣ ମାମଲା ଦିନକୁ ଦିନ ସାମାନ୍ୟ କମୁଥିବାବେଳେ କରୋନା ଗାଇଡ ଲାଇନ ପାଳନ କରି ସବୁ ଖୋଲାଯିବ। ପୁଣି ଚିଡିଆଖାନାରେ ବିଭିନ୍ନ ପଶୁପକ୍ଷୀ ବୁଲି

ସେମିରେ ହାରିଲା ଭାରତ

ଟୋକିଓ: ଏଠାରେ ଚାଲିଥିବା ଅଲିମ୍ପିକ୍ସ କ୍ରୀଡାର ପୁରୁଷ ହକି ସେମିଫାଇନାଲ ମ୍ୟାଚରେ ଭାରତୀୟ ଦଳ ପ୍ରତିପକ୍ଷ ବେଲଜିୟମ ଠାରୁ ୫-୨ ଗୋଲରେ ପରାସ୍ତ ହୋଇଛି। ବେଲଜିୟମ ଫାଇନାଲ ଖେଳିବାକୁ ନିଜର ସ୍ଥାନ ସୁନିଶ୍ଚିତ କରିଥିବାବେଳେ ଭାରତୀୟ ପୁରୁଷ ହକି ଦଳ ଆଗକୁ କାଂସ୍ୟ ପଦକ ପାଇଁ ପ୍ରତିଯୋଗିତା

ଇସ୍ତଫା ଦେଲେ ମୋଦିଙ୍କ ପରାମର୍ଶଦାତା

ନୂଆଦିଲ୍ଲୀ: ଅମରଜିତ ସିହ୍ନା ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ଅମରଜିତ ସିହ୍ନା ଇସ୍ତଫା ଦେଇଛନ୍ତି । ମିଳିଥିବା ସୂଚନା ମୁତାବକ ଅମରଜିତ ହେଉଛନ୍ତି ୧୯୮୩ ବିହାର କାଡରର ଜଣେ ଆଇଏସ ଅପାର। ଗତବର୍ଷ ଫେବୃୟାରୀ ମାସରେ ତାଙ୍କୁ