Odia News Portal

କଙ୍ଗନାଙ୍କ ବିରୋଧରେ କୋର୍ଟର ଦ୍ୱାରସ୍ଥ ଜାଭେଦ ଅଖତର

ମୁମ୍ବାଇ: ପୁଣି ବିବାଦ ଘେରରେ ଛନ୍ଦି ହୋଇଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୟତ । ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଗୀତିକାର ଜାଭେଦ କର । ଅଭିନେତ୍ରୀ କଙ୍ଗନାଙ୍କ ଓକିଲ ୨୮ ଜୁନରେ ଜାଣିଶୁଣି ବମ୍ବେ ହାଇକୋର୍ଟରେ ତାଙ୍କ ପାସପୋର୍ଟ ରିନ୍ୟୁ କରିବା ପାଇଁ ନିଜ ପକ୍ଷରେ ଆଦେଶପ୍ରାପ୍ତ

ଅକ୍ଟୋବର-ନଭେମ୍ବର ବେଳକୁ କରୋନାର ତୃତୀୟ ଲହର ଆସିବା ସମ୍ଭାବନା

ନୂଆଦିଲ୍ଲୀ: କରୋନା ଦ୍ୱିତୀୟ ଲହର ଥମିଥିବା ବେଳେ ସାମ୍ଭାବ୍ୟ ତୃତୀୟ ଲହରକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ତୃତୀୟ ଲହର ଶୀର୍ଷ ସଂକ୍ରମଣ ଦେଖାଯିବ ବୋଲି କରୋନା ମାମଲା ଉପରେ ନଜର ରଖୁଥିବା ସରକାରୀ ପ୍ୟାନେଲର ବରିଷ୍ଠ ବୈଜ୍ଞାନିକ ସୂଚନା ଦେଇଛନ୍ତି ।

ରାଜଧାନୀରେ ମହିଳାଙ୍କୁ ହତ୍ୟା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆସିଛି ଛାତିଥରା ଚିତ୍ର । ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି । ଭୀମଟାଙ୍ଗୀ ଫେଜ୍‌-୧ ଅଞ୍ଚଳରୁ ମୃତଦେହ ଉଦ୍ଧାର କରାଯାଇଛି । ତେବେ ସେହି ଘରୁ ଅନ୍ୟଜଣେ ପୁରୁଷଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ରକ୍ତ ଜୁଡ଼ୁବୁଡ଼ୁ

ଆବାସ ଯୋଜନାକୁ ନେଇ ମୋଦିଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ଆବାସ ଯୋଜନାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫନି କ୍ଷତିଗ୍ରସ୍ତଙ୍କ ପାଇଁ ୮.୧୭ ଲକ୍ଷ ଘର ମଞ୍ଜୁର କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଫନି ଅଣପ୍ରଭାବିତ ବାକି ଜିଲ୍ଲାର ୬ ଲକ୍ଷ

ହାଫିଜର ବାସ ଭବନ ସମ୍ମୁଖରେ ହୋଇଥିବା ବିସ୍ଫୋରଣରେ ଭାରତକୁ ଦାୟିକଲା ପାକିସ୍ତାନ

ଲାହୋର: ଆତଙ୍କବାଦକୁ ସମର୍ଥନ, ପ୍ରୋତ୍ସାହନ, ତାଲିମ ଓ ପାଣ୍ଠିଯୋଗାଣ ପାଇଁ ଆନ୍ତର୍ଜାତିକ ସ୍ତରରେ ବଦନାମ ହୋଇସାରିଥିବା ପାକିସ୍ତାନ ଏବେ ଭାରତ ବିରୁଦ୍ଧରେ ଏକ ନୂଆ ଅଭିଯୋଗ ଆଣିଛି । ଜୁନ୍ ୨୩ ତାରିଖରେ ଜାତିସଂଘ ଦ୍ୱାରା ଘୋଷିତ କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦର ଲାହୋରସ୍ଥିତ ବାସଭବନ

ବୁର୍ଲା ମେଡିକାଲରେ ସିସିଟିଭିରେ କଏଦ ହେଲା ସିକ୍ୟୁରିଟି ଗାର୍ଡ ଗାଡ଼ି ଚୋରି କରୁଥିବାର ଦୃଶ୍ୟ

ସମ୍ବଲପୁର: ବାଡ଼ ଯେତେବେଳେ ଫସଲ ଖାଇବ ସେତେବେଳେ ଫସଲର କିଏ ବା ସାହା ହେବ । ଆଜ୍ଞା ହଁ ସୁରକ୍ଷା ଦାୟିତ୍ୱରେ ଥିବା ସିକ୍ୟୁରିଟି ଗାର୍ଡ ଗାଡ଼ି ଚୋରି କରିଥିବା ଅଭିଯୋଗ ହୋଇଛି । ତେବେ ଚୋରି କରୁଥିବାର ଭିଡିଓ ସିସିଟିଭରେ କଏଦ ହୋଇଛି । ସମ୍ବଲପୁର ବୁର୍ଲା ମେଡିକାଲରେ ଦେଖିବାକୁ ମିଳିଛି ଏଭଳି

ଆବାସ ଯୋଜନାରେ ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଲା ବିଜେପି

ଭୁବନେଶ୍ୱର: ଆବାସ ଯୋଜନାରେ ହଜାରେ କୋଟି ଟଙ୍କାର ମହାଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛି ବିଜେପି । ଆଜି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏକ ପ୍ରେସମିଟ୍ ଜରିଆରେ ଏଭଳି କହିଛନ୍ତି । ସେ କହିଛନ୍ତି କି, କେନ୍ଦ୍ରୀୟ ଟିମ୍ ରିପୋର୍ଟ ଅନୁଯାୟୀ ବ୍ୟାପକ ଅନିୟମିତତା ହୋଇଛି । ଖୋର୍ଦ୍ଧା

ଗିରଫ ହେଲା ମଦୁଆ ସ୍ୱାମୀ, ସ୍ତ୍ରୀର ଅଶ୍ଳୀଳ ଫଟୋ ଭାଇରାଲ କରିବାକୁ ଦେଉଥିଲା ଧମକ

ଯାଜପୁର: ସ୍ୱାମୀ ସ୍ତ୍ରୀର ସମ୍ପର୍କ ହେଉଛି ଏକ ପବିତ୍ର ସମ୍ପର୍କ । ଉଭୟ ଉଭୟଙ୍କ ଉପରେ ବିଶ୍ୱାସ ରହିଥାଏ । ତେବେ ନିଜ ସ୍ତ୍ରୀର ଅଶ୍ଳୀଳ ଫଟୋକୁ ଭାଇରାଲ କରାଇବାକୁ ଧମକ ଦେଉଥିଲା ସ୍ୱାମୀ । ଶେଷରେ ଏନେଇ ଅଭିଯୋଗ କରିବା ପରେ ଗିରଫ ହୋଇଛି ମଦୁଆ ସ୍ୱାମୀ । ଯାଜପୁର ଜିଲ୍ଲା କୁଆଖିଆ ଥାନା

ଭୁବନେଶ୍ୱରରେ କେନ୍ଦ୍ରୀୟ କୋଭିଡ୍ ଟିମ୍‌

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ କେନ୍ଦ୍ରୀୟ କୋଭିଡ୍ ଟିମ୍ । ଦୁଇ ଜଣିଆଁ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି । କୋଭିଡ ସ୍ଥିତି ସମୀକ୍ଷା ନେଇ ଭୁବନେଶ୍ୱରରେ ପହଞ୍ଚିଛି ଏହି ଟିମ୍ । ଦୁଇଜଣିଆ ଟିମ୍ ମୁଖ୍ୟ ଡା.ଶିବାନୀ ଦତ୍ତ ରହିଛନ୍ତି । ସେ କହିଛନ୍ତି କି, କୋଭିଡ ପରିଚାଳନା, କଣ୍ଟେନମେଣ୍ଟ ଜୋନ

ପେଟ୍ରୋଲ ଦରବୃଦ୍ଧିକୁ ନେଇ ବିକ୍ଷୋଭ କରିବ କଂଗ୍ରେସ, ୭ରୁ ୧୭ ବିକ୍ଷୋଭ ପ୍ରତିବାଦ

ଭୁବନେଶ୍ୱର: ସାରା ଦେଶରେ ଅହେତୁକ ଭାବରେ ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର । ଯାହାକୁ ବିରୋଧ କରିଛି କଂଗ୍ରେସ । କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ଆଜି ଭୁବନେଶ୍ୱର କଂଗ୍ରେସ କାର୍ଯ୍ୟାଳୟରେ ଏକ ପ୍ରେସମିଟ୍ କରାଯାଇଛି । ପ୍ରତିବାଦ କରାଯିବା ନେଇ ଗଣମାଧ୍ୟମକୁ ସୂଚନା