Odia News Portal

ବିଦ୍ୟାଭାରତୀ ରହୁଥିବା ହଷ୍ଟେଲର ରୁମ୍ ସିଲ୍‌

ବଲାଙ୍ଗୀର: ବିଦ୍ୟାଭାରତୀ ବଲାଙ୍ଗୀରରେ ରହୁଥିବା ହଷ୍ଟେଲର ରୁମ୍ ସିଲ୍ । ସେ ରହୁଥିବା ରୁମ ନମ୍ବର ୧କୁ ସିଲ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ପାରଳାଖେୁମୁଣ୍ଡି ଆଇଆଇସି । ଆଜି ବଲାଙ୍ଗୀର ଯାଇ କଲେଜରେ ଜେରା କରୁଛି ପାରଳାଖେମୁଣ୍ଡି ପୋଲିସ । ଟ୍ରେନିଂ ସେଣ୍ଟରର ନିର୍ଦ୍ଦେଶକଙ୍କ ସହ

ମୀରାବାଈଙ୍କୁ ଆଜିବନ ପିଜା ଯୋଗାଇବ ଡୋମିନସ

ହଙ୍ଗେରୀ: ଟୋକିଓ ଅଲମ୍ପିକରେ ଭାରତକୁ ପଦକ ଦେଇଛନ୍ତି ମୀରାବାଈ ଚାନୁ । ରୌପ୍ୟ ପଦକ ଜିତିଥିବା ମୀରାବାଈଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ । ଏହାରି ଭିତରେ ତାଙ୍କ ଲାଗି ବଡ଼ ଅଫର ଦେଇଛି ଡୋମିନସ । କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି କି, ମୀରାବାଈଙ୍କୁ ଆଜିବନ ପିଜା ଯୋଗାଇବ ।

ଟୋକିଓ ଅଲମ୍ପିକ, ବିଜୟରୁ ମାରିକମଙ୍କ ଅଭିଯାନ ଆରମ୍ଭ

ହଙ୍ଗେୀରୀ: ସବୁଠି ଅଲମ୍ପିକ ଚର୍ଚ୍ଚା । ଏହାରି ଭିତରେ ଭାରତ ଲାଗି ଆଉ ଏକ ଖୁସି ଖବର ଆସିଛି । ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି ଷ୍ଟାର ବକ୍ସର ମାରିକମ୍ । ୪୮ରୁ ୫୧ କିଲୋବର୍ଗରେ ଡୋମିନିକାର ଖେଳାଳିଙ୍କୁ ୪-୧ରେ ହରାଇଛନ୍ତି । ଏହି ବିଜୟ ସହ ମ୍ୟାରୀକମ୍ ପ୍ରି-କ୍ୱାର୍ଟରରେ ପ୍ରବେଶ

ଇଂଲଣ୍ଡ ଯିବେ ପୃଥୀ, ଜୟନ୍ତ ଓ ସୂର୍ଯ୍ୟ

ନୂଆଦିଲ୍ଲୀ: ନୂଆଦିଲ୍ଲୀ : ଅଗଷ୍ଟ ୪ରୁ ଘରୋଇ ଇଂଲଣ୍ଡ ବିପକ୍ଷରେ ଭାରତ ୫ ମ୍ୟାଚ୍ର ଟେଷ୍ଟ ସିରିଜ୍ ଖେଳିବ। ତେବେ ସିରିଜ୍ ଆରମ୍ଭ ପୂର୍ବରୁ ଭାରତକୁ ଆଘାତଜନିତ ଝଟ୍କା ଲାଗିଛି। ଓପ୍ନର ଶୁବ୍ମାନ ଗିଲ୍, ଅଲ୍ରାଉଣ୍ଡର ୱାଶିଂଟନ ସୁନ୍ଦର ଓ ଅତିରିକ୍ତ ଖେଳାଳି ପେସ୍ ବୋଲର ଆଭେସ୍ ଖାଁ ଆହତ ହୋଇ

ସୁକମା ଏନକାଉଣ୍ଟରରେ ଜଣେ ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଚିନ୍ତଗୁମ୍ଫାରେ ରବିବାର ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଜଣେ ମାଓବାଦୀର ମୃତ୍ୟୁ ଘଟିବା ସହ ଗୋଟିଏ ବନ୍ଧୁକ ଓ କିଛି ବିସ୍ଫୋରକ ଜବତ କରାଯାଇଛି। ଏନେଇ ସୁକମା ଏସପି ସୁନୀଲ ଶର୍ମା

ସ୍ୱର୍ଣ୍ଣ ପଦକ ଜିତିଲେ ପ୍ରିୟା

ଟୋକିଓ: ଭାରତୀୟ କ୍ରୀଡାପ୍ରେମୀଙ୍କ ଲାଗି ଖୁସି ଖବର । ମୀରାବାଇ ଚାନୁ ରୌପ୍ୟ ପଦକ ଜିତିଥିବା ବେଳେ ଏବେ ପ୍ରିୟା ମଲ୍ଲିକ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୭୩ କେଜି ବର୍ଗରେ ସ୍ୱର୍ଣ୍ଣ ଜିତିଛନ୍ତି ଭାରତର ପ୍ରିୟା ମଲ୍ଲିକ। ବୁଲଗେରିଆ ପ୍ରତିଯୋଗୀଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ପ୍ରିୟା।

ଦଳୀୟ କନ୍ଦଳ ଚାପିବାକୁ ବିଜେପିର ମନଗଢା ଅଭିଯୋଗ: ବିଜେଡି

ଭୁବନେଶ୍ୱର: ପଶ୍ଚିମ ଓଡିଶାର ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦିଆଯାଉଥିବାବେଳେ ରାଜନୀତି ପାଇଁ ସ୍ୱାସ୍ଥ୍ୟସେବାକୁ ଆଳ କରି ସରକାରଙ୍କୁ ସମାଲୋଚନା କରିବା ଉଚିତ୍‍ ନୁହେଁ । ଦଳରେ ନିଜର ହଜିଯାଉଥିବା ସ୍ଥିତିକୁ ପ୍ରାସଙ୍ଗିକ କରିବା ସହିତ ଦଳୀୟ କନ୍ଦଳକୁ ଚାପିବା ପାଇଁ ବିଜେପିର ପୂର୍ବତନ

ସ୍କୁଲ କଲେଜ ଖୋଲିବା ପୂର୍ବର ଛାତି ଧଡ଼ ଧଡ଼

ଭୁବନେଶ୍ୱର : ସୋମବାରରୁ ସ୍କୁଲ କଲେଜ ଖୋଲିବ । ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲା ଶ୍ରେଣୀରେ ଯାଇ ପାଠ ପଢିବାକୁ ସରକାର କହିଛନ୍ତି । ଅବଶ୍ୟ ଯିଏ ନଯିବ ସିଏ ଘରେ ପୂର୍ବଭଳି ଅନ୍‌ଲାଇନରେ ପଢିବ ବୋଲି କୁହାଯାଇଛି । ତେବେ ସ୍କୁଲ କଲେଜ ଖୋଲିବା କଥା ଶୁଣି ପିଲଙ୍କ ଗୋଡ ତଳେ ଲାଗୁନଥିବାବେଳେ

ନିରାଶ କଲେ ସାନିଆ-ଅଙ୍କିତା ଯୋଡ଼ି

ଟୋକିଓ: ଟୋକିଓ ଅଲମ୍ପିକରେ ମହିଳା ଟେନିସ ଯୋଡ଼ି ନିରାଶ କରିଛନ୍ତି । ହାରିଲେ ସାନିଆ ଓ ଅଙ୍କିତା । ଭାରତ ପୁଣି ନିରାଶ । ଟୋକିଓ ଅଲିମ୍ପିକ୍ସର ମହିଳା ଟେନିସ ଡବଲରେ ଭାଗନେଇଥିବା ଭାରତୀୟ ମହିଳା ସାନିଆ ଓ ଅଙ୍କିତା ୟୁକ୍ରେନର ଏଲ. କିଚେନକ ଓ ଏନ.କିଚେନକଙ୍କ ଠାରୁ ୮-୧୦ ପଏଣ୍ଟରେ ପରାସ୍ତ

ଟୋକିଓ ଅଲମ୍ପିକ, ବିଜୟରୁ ସିଦ୍ଧୁଙ୍କ ଅଭିଯାନ ଆରମ୍ଭ

ଟୋକିଓ: ଭାରତ ଲାଗି ଖୁସି ଖବର । ବିଜୟ ଅଭିଯାନ ଆରମ୍ଭ କରିଛନ୍ତି ସିନ୍ଧୁ । ସେ ଇସ୍ରାଏଲର ପୋଲକାରପୋଭାଙ୍କୁ ପରାସ୍ତ କରିଛନ୍ତି । ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ୨୧-୭, ୨୧-୧୦ ସେଟରେ ପୋଲକାରପୋଭାଙ୍କୁ ପରାସ୍ତ କରିଛନ୍ତି । ସେପଟେ ଭାରତୀୟ ୧୦ ମିଟର ଏୟାର ପିସ୍ତଲ