ଆତ୍ମହତ୍ୟା କଲେ ସ୍କୁଲ ଶିକ୍ଷକ
ନୂଆଦିଲ୍ଲୀ : ବିଷାଦଗ୍ରସ୍ତ କଲା ମହମାରୀ । ଆତ୍ମହତ୍ୟା କଲେ ଘରୋଇ ସ୍କୁଲ ଶିକ୍ଷକ । ରାଜଧାନୀ ଦିଲ୍ଲୀରେ ଜଣେ ସ୍କୁଲ ଶିକ୍ଷକ ଆତ୍ମହତ୍ୟା କରିବା ପରେ ଚାରିଆଡ଼େ ହଇଚଇ ସୃଷ୍ଟି ହୋଇଛି । ବିଗତ ଦୁଇ ବର୍ଷ ଧରି ବେତନ ନମିଳିବାରୁ ଚିନ୍ତାରେ ଥିଲେ ଶିକ୍ଷକ । ଲକଡାଉନ୍ ସମୟରେ ଘର ଚଳାଇବା!-->…
