Odia News Portal

ଆଜବେଷ୍ଟସ ଭାଙ୍ଗି ୪ ଲକ୍ଷ ଟଙ୍କାର ମୋବାଇଲ ଲୁଟିନେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ଲକଡାଉନରେ ମାତିଛନ୍ତି ଲୁଟେରା । ପ୍ରତିଦିନ ଆସୁଛି ଲୁଟ୍ ଖବର । ଉପାନ୍ତରୁ ଉପକୂଳ ସବୁଠି ଚାଲିଛି ଲୁଟ୍ । ତେବେ ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବଜାରରୁ ଆସିଛି ଏଭଳି ଲୁଟର ଦୃଶ୍ୟ । ଦୋକାନର ଆଜବେଷ୍ଟସ ଭାଙ୍ଗି ୪ ଲକ୍ଷରୁ ଅଧିକ ଟଙ୍କାର ସାମାନ ଚୋରି କରିନେଇଥିବା ଅଭିଯୋଗ

ଆସୁଛି ୮ ଲକ୍ଷ ଡୋଜରୁ ଅଧିକ କୋଭିସିଲ୍ଡ

ଭୁବନେଶ୍ୱର: ରାଜ୍ୟରେ ଦେଖା ଦେଇଛି ଟିକା ଅଭାବ । ଟିକା ନଥିବାରୁ କାଲିଠାରୁ ୧୭ ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି । ତେବେ ଏହାରି ଭିତରେ ଆସିଛି ଏକ ଆଶ୍ୱସ୍ତିକର ଖବର । ରାଜ୍ୟକୁ ଆସିବ ୮ ଲକ୍ଷ କୋଭିସିଲ୍ଡ ଟିକାର ଡୋଜ । ଦୂର ହେବ ଭ୍ୟାକ୍ସିନ ଅଭାବ । କେନ୍ଦ୍ର ସରକାର ଏହି ୮ ଲକ୍ଷ ଟିକା

ଭୀକାରୀମୁକ୍ତ ହେବ ଭୁବନେଶ୍ୱର

ଭୁବନେଶ୍ୱର: ରାଜଧାନୀରେ ଆଉ ରହିବେନି ଭୀକାରୀ । ଭୀକାରୀମୁକ୍ତ କରିବା ଲାଗି ବିଏମସି, କମିଶନରେଟ୍ ପୋଲିସ ଓ ୩ ସ୍ୱେଚ୍ଛୋସେବୀ ସଂଗଠନର ମିଳିତ ପ୍ରୟାସରେ ଏହା କରାଯିବ ବୋଲି ସୂଚନା ମିଳିଛି । ଆଜି ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି । ତେବେ ଏହା ଖୁବଶୀଘ୍ର କାର୍ଯ୍ୟକାରୀ ହେବ ବୋଲି

ବିଜୟରୁ ଅଭିଯାନ ଆରମ୍ଭ କଲେ ସାନିଆ

ନୂଆଦିଲ୍ଲୀ: ୪ ବର୍ଷ ପରେ ଗ୍ରାଣ୍ଡସ୍ଲାମ୍ ଟେନିସ ଟୁର୍ଣ୍ଣାମେଣ୍ଟ ୱିମ୍ବଲଡନ୍ର କୋର୍ଟକୁ ଓହ୍ଲାଇଛନ୍ତି ଭାରତର ଟେନିସ ତାରକା ସାନିଆ ମିର୍ଜା। ମହିଳା ଡବଲ୍ସରେ ବିଜୟ ସହ ସାନିଆ ତାଙ୍କର ଅଭିଯାନ ଆରମ୍ଭ କରିଛନ୍ତି। ତାଙ୍କ ଯୋଡ଼ି ଆମେରିକାର ବେଥାନି ମାଟେକ୍-ସାଣ୍ଡ୍ସଙ୍କ ସହ ମିଶି ସାନିଆ

ମହିଳା ବିଜେଡ଼ିର ଉପଦେଷ୍ଟା ହେବା ପରେ କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନଙ୍କୁ ସମ୍ବର୍ଦ୍ଧନା

ଗଞ୍ଜାମ: ରାଜ୍ୟ ମହିଳା ବିଜେଡିର ଉପଦେଷ୍ଟା ଭାବେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କୁ ନିଯୁକ୍ତି ମିଳିଛି । ଏହି ଅବସରରେ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରୁ ତାଙ୍କୁ ଶୁଭେଚ୍ଛା ସମ୍ବର୍ଦ୍ଧନା ଦିଆଯାଇଛି । ସେହିପରି ମୁମ୍ବାଇ ପ୍ରବାସୀ ଓଡିଆ ସଙ୍ଗଠନ ପକ୍ଷରୁ

ରାଜଧାନୀରେ ଶହେ ପାର ହେଲା ପେଟ୍ରୋଲ ଦର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶହେ ପାରକଲା ପେଟ୍ରୋଲ ଦର । କରୋନା ସମୟରେ ବଢ଼ି ଚାଲିଛି ପେଟ୍ରୋଲ ଦର । ଫଳରେ ଏହାକୁ ନେଇ ଜନସାଧାରଣଙ୍କ ଚିନ୍ତା ବଢ଼ି ଯାଇଛି । ଗୋଟିଏ ପଟେ କରୋନା ସମସ୍ତଙ୍କର ଜୀବିନ ଜୀବିକା ଛଡ଼ାଇ ନେଇଥିବା ବେଳେ ଏହି ସମୟରେ ପୁଣି ତୈଳ ଦର ବୃଦ୍ଧି ଜନତାଙ୍କ ଉପରେ

୨୩ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡଘଡି ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ଆସନ୍ତା ୨୪ ଘଂଟା ମଧ୍ୟରେ ୫ ଟି ଜିଲ୍ଲା ଯଥା ମାଲକାନଗିରି, କୋରାପୁଟ, ନୟାଗଡ , କଟକ ଓ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ

ରାଜ୍ୟରେ ୪୬ ମୁଣ୍ଡନେଲା ମହାମରୀ

ଭୁବନେଶ୍ୱର: ରାଜ୍ୟରେ ଥମିବାର ନାଁ ଧରୁନି କରୋନା ଜନିତ ମୃତ୍ୟୁ ସଂଖ୍ୟା । ପ୍ରତିଦିନ ୪୦ ଉପରେ ରହୁଛି ମୃତକଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୪୬ ଆକ୍ରାନ୍ତଙ୍କ ପ୍ରାଣନେଇଛି ମହାମାରୀ । ଏଥିସହ ରାଜ୍ୟରେ ମୋଟ କୋଭିଡ୍ ମୃତକଙ୍କ ସଂଖ୍ୟା ୪ ହଜାର ୧୦୯କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରେ

ରାଜ୍ୟରେ ଦିନକରେ ୩୨୨୨ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୩୨୨୨ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୧୮୩୮ ଓ ସ୍ଥାନୀୟ ସଂକ୍ରମିତ ୧୩୮୪ ଜଣ ରହିଥିବା ଜଣାଯାଇଛି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୯୧, ବାଲେଶ୍ୱର ୨୦୮, ବରଗଡ ୨୪, ଭଦ୍ରକ ୧୪୧,

କୃଷକଙ୍କ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କଲା ବିଜେଡି

ଭୁବନେଶ୍ୱର: ଦୀର୍ଘ ଏକବର୍ଷରୁ ଅଧିକ ସମୟ ଧରି ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶ ଓ ହରିଆନାରେ ସେମାନଙ୍କ ଦଳ ବିରୁଦ୍ଧରେ ଚାଲିଥିବା କୃଷକ ଆନ୍ଦୋଳନରୁ ସାଧାରଣ ଲୋକଙ୍କ ନଜର ହଟାଇବା ପାଇଁ ଓଡିଶା ବିଜେପି ଏବଂ ତାଙ୍କ ଦଳର ନେତା ପୃଥ୍ୱୀରାଜ ହରିଚନ୍ଦନ ଆଜି ପୁଣିଥରେ କେତେକ ମିଥ୍ୟା ଓ