Odia News Portal

ଆସନ୍ତା ସପ୍ତାହରେ ହେବ ବର୍ଷା-ଅନୁଭବଙ୍କ ବିବାଦର ଶୁଣାଣି

କଟକ: ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ବିବାହ ବିଚ୍ଛେଦ ମାମଲାରେ ହାଇକୋର୍ଟଙ୍କ ଶୁଣାଣୀ । ମାମଲାର ଚୁଡାନ୍ତ ଶୁଣାଣି ପାରିବାରିକ କୋର୍ଟରେ ଧାର୍ଯ୍ୟ ସମୟସୀମା ମଧ୍ୟରେ ସାରିବାକୁ ଅନୁଭବ ହାଇକୋର୍ଟରେ କରିଥିବା ଆବେଦନର ଶୁଣାଣି ହୋଇଛି । ହାଇକୋର୍ଟରେ ମାମଲାର ଶୁଣାଣି ଘୁଞ୍ଚିଲା ।

୩୧ରେ ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ୱର: ଆଉ ମାତ୍ର ୨ଦିନ ପରେ ପ୍ରକାଶ ପାଇବ +୨ ରେଜଲ୍ଟ । ଜୁଲାଇ ୩୧ରେ ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ । କଳା ଏବଂ ଧନ୍ଦାମୂଳକ ପାଠ୍ୟକ୍ରମର ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ କରିବାରେ ଅଧିକ ସମୟର ଆବଶ୍ୟକତା ଦୃଷ୍ଟିରୁ ଏହାର ଫଳ ପ୍ରକାଶନ ପାଇଁ ତ୍ୱରିତ ପଦ କ୍ଷେପ ଗ୍ରହ ଣ

ରାମଚନ୍ଦ୍ର ବେହେରାଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀର ୨୮ତମ ପୁରସ୍କାର ବିତରଣ ଉତ୍ସବରେ ଏକାଡେମୀର ସର୍ବୋଚ୍ଚ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ବିଶିଷ୍ଟ କଥାଶିଳ୍ପୀ ତଥା ସାରସ୍ୱତ ସାଧକ ଡ. ରାମଚନ୍ଦ୍ର ବେହେରାଙ୍କୁ ପ୍ରଦାନ କରାଯାଇଛି। ସ୍ଥାନୀୟ ସଂସ୍କୃତି ଭବନଠାରେ ନିରାଡମ୍ବର ଭାବେ ଆୟୋଜିତ ଏହି

ରାଜ୍ୟସ୍ତରୀୟ ପୌରାଞ୍ଚଳ କମିଟି ଘୋଷଣା କଲା ବିଜେପି

ଭୁବନେଶ୍ୱର: ଆସୁଛି ପଞ୍ଚାୟତ ନିର୍ବାଚନ । ଏହାପୂର୍ବରୁ ସମସ୍ତ ଦଳ ନିଜର ରଣନୀତି ପ୍ରସ୍ତୁତ କରୁଛନ୍ତି । ରାଜ୍ୟସ୍ତରୀୟ ପୌରାଂଚଳ କମିଟି ଘୋଷଣା କରିଛି ବିଜେପି । କେଭି ସିଂଦେଓ କମିଟି ଅଧ୍ୟକ୍ଷ ହୋଇଥିବା ବେଲେ କୃଷ୍ଣଚନ୍ଦ୍ର ମହାପାତ୍ର ରାଜ୍ୟ ସଂଯୋଜକ ହୋଇଛନ୍ତି । କମିଟିରେ ୧୭ ସଦସ୍ୟ

ଆସିଲା ହ୍ୱାଟ୍ସଆପର ନୂଆ ଫିଚର

ଭୁବନେଶ୍ୱର: ଏବେ ସୋସିଆଲ ମିଡିଆର ଜମାନା । ପିଲାଠୁ ବୁଢ଼ା ସମସ୍ତେ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି । ତେବେ ସବୁଠାରୁ ଅଧିକ ବ୍ୟବହାରକାରୀ ମୋବାଇଲ ଆପ ହ୍ୱାଟ୍ସଆପ ୟୁଜର୍ସଙ୍କ ଲାଗି ନୂଆ ଫିଚର ଆଣିଛି । ହ୍ୱାଟ୍ସଆପ ତାର ୟୁଜର୍ସଙ୍କ ପାଇଁ ଆର୍କାଇଭ ଚାଟ୍ ନାମରେ ଏକ ଫିଚର ରୋଲଆଟ କରିଛି ।

ଚାରି ହଜାରରୁ ଅଧିକ ‘ପଡ଼ା’କୁ ମିଳିବ ରାଜସ୍ୱ ଗାଁର ମାନ୍ୟତା

ଭୁବନେଶ୍ବର : ରାଜ୍ୟର ଚାରି ହଜାରରୁ ଅଧିକ ‘ପଡ଼ା’କୁ ନୂଆ ରାଜସ୍ବ ଗାଁର ମାନ୍ୟତା ମିଳିବ। ରାଜସ୍ବ ଗ୍ରାମ ସୃଷ୍ଟି ପାଇଁ ନୂଆ ନିୟମାବଳୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏ ନେଇ ସବୁ ଜିଲ୍ଲାପାଳଙ୍କୁ ରାଜସ୍ବ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ପତ୍ର

ପ୍ରେମିକାକୁ ଜାଳିଦେଲା ପ୍ରେମିକ

ବ୍ରହ୍ମପୁର: ପୁଣି ପ୍ରେମ ଭଳି ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କର ଛିଟା । ବେଇମାନ ପ୍ରେମିକ, ପ୍ରେମିକାଙ୍କୁ ଡାକିଦେଇ ଜୀଅନ୍ତା ଜାଳିଦେଲା । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ପାତ୍ରପୁର ଗାଁରୁ ଆସିଛି ଏଭଳି ଖବର । ଶୁଭଶ୍ମିତା ଖାଡ଼ଙ୍ଗା ନାମକ ଜଣେ ଯୁବତୀଙ୍କୁ ସ୍ପିରିଟ୍ ପକାଇ

ଆଜିଠୁ ୩୦ଯାଏଁ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ୨୪ ଘଣ୍ଟା ଭିତରେ ଏହା ଅଧିକ ଘନୀଭୂତ ହୋଇ ୱେଲମାର୍କଡ ଲୋ-ପ୍ରେସରରେ ପରିଣତ ହେବ । ଆସନ୍ତା ୩ରୁ ୪ ଦିନ ମଧ୍ୟରେ ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ବିହାର ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି

ଭାଉଜର ନିର୍ଯାତନା ସହି ନପାରି ଆତ୍ମହତ୍ୟା ଉଦ୍ୟମ କଲା ନଣନ୍ଦ

ଭୁବନେଶ୍ୱର: ଅସହ୍ୟ ହେଲା ଭାଉଜର ନିର୍ଯାତନା । ଦୀର୍ଘଦିନ ହେବ ସହି ଆସୁଥିଲେ । ଶେଷରେ ବାଧ୍ୟହୋଇ ଜୀବନ ହାରିବାକୁ ନିଷ୍ପତି ନେଇଥିଲେ ନଣନ୍ଦ । ରାଜଧାନୀ ଉପକଣ୍ଠ କୁଆଖାଇ ବ୍ରିଜରୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବା ବେଳେ ରାସ୍ତାରେ ଯାଉଥିବା ଲୋକେ ତାଙ୍କୁ ଉଦ୍ଧାର କରିଥିଲେ ।

ହୀରାକୁଦରେ ଖୋଲିଲା ୧୪ଟି ଗେଟ୍‌

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ଖୋଲିଛି ଆଉ ୪ ଗେଟ୍ । ବର୍ତମାନ ହୀରାକୁଦରୁ ୧୪ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ମହାନଦୀରେ ଜଳ ପ୍ରବାହ ବୃଦ୍ଧି ପାଉଥିବାରୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହି ଜଳଭଣ୍ଡାରର ଜଳଧାରଣ