Odia News Portal

ଗ୍ୟାଙ୍ଗଷ୍ଟାର ହାଇଦର ପୁଅର ଜାମିନ୍ ଖାରଜ

କଟକ: କୁଖ୍ୟାତ ଅପରାଧୀ ଗ୍ୟାଙ୍ଗଷ୍ଟାର ସେକ ହାଇଦର ପୁଅ ସେକ୍ କାଦିରର ଜାମିନ ନାମଞ୍ଜୁର । କେନ୍ଦ୍ରାପଡ଼ା ଜିଲ୍ଲା ଦୌରାଜଜ ଜାମିନ ଖାରଜ କରିଛନ୍ତି । ବାବାଙ୍କ ଶୁଦ୍ଧିକ୍ରିୟା ଲାଗି ଜାମିନ ଆବେଦନ କରିଥିଲା ସେକ୍ କାଦିର । ସୂଚନାଯୋଗ୍ୟ , ଚୌଦ୍ୱାର ଜେଲ୍ରୁ ବାରିପଦା ଜେଲ୍ ନିଆଯାଉଥିବା

ତୃତୀୟ ଲହର ସୂଚନା ନେଇ ଲୋକେ ଦ୍ୱନ୍ଦରେ, କେନ୍ଦ୍ର ଓ ରାଜ୍ୟର ଭିନ୍ନ ମତ

ଭୁବନେଶ୍ୱର : କରୋନାର ତୃତୀୟ ଲହରକୁ ନେଇ ରାଜ୍ୟବାସୀ ବାଉଳା । ଆଉ ଏହି ବାଉଳା କରୁଛି ଖୋଦ୍ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ବିଶ୍ୱର ବିଭିନ୍ନ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ତୃତୀୟ ଲହର ନେଇ ଚେତାବନୀ

ଆମଗୁଡ଼ା ଉଚ୍ଚ ବିଦ୍ୟାଳୟର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କଲେ ପାଣ୍ଡିଆନ

କୋରାପୁଟ: ରାଜ୍ୟରେ ଶିକ୍ଷାର ବିକାଶ ଦିଗରେ ନଜର ଦେଉଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତ ଛାତ୍ର ଛାତ୍ରୀ କିଭଳି ଶିକ୍ଷା ସୁବିଧା ପାଇବେ ସେଥିନେଇ ଅନେକ ବିଚାର ବିମର୍ସ ମଧ୍ୟ କରୁଛନ୍ତି । ଉପାନ୍ତ ଜିଲ୍ଲାରେ ଶିକ୍ଷାର ଭିତ୍ତିଭୂମି ସୁଦୃଢ଼ କରିବା ଦିଗରେ ଅନେକ ଫୋକସ କରାଯାଇଛି । ତେବେ ଦିନିକିଆ

ନନ୍ଦୁ ନତେକରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୂର୍ବତନ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳୀ ନନ୍ଦୁ ନତେକରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅର୍ଜୁନ ପୁରଷ୍କାର ପାଇଥିବା ଏହି ବରିଷ୍ଟ ଖେଳାଳୀଙ୍କ ଦେହାନ୍ତ ହେବା ଖବର ଶୁଣିବା ପରେ ଦୁଃଖ ପ୍ରକାଶ କରିଛନ୍ତି । ତେବେ ତାଙ୍କ ଶୋକସନ୍ତପ

ଗଣଶିକ୍ଷା ମନ୍ତ୍ରୀଙ୍କ ଘର ସମ୍ମୁଖରେ ଆତ୍ମହୂତି ଉଦ୍ୟମ

ଭୁବନେଶ୍ୱର: ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶଙ୍କ ଘର ସମ୍ମୁଖରେ ଆତ୍ମହୂତି ଉଦ୍ୟମ । ମେଟ୍ରିକ ପରୀକ୍ଷାରେ ଅସନ୍ତୁଷ୍ଟ ହୋଇ ମା’ ପୁଅ ଆତ୍ମହୂତି ଉଦ୍ୟମ କରିଛନ୍ତି । କିରୋସିନ ବୋତଲ ଧରି ଆତ୍ମହତ୍ୟା ଉଦ୍ୟମ କରିବା ବେଳେ କାବୁ କଲା ପୋଲିସ । ଉଭୟଙ୍କୁ କ୍ୟାପିଟାଲ ଥାନାରେ ଅଟକ ରଖି ପଚରା

ଟୋକିଓ ଅଲିମ୍ପିକ୍ସରେ ଭାରତର ପ୍ରଦର୍ଶନକୁ ନେଇ ଏମିତି କହିଲେ ବିରାଟ

ନୂଆଦିଲ୍ଲୀ: ଅଲମ୍ପିକ୍ସର ପ୍ରଥମ ଚାରି ଦିନରେ ଭାରତକୁ ମିଳିଛି ମାତ୍ର ଗୋଟିଏ ପଦକ । ଯାହା ପ୍ରଥମ ଦିନରୁ ହିଁ ଭାରୋଉୋଳନକାରୀ ମିରାବାଇ ଚାନୁ ଆଣିଥିଲେ । କିନ୍ତୁ ଏହା ପରେ ଆଉ ଗୋଟିଏ ବି ପଦକ ଜିତି ପାରି ନାହିଁ ଭାରତ । ଅଲମ୍ପିକ୍ସରେ ଦ୍ୱିତୀୟ ପଦକ ହାସଲ କରିବା ପାଇଁ ପ୍ରାଣ ପ୍ରଣେ ଉଦ୍ୟମ

ଆଜିଠାରୁ ମାଓବାଦୀଙ୍କ ସହିଦ ସପ୍ତାହ

ଭୁବନେଶ୍ୱର: ଆଜିଠାରୁ ମାଓବାଦୀଙ୍କ ସହିଦ ସପ୍ତାହ ପାଳନ କରାଯିବ । ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀମାନେ ମୃତ ସାଥୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ସହିଦ ସପ୍ତାହ ପାଳନ କରୁଛନ୍ତି । ଏହି ସମୟରେ ମାଓବାଦୀମାନେ ଅନେକ ହିଂସାକାଣ୍ଡ ଘଟାଇଥାନ୍ତି । ସେପଟେ ନବରଙ୍ଗପୁର ଜିଲ୍ଲାର ରାଇଘର ଓ

କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ଗସ୍ତରେ ୫-ଟି ସଚିବ

କୋରାପୁଟ: ରାଜ୍ୟ ସରକାରଙ୍କ ଫୋକସରେ ଉପାନ୍ତର ବିକାଶ । ସରକାରଙ୍କ ସ୍ୱପ୍ନ ଆଧାରରେ କେତେ ଆଗେଇଛି କାମ । ଯାହାକୁ ତଦାରଖ କରୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବା ୫ଟି ସଚିବ ଭି.କେ ପାଣ୍ଡିଆନ । ପ୍ରତିଦିନ ବିଭିନ୍ନ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା

ଭାଇରାଲ ହେଉଛି ବିଦ୍ୟାଙ୍କ ଆଉ ଏକ ଚିଠି

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ଲାଗି ରହିଛି ସସ୍ପେନ୍ସ । କିନ୍ତୁ ସେପଟେ ଭାଇରାଲ ହେବାରେ ଲାଗିଛି ବିଦ୍ୟାଭାରତୀଙ୍କ ଆଉ ଏକ ଚିଠି । ପୂର୍ବରୁ ଦୁଇଟି ଚିଠି ଭାଇରାଲ ହୋଇଥିବା ବେଳେ ଏବେ ଆଉ ଏକ ଚିଠି ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଏବେ ସବୁଠି

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି । ଅପରାହ୍ନରେ ଦତ୍ତମହାପାତ୍ର ସେବକମାନେ ଦାରୁଦିଅଁଙ୍କ ଏହି ସେବା କରିବେ । ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହେବ । ଦତ୍ତମହାପାତ୍ର ସେବକ ଠାକୁରଙ୍କ ଶ୍ରୀମୁଖ ଶୃଙ୍ଗାର କରିବା ପାଇଁ ଗର୍ଭଗୃହକୁ ପ୍ରବେଶ କରିବେ ।