କିଏ ବୁଝିବ ଦଉଡ଼ି କାରିଗରଙ୍କ ଦୁଃଖ
ମାହାଙ୍ଗା: ପାଖେଇ ଆସୁଛି ଓଡିଶାର ଗଣପର୍ବ ରଜ । ଗାଁ ଠୁ ସହର ଯେଉଁ ପର୍ବରେ ଉତ୍ସବମୁଖର ହୋଇଉଠେ ସେଇ ରଜ ପର୍ବର ମୁଖ୍ୟ ଅଂଶ ଦୋଳି ଖେଳ । ତେବେ ଦୋଳି ଖେଳ ପାଇଁ ଦଉଡି ଆବଶ୍ୟକ ହେଉଥିବା ବେଳେ ଏହି ଦଉଡି ପ୍ରସ୍ତୁତକାରୀଙ୍କ ପେଟକୁ ଲାତ ମାରିଛି କରୋନା । ଏ ହେଉଛି କଟକ ଜିଲ୍ଲା ମାହାଙ୍ଗା!-->…
