ପେଟ୍ରୋଲ ପରେ ୧୦୦ ପାରକଲା ଡିଜେଲ ଦର
ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗି ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ରେଟ୍ ୧୦୦ ପାର ହୋଇଥିବା ବେଳେ ଆଜି ରେକର୍ଡ କରିଛି ଡିଜେଲ ଦର । ରାଜସ୍ଥାନରେ ୧୦୦ ପାର କରିଛି ଡିଜେଲ ରେଟ୍ । ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାରେ ୧୦୭ ଟଙ୍କା ରହିଛି ଡିଜେଲ ଦର । ଯାହାକୁ ନେଇ ଏବେ!-->…
