Odia News Portal

ଆଜି ଆନ୍ତର୍ଜାତୀୟ ଯୋଗ ଦିବସ

ଭୁବନେଶ୍ୱର: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଯୋଗ ସାଧନ ଦ୍ୱାରା ମନୁଷ୍ୟ ଦୀର୍ଘ ଜୀବନ ପ୍ରାପ୍ତ ହୁଏ। ସୁତରାଂ ବିଶ୍ୱସ୍ତରରେ ଏହି ଦିବସ ପାଳନ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୨୦୧୪ ସେପ୍ଟେମ୍ବର ୨୭ରେ ଜାତିସଂଘରେ ପ୍ରସ୍ତାବ ରଖିଥିଲେ। ସେ କହିଥିଲେ, ଯୋଗ ଭାରତର ପ୍ରାଚୀନ

ନଜର ପକାନ୍ତୁ ଆଜି ରାଜ୍ୟରେ କଣ ରହିଛି କରୋନା ଅପଡେଟ୍‌

ଭୁବନେଶ୍ୱର: ରାଜ୍ୟରେ କମିବାରେ ଲାଗିଛି ଦୈନିକ ସଂକ୍ରମଣ ହାର । ତେବେ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୦୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୭୩୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ

ସୁସ୍ଥ ହେଉଛନ୍ତି ଅମ୍ରିତ

ଭୁବନେଶ୍ୱର: ଧିରେ ଧିରେ ସୁସ୍ଥ ହେଉଛନ୍ତି ଅମ୍ରିତ ପ୍ରଧାନ । ନିୟନ୍ତ୍ରଣକୁ ଆସୁଛି ଅକ୍ସିଜେନ ଲେବଲ । ଏବେ ତାଙ୍କର ଅକ୍ସିଜେନ ଲେବଲ ୮୦ରୁ ୯୦ ଭିତରେ ରହୁଛି । ୨ ଦିନ ହେଲା ସେ ଭେଣ୍ଟିଲେଟର ଆବଶ୍ୟକ କରୁନାହାନ୍ତି । ଏହାଛଡ଼ା ଅମ୍ରିତଙ୍କୁ ଶତ ପ୍ରତିଶତ ବଦଳରେ ଏବେ ୭୦ ପ୍ରତିଶତ ଇକମୋ

୨୧୭ରେ ଅଲଆଉଟ୍ ହେଲା ଭାରତ

ସାଉଥମ୍ପଟନ୍‌: ଭାରତର ବ୍ୟାଟିଂ ବିପର୍ଯ୍ୟୟ । ୨୧୭ରେ ଅଲଆଉଟ୍ ହେଲା ଭାରତ । ତୃତୀୟ ଦିନର ଦ୍ୱିତୀୟ ସେସନରେ ଭାରତର ୱିକେଟ ମୂଳପୋଛ କରିଛି ନ୍ୟୁଜିଲାଣ୍ଡ । କ୍ୱିଇ ଦଳର ବୋଲି ଜାମିନସନ ୫ ୱିକେଟ ଅକ୍ତିଆର କରିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି ଭାରତ କେହି ଜଣେ ମଧ୍ୟ ଖେଳାଳୀ ୫୦ ରନ

ଜାଣନ୍ତୁ କେଉଁ ରାଶିର ଝିଅଙ୍କୁ କେମିତିକା ବର ମିଳିବ

ଭୁବନେଶ୍ୱର: ଆଧୁନିକ ଯୁଗରେ ମଧ୍ୟ ଲୋକେ ଯାତକ ବିଚାର ଓ ରାଶି ଉପରେ ବିଶ୍ୱାସ କରନ୍ତି । ଏଣୁ ବିବାହ ପୂୁର୍ବରୁ ଯାତକ ମେଳନ କରାଯାଇଥାଏ । ତେବେ ଆଜି ଆମେ ଜଣଇବୁ କେଉଁ ରାଶିର ଝିଅଙ୍କୁ କେମିତିକା ବର ମିଳିବ । ମେଷ – ଏହି ରାଶିର ଝିଅଙ୍କୁ ସୁନ୍ଦର ଓ ଶିକ୍ଷିତ ଜୀବନ ସାଥି ମିଳିଥାଆନ୍ତି।

ବାତ୍ୟା ପ୍ରପିଡ଼ିତଙ୍କୁ ମିଳିନି ସହାୟତା

ଔପଦା: ଦୁଃଖ ଦେଇଗଲା ବତ୍ୟା । ବର୍ଷକର ଦାନା ଭସାଇ ନେଲା । ରହୁଥିବା ଘରର କାନ୍ଥ ଭାଙ୍ଗିଦେଲା । ହେଲେ ସରକାରୀ ସହାୟତାରୁ ବଂଚିତ େଓøପଦା ବ୍ଲକ ଜାନିକାପାଳା ଗାଁର ବାଚ୍ଛାନିଧୀ । ୟାଶ ବାତ୍ୟାରେ ତାଙ୍କ ଘର ଭାଙ୍ଗି ଯାଇଥିବା ବେଳେ ଆଜି ଯାଏ ତାଙ୍କୁ ପଲିଥିନ ଖଣ୍ଡେ ମିଳିନଥିବା ସେ ଅଭିଯୋଗ

ପୋଲିସ-ମାଓବାଦୀ ଗୁଳି ବିନିମୟ, ୨ ମାଓବାଦୀ ନିହତ

ଭୁବନେଶ୍ୱର: ପୋଲିସ- ମାଓବାଦୀ ମଧ୍ୟରେ ଗୁଳି ବିନିମୟ । ସର୍ଚ୍ଚ ଅପରେସନ କରିଛନ୍ତି ଯବାନ । ଓଡ଼ିଶା-ଛତିଶଗଡ଼ ସୀମାନ୍ତ ନାରାୟଣପୁରରେ ଏହି ଗୁଳି ବିନିମୟ ହୋଇଛି । ଏଥିରେ ଦୁଇଜଣ ମାଓ କମାଣ୍ଡରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜଙ୍ଗଲରୁ ରାଇଫଲ, ପିସ୍ତଲ ସହିତ ବିପୁଳ ପରିମାଣର ଅଫୁଟା

ପୁଣି ଭୁବନେଶ୍ୱରରେ ସେକ୍ସ ରାକେଟ୍ ଠାବ

ଭୁବନେଶ୍ୱର: ମାତିଛନ୍ତି ଦେହ ବ୍ୟବସାୟୀ । ବାରମ୍ବାର ଚଢ଼ାଉ ପରେ ଚେତି ନାହାଁନ୍ତି । ଆଜି ଭୁବନେଶ୍ୱରରୁ ପୁଣି ଏକ ସେକ୍ସ ରାକେଟ୍ ଠାବ ହୋଇଛି । ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ଗେଷ୍ଟ ହାଉସରେ ଦେହ ବ୍ୟବସାୟ ଚାଲିଥିବା ବେଳେ ପୋଲିସ ଚଢ଼ାଉ କରିଥିଲା । ଜଣେ ଦେହଜୀବୀଙ୍କୁ ଉଦ୍ଧାର କରିଥିବା ବେଳେ

ଭାରତର ବ୍ୟାଟିଂ ବିପର୍ଯୟ

ସାଉଥମ୍ପଟନ୍‌: ଭାରତର ବ୍ୟାଟିଂ ବିପର୍ଯୟ । ନିୟମିତ ବ୍ୟବଧାନରେ ଖସି ଚାଲିଛି ୱିକେଟ । ଏବେ ମାତ୍ର ୧୮୨ ରନରେ ଭାରତ ୬ଟି ୱିକେଟ ହରାଇ ସାରିଲାଣି । ଦୁଇ ଅଲରାଉଣ୍ଡ ଯୋଡ଼ି ଅଶ୍ୱିନୀ ଓ ଜାଡେଜା ଏବେ ପିଚରେ ମହଜୁଦ ଅଛନ୍ତି । ଭାରତୀୟ ଦଳର କୌଣସି ବି ଖେଳାଳୀ ଏଯାବତ ଅର୍ଦ୍ଧଶତକ କରି ନାହାଁନ୍ତି

ଫାଦର୍ସ ଡେରେ ସ୍ୱତନ୍ତ୍ର ଡୁଡଲ ଜରିଆରେ ଶୁଭେଚ୍ଛା ଜଣାଇଲା ଗୁଗଲ୍‌

ଭୁବନେଶ୍ୱର: ଆଜି ହେଉଛି ପିତୃ ଦିବସ । ଏହି ଅବସରରେ ଗୁଗଲ ତାର ଖାସ୍ ଡୁଡଲ ପ୍ରସ୍ତୁତ କରିଛି । ଏହି ରଙ୍ଗ ବେରଙ୍ଗର ଡୁଡଲ ଜରିଆରେ ଗୁଗଲ ପିତୃଦିବସ ଶୁଭେଚ୍ଛା ଜଣାଇଛି । ଏହି ସ୍ୱତନ୍ତ୍ର ଡୁଡଲ ଉପରେ କ୍ଲିକ କରିବା ପରେ ଦୁଇଟି ପପ୍-ଅପ୍ କାର୍ଡ ଖୋଲି ଯାଉଛି । ଏଥିରେ କ୍ୟାପିଟାଲ ଜି’ ର