Odia News Portal

କଟକ ବାରବାଟି ଦୁର୍ଗକୁ ନବୀକରଣ କରିବାକୁ କେନ୍ଦ୍ରମନ୍ତ୍ରୀ ଜି. କିଷାନ ରେଡ୍ଡିଙ୍କୁ ଭେଟିଲେ ସସ୍ମିତ ଓ ସୁବାସ

ନୂଆଦିଲ୍ଲୀ: ଶୁକ୍ରବାର ଦିଲ୍ଲୀଠାରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜି. କିଷାନ ରେଡ୍ଡିଙ୍କୁ ରାଜ୍ୟସଭାର ଡେପୁଟି ଲିଡର ସାଂସଦ ଡଃ.ସସ୍ମିତ ପାତ୍ର ଓ ସାଂସଦ ସୁବାସ ସିଂହ ସାକ୍ଷାତ୍ କରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । କଟକର ହଜାର ବର୍ଷର ଗର୍ବ ଓ ଗୈରବର ଐତିହକୁ ବହନକରି

ଯବାନଙ୍କ ଗୁଳିରେ ୨ ଆତଙ୍କବାଦୀ ସଫା

ଶ୍ରୀନଗର: ଶନିବାର ପ୍ରତ୍ୟୁଷରେ ଉତ୍ତର କଶ୍ମୀରର ବନ୍ଦୀପୋରା ଜିଲ୍ଲା ଅନ୍ତର୍ଗତ ସୁମଲାରର ଶୋକବାବା ଅଞ୍ଚଳରେ ଏନ୍କାଉଣ୍ଟର୍ କାରଣରୁ ଦୁଇଜଣ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ତିନିଜଣ ଯବାନ ଆହତ ହୋଇଛନ୍ତି। ଏବେ ମଧ୍ୟ ସେଠାରେ ଅଭିଯାନ ଚାଲିଥିବା କଥା କଶ୍ମୀର ଜୋନ୍ ପୁଲିସ

ସେପ୍ଟେମ୍ବରରୁ ଛୋଟ ଛୁଆଙ୍କୁ ଟିକା!

ନୂଆଦିଲ୍ଲୀ: ସେପ୍ଟେମ୍ବର ସୁଦ୍ଧା ପିଲାମାନଙ୍କୁ ଟିକାକରଣ ହୋଇପାରେ । ପିଲାଙ୍କୁ ଟିକା ନେଇ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ସୂଚନା ପ୍ରଦାନ କରିଛନ୍ତି । ଜାଇଡସ ପିଲାଙ୍କ ଉପରେ ଟ୍ରାଏଲ ସାରିଛି, ଅନୁମତିକୁ ଅପେକ୍ଷା । କୋଭାକ୍ସିନ ଟ୍ରାଏଲ ଅଗଷ୍ଟ ବା ସେପ୍ଟେମ୍ବରରେ ଶେଷ ହୋଇଯିବ ।

ବିଦ୍ୟୁତ୍ ଆଘାତରେ ହାତୀ ମୃତ୍ୟୁ

ଢେଙ୍କାନାଳ : ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ କଣ୍ଟାମାଳ ଗାଁରେ ବିଦ୍ୟୁତ ଆଘାତରେ ଏକ ମାଈ ହାତୀର ମୃତ୍ୟୁ ହୋଇଥିବା ଶନିବାର ଜଣାପଡିଛି। ହାତୀଟିର ବୟସ ପ୍ରାୟ ୧୨ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଜଙ୍ଗଲୀ ବାରହା ପାଇଁ ବିଛା ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ

ମୀରବାଇଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଟୋକିଓ ଅଲମ୍ପିକରେ ଭାରତକୁ ପ୍ରଥମ ପଦକ ଦେଇଛନ୍ତି ମିରାବାଇ ଚାନୁ । ଭାରୋଉତ୍ତୋଳନରେ ରୋପ୍ୟ ପଦକ ପାଇଛନ୍ତି ଚାନୁ । ଏହି ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟୋକିଓ ଅଲମ୍ପିକରେ ପ୍ରଥମ ଜିତିଛି ଭାରତ । ଭାରୋଉତ୍ତୋଳନରେ ମୀରାବାଇ

ଟୋକିଓ ଅଲମ୍ପିକ, ଫାଇନାଲରେ ଭାରତୀୟ ସୁଟର ସୌରଭ ଚୌଧୁରୀ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ଆଜି ଦ୍ୱିତୀୟ ଦିନ ହୋଇଥିବା ବେଳେ ଏଥିରେ ପଦକ ଆଶା ଦେଇଛନ୍ତି ଭାରତୀୟ ସୁଟର ସୌରଭ ଚୌଧୁରୀ। ସେ ୧୦ ମିଟର ପୁରୁଷ ଏୟାର ପିସ୍ତଲ ଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ଯୋଗ୍ୟତା ପର‌୍ୟ୍ୟାୟରେ ପ୍ରଥମ ହୋଇ ସେ ଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ସେ ୯୫, ୯୮, ୯୮,

ଟୋକିଓ ଅଲମ୍ପିକ, ଚୀନ ଜିତିଲା ପ୍ରଥମ ସ୍ୱର୍ଣ୍ଣ ପଦକ

ଟୋକିଓ: ଟୋକିଓ ଅଲିମ୍ପିକ୍ସର ପ୍ରଥମ ସ୍ୱର୍ଣ୍ଣ ପଦକ ଚୀନ ହାତେଇଛି । ମହିଳା ୧୦ ମିଟର ଏୟାର ରାଇଫଲ ଇଭେଂଟରେ ଚୀନ ଏହି ସଫଳତା ହାସଲ କରିଛି । ୟାଙ୍ଗ କ୍ୱିନାନ ଫାଇନାଲରେ ୨୫୧.୮ ଅଙ୍କ ସ୍କୋର କରିଥିଲେ ।ଅଲିମ୍ପିକ୍ସ ରେକର୍ଡ ସହ ୟାଙ୍ଗ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ ।ରୁଷିଆର

ଏସିଏଫ ସୌମ୍ୟ ମୃତ୍ୟୁ ମାମଲା, ବଲାଙ୍ଗୀର ଯିବ ପାରଳାଖେମୁଣ୍ଡି ପୋଲିସ

ଭୁବନେଶ୍ୱର: ଏସିଏଫ ସୌମ୍ୟଙ୍କ ମୃତ୍ୟୁ ମାମଲା ଉପରୁ ପରଦା ହଟୁନି । ପ୍ରତିଦିନ ଆସୁଛି ନୂଆ ନୂଆ ତଥ୍ୟ । ତେବେ ବଲାଙ୍ଗୀରରେ ହୋଇଥିବା ବ୍ୟାଚଲର ପାର୍ଟିରୁ କିଛି ତଥ୍ୟ ମିଳିପାରେ ବୋଲି ପାରଳାଖେମୁଣ୍ଡି ପୋଲିସ ଅନୁମାନ କରିଛି । ପୂର୍ବରୁ ବାଲେଶ୍ୱର ଯାଇ ତଦନ୍ତ କରିଥିବା ବେଳେ ଏବେ

ଟୋକିଓ ଅଲମ୍ପିକ୍‌, ଭାରତକୁ ପ୍ରଥମ ପଦକ ଦେଲେ ମୀରାବାଇ

ଟୋକିଓ: ଟୋକିଓ ଅଲମ୍ପିକରେ ପ୍ରଥମ ଜିତିଛି ଭାରତ । ଭାରୋଉତ୍ତୋଳନରେ ମୀରାବାଇ ଚାନୁ ରୋପ୍ୟ ପଦକ ଜିତିଛନ୍ତି । ଯାହାକି ଭାରତ ଲାଗି ଚଳିତ ଅଲମ୍ପିକର ପ୍ରଥମ ପଦକ । ସେ ୪୯ କେଜିରେ ଜିତିଲେ ରୌପ୍ୟ ପଦକ । ଯାହାକି ଭାରତ କଲାଗି ଏକ ଗର୍ବ ଏବଂ ଗୌରବର ବିଷୟ ପାଲଟିଛି । ସଫଳତା ଲାଗି ଚାନୁଙ୍କୁ

ଆଜି ଦେଶରେ ୫୪୬ କରୋନା ସଂକ୍ରମିତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୪୦ ହଜାରରୁ କମି ଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୬ ଶହରୁ କମ୍ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶନିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୯,୦୯୭