Odia News Portal

ଆସନ୍ତାକାଲି ପ୍ରକାଶ ପାଇବ ସୈନିକ ସ୍କୁଲର ପ୍ରବେଶିକା ପରୀକ୍ଷାର ମେରିଟ୍ ଲିଷ୍ଟ୍‌

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ସୈନିକ ସ୍କୁଲର ପ୍ରବେଶିକା ପରୀକ୍ଷାର ମେରିଟ୍ ଲିଷ୍ଟ୍ । ରାଜଧାନୀସ୍ଥିତ ସୈନିକ୍ ସ୍କୁଲର ଷଷ୍ଠ ଶ୍ରେଣୀରେ ଆଡମିଶନ ପାଇଁ ଅଖିଳ ଭାରତୀୟ ସୈନିକ୍ ସ୍କୁଲ୍ ପ୍ରବେଶିକା ପରୀକ୍ଷା-୨୦୨୧ର ଚୂଡ଼ାନ୍ତ ମେରିଟ୍ ତାଲିକା ଏବଂ ପ୍ରତୀକ୍ଷା ସୂଚୀ ପ୍ରକାଶ ପାଇଛି

ଜାଣନ୍ତୁ ହାଇଦରର କ୍ରାଇମ୍ ଡାଏରୀ, ରିକ୍ସାବାଲାରୁ କେମିତି ବନିଲା ଗ୍ୟାଙ୍ଗଷ୍ଟାର

ଭୁବନେଶ୍ୱର: ରିକ୍ସା ଚାଳକରୁ ହାଇଦର ବନିଛି ଗ୍ୟାଙ୍ଗଷ୍ଟାର । କେନ୍ଦ୍ରାପଡ଼ା ସହରରେ ରହି ପରିବାର ପ୍ରତିପୋଷଣ କରୁଥିଲା ହାଇଦର । ପରେ ସେ ଟ୍ରେକର ମଧ୍ୟ ଚଳାଉଥିଲା । ତେବେ ପରବର୍ତ୍ତୀ ସମୟରେ ଗ୍ୟାଷ୍ଟାର ଟିଟୋ ଓ ସୁଲେମାନ ସହ ମିଶି ଅପରାଧ ଦୁନିଆରେ ପାଦ ଥାପିଥିଲା ହାଇଦର । ଏହାପରେ ସେ ଆଉ

ହାଇଦର ମୃତ

ବାଲେଶ୍ୱର: ଗ୍ୟାଙ୍ଗଷ୍ଟାର ହାଇଦର ମୃତ । ପୋଲିସ ଗୁଳିରେ ହାଇଦରର ମୃତ୍ୟୁ ହୋଇଥିବା ସୂଚନା । ସିମୂଳିଆ ନିକଟରେ ତାକୁ ଏନକାଉଣ୍ଟର କରାଯାଇଥିଲା । ବାରିପଦା ଜେଲକୁ ନିଆଯାଉଥିବା ବେଳେ ସେ ଖସି ଯିବାକୁ ଚେଷ୍ଟା କରୁଥିଲା । ପରିସ୍ରା ବାହାନାରେ ଖସିଯିବାକୁ ଚେଷ୍ଟା କରୁଥିବ ବେଳେ ତାକୁ

ଆପଣ ଜାଣନ୍ତି କି ଭାରତର ଏହି ମନ୍ଦିର ନିର୍ମାଣ କରିବାକୁ ଲାଗିଥିଲା ଶହେ ବର୍ଷ

ମୁମ୍ବାଇ: ଭାରତ ହେଉଛି ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର । ଏଠାରେ ସବୁ ଧର୍ମର ଲୋକେ ରହୁନ୍ତି । ତେବେ ଭାରତ ବର୍ଷରେ ଅନେକ ମନ୍ଦିର ରହିଛି । ଯାହାର ଅନେକ ବିଶେଷତ୍ୱ ରହିଛି । ଭଗବାନ ଓ ମନ୍ଦିରର ସଭିଁଙ୍କ ପାଇଁ ଖୁବ ମହତ୍ତ୍ୱ ରହିଛି। ଭଗବାନଙ୍କୁ ହିଁ ସୃଷ୍ଟିର ସଞ୍ଚାରକ ବୋଲି କୁହାଯାଏ।

ରାଜଧାନୀରୁ ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ରାଜଧାନୀରେ ବଢ଼ୁଛି ନିଶା କାରବାର । କମିଶନରେଟ୍ ପୋଲିସ ଅଧିନରେ ନିଶା କାରବାର ଚାଲିଥିଲେ ସୁଦ୍ଧା ପୋଲିସ ଚୁପ ରହୁଥିବା ଅଭିଯୋଗ ହେଉଛି । ଭୁବନେଶ୍ୱରରେ ଦିନକୁ ଦିନ ଚୋରି, ଡକାୟତି ଓ ନିଶାଦ୍ରବ୍ୟ ଚୋରାଚାଲାଣ ବଢ଼ିବାରେ ଲାଗିଛି । କହିବାକୁ ଗଲେ ଅପରାଧର ପେଣ୍ଠସ୍ଥଳୀ ପାଲଟିଛି

ଗ୍ୟାଙ୍ଗଷ୍ଟାର ହାଇଦରକୁ ଏନକାଉଣ୍ଟର

ଭୁବନେଶ୍ୱର: କେନ୍ଦ୍ରାପଡ଼ାର ଗ୍ୟାଙ୍ଗଷ୍ଟାର ହାଇଦରକୁ ଏନକାଉଣ୍ଟର । ବାରିପଦା ନିକଟରେ ହାଇଦରକୁ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି । ଚୌଦ୍ୱାର ଜେଲରୁ ବାରିପଦା ନେଉଥିବା ବେଳେ ହାଇଦରକୁ ଏନକାଉଣ୍ଟର କରାଯାଇଛି । କିଛିଦିନ ତଳେ ହାଇଦରକୁ ହାଇଦ୍ରାବାଦରୁ ଗିରଫ କରାଯାଇଥିଲା । ଏସିସିବି

ଆଜିଠୁ କମିବ ବର୍ଷା

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟର କେତେକ ଜାଗାରେ ପ୍ରବଳ ବର୍ଷା ହୋଇଛି । ଶୁକ୍ରବାର ମଧ୍ୟ ତୁହାକୁ ତୁହା ବର୍ଷା ହୋଇଛି ବିଭିନ୍ନ ସ୍ଥାନରେ । ଅନୁମାନ କରାଯାଉଛି, ଶନିବାରଠାରୁ ଲଘୁଚାପ ପ୍ରଭାବ କମିବା ସହ ବର୍ଷା ବି କ୍ରମଶଃ ହ୍ରାସ ପାଇବ । ତଥାପି କେତେକ ଜାଗାରେ ଭଲ

ପୂର୍ବତନ ମନ୍ତ୍ରୀ ଗୋଲକ ବିହାରୀ ନାୟକଙ୍କ ଅଧ୍ୟକ୍ଷତାରେ ଗୁରୁ ପୂଜନ ଉତ୍ସବ ପାଳିତ

ଉଦଳା: ଆଜି ହେଉଛି ପବିତ୍ର ଗୁରୁ ପୂର୍ଣ୍ଣିମା । ଗାଁଠୁ ସହର ସବୁଠି ଉତ୍ସବ ମୁଖର । ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଏହି ଗୁରୁ ପୂଜନ ଉତ୍ସବ ପାଳିତ ହୋଇଛି । ପୂର୍ବତନ ମନ୍ତ୍ରୀ ତଥା ଉଦଳାର ପୂର୍ବତନ ବିଧାୟକ ଗୋଲକ ବିହାରୀ ନାୟକଙ୍କ ଅଧ୍ୟକ୍ଷତାରେ ପୂର୍ତ୍ତ ବିଭାଗ ବଙ୍ଗଳାରେ ଏହି

ପ୍ରକାଶ ପାଇଲା ଆଇସିଏସଇ ରେଜଲ୍ଟ

ନୂଆଦିଲ୍ଲୀ: ଆଇସିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । results.cisce.org ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେଉଛି । ଓଡିଶାରେ ଦଶମରେ ୯୯.୯୮ ପ୍ରତିଶତ, ଦ୍ୱାଦଶରେ ୯୯.୮୩ ପ୍ରତିଶତ ପାସ୍ ହୋଇଛନ୍ତି । କରୋନା ପାଇଁ ଏ ବର୍ଷ ପରୀକ୍ଷା ହୋଇନଥିଲା । ଦେଶରେ କୋଭିଡ଼ ଦ୍ବିତୀୟ

ସରକାରଙ୍କୁ ଅଡୁଆ ହେଲାଣି ରାଜ୍ୟ ରାଜଧାନୀ, କରୋନା-ଡେଙ୍ଗୁ-ସାଇକେଲ-ଜଳବନ୍ଦୀ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କୁ ଅଡୁଆ ହେଲାଣି ରାଜ୍ୟ ରାଜଧାନୀ । କରୋନାର କହର ହେଉ କିମ୍ବା ଡେଙ୍ଗୁ ସଂକ୍ରମଣ ଅଥବା ବାଟବଣା ସାଇକେଲ ଯୋଜନା, ରାଜଧାନୀରେ ଅଧିକାଂଶ ସମସ୍ୟା ବେକାକୁ ହେଉଥିବାରୁ ବିରୋଧିଦଳ ସରକାରଙ୍କୁ ଘେରିବାକୁ ସୁଯୋଗ ପାଇଯାଉଛନ୍ତି । ଏହା ଫଳରେ ସରକାରଙ୍କ ବହୁ ସଫଳତା