Odia News Portal

ରିଲିଫ ପାଇଁ ଆସିଥିବା ଚୁଡା ଓ ଗୋଖାଦ୍ୟ ଲୁଚାଇ ରଖିଥିଲେ ସରପଞ୍ଚ

ବାସୁଦେବପୁର: ରିଲିଫ ଲୁଚେଇ ରଖିଥିଲେ ବିଜେଡି ସରପଂଚ । ଆଉ ଚାରିଆଡୁ ଚାପ ପଡିବା ପରେ ସ୍ୱାମୀଙ୍କ ହାତରେ ପଠାଇଥିଲେ ବାଂଟିବାକୁ । ହେଲେ ବାତ୍ୟାର ୨୧ ଦିନରେ ତାଟିଆଏ ଗମୁରା ଚୁଡା ନନେଇ ଫିଙ୍ଗି ଦେଇଥିଲେ ଲୋକେ । ଏମିତିକି ସରପଂଚଙ୍କ ସ୍ୱାମୀଙ୍କ ସହ ଗାଁ ଲୋକଙ୍କ ହୋ-ହାଲାର ଏକ୍ସକଲ୍ୟସିଭ

ନାବାଳିକା ଓ ବିବାହିତ ପୁରଷଙ୍କ ମଧ୍ୟରେ ଚାଲିଥିଲା ପ୍ରେମ, ପ୍ରେମିକାକୁ ଦେଖା କରିବାକୁ ଯାଇ ବନ୍ଧା ହେଲା ପ୍ରେମିକ

ବାଲେଶ୍ୱର: ମହଙ୍ଗା ପଡ଼ିଲା ଚୋରା ପିରତି । ପ୍ରେମିକାକୁ ଦେଖା କରିବାକୁ ଯାଇ ବନ୍ଧାହେଲା ପ୍ରେମିକ । ବାଲେଶ୍ୱର ଜିଲ୍ଲା ମୁଗୁନିପୁର ଅଞ୍ଚଳରୁ ଆସିଛି ଏଭଳି ଖବର । ପ୍ରେମିକ ବାବୁ ମଲ୍ଲିକକୁ ଗାଁ ଲୋକେ ବାନ୍ଧି ରଖିଥିବା ଦେଖିବାକୁ ମିଳିଛି । ବନ୍ଧା ହୋଇଥିବା ବାବୁର ଘର ପଥରପେଣ୍ଠ ପଞ୍ଚାୟତ

ଜେଲରୁ ମୁକୁଳିବେ ଅଭୟ ପାଠକ

ଭୁବନେଶ୍ୱର: ଠକେଇ ମାମଲାରେ ଜେଲରେ ଥିବା ଆଇଏଫଏସ ଅଭୟ ପାଠକଙ୍କୁ ମିଳିଛି ଜାମିନ୍ । ୨ ଲକ୍ଷ ଟଙ୍କା ଓ ଦୁଇଜଣ ଜାମିନଦାର ବଳରେ ଜାମିନ ଦେଇଛି ହାଇକୋର୍ଟ । ବୈଦ୍ୟନାଥପୁର ଥାନା ମାମଲାରେ ମିଳିଛି ଜାମିନ୍ । ୩ଟି ଥାନାରେ ହୋଇଥିବା ମାମଲା ମଧ୍ୟରୁ ପୂର୍ବରୁ ୨ଟି ମାମଲାରେ ଜାମିନ ମିଳିଥିବା

ରାହା ଖୋଜୁଛନ୍ତି ୪ ଅନାଥ ଭାଇ ଭଉଣୀ

କାର୍ଲିମେଳା: ଚାରି ବର୍ଷ ତଳେ ମାଆ ଆର ପାରିକୁ ଚାଲିଗଲେ । ଆଉ ଠିକ୍ ଏହାର ବର୍ଷ ପରେ ବାପା ମାନସିକ ବିକାରଗସ୍ତହୋଇ କୁଆଡେ ଚାଲିଗଲେ ତାହାର କୌଣସି ଖୋଜ ଖବର ନାହି । ହେଲେ ଘରେ ରହିଗଲେ କେବଳ ୪ ଜଣ ଅନାଥ ଶିଶୁ ଯେଉଁ ମାନେ ଗତ ତିନି ବର୍ଷ ଧରି ଆଶ୍ରମ ସ୍କୁଲରେ ରହି ପାଠ ପଢୁଥିଲେ । ହେଲେ

ସେପ୍ଟେମ୍ବରରେ ଆସିବ କୋଭାଭାକ୍ସ

ଭୁବନେଶ୍ୱର: ସେପ୍ଟେମ୍ବର ସୁଦ୍ଧା ଭାରତରେ ମିଳିବ କେରାନା ଟିକା କୋଭାଭାକ୍ସ । ସେପ୍ଟେମ୍ବରରେ ଉପଲବ୍ଧ ନେଇ ଆଶା ପ୍ରକାଶ କରିଛି ଭାରତର ଟିକା ଉତ୍ପାଦନ କେନ୍ଦ୍ର ସେରମ । ଆମେରିକାର ନୋଭାଭାକ୍ସ ଦ୍ୱାରା ପ୍ରସ୍ତୁତ ଟିକା ହେଉଛି କୋଭାଭାକ୍ସ । ଯାହାର ଚାହିଦା ଅଧିକ ରହିଛି । ବିଶ୍ୱରେ ଏହି

କରୋନା ନେଇ ଓଡ଼ିଶା ପୋଲିସର ସୂଚନା

ଭୁବନେଶ୍ୱର: କରୋନା କଟକଣାକୁ ନେଇ ପୋଲିସ ଡିଜିଙ୍କ ସୂଚନା । ଡିଜି କହିଛନ୍ତି କି, ଏବେ କରୋନାର ପ୍ରକୋପ ପୁରା କମିନାହିଁ । ଏଣୁ ସତର୍କ ରହିବାକୁ କୁହାଯାଇଛି । ଆମାନିଆଙ୍କ ଉପରେ ନଜର ରଖିଛି ପୋଲିସ । ଏପ୍ରିଲ ୫ରୁ ଏଯାବତ ୧ହଜାର ୪୮୬ ଜଣଙ୍କୁ ପୋଲିସ ଗିରଫ କରିଛି । ଯେଉଁମାନେ କଟକଣା ମାନି

କରୋନାର ଦ୍ୱିତୀୟ ଲହରରେ ୨ ଲକ୍ଷ କୋଟି କ୍ଷତି ହୋଇଛି: ଆରବିଆଇ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରରେ ଦେଶରେ ଅନେକ କ୍ଷତି ହୋଇଛି । ଅନେକଙ୍କ ଜୀବନ ଯାଇଥିବାବେଳେ ବହୁ ଲୋକ ଜୀବିକା ମଧ୍ୟ ହରାଇଛନ୍ତି । ତେବେ ଦେଶର ଅର୍ଥନୀତି ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥିବା କୁହାଯାଉଛି । କରୋନାର ଦ୍ୱିତୀୟ ଲହର ଯୋଗୁଁ ଚଳିତ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତିରେ ଦୁଇ

ସରଳ ଦୟାବେନଙ୍କ ବୋଲ୍ଡ ଭିଡ଼ିଓ ଭାଇରାଲ

ମୁମ୍ବାଇ: ସୋନି ସବରେ ପ୍ରସାରିତ ହେଉଥିବା କମେଡ଼ି ସିରିଏଲ ଉଲଟା ଚଷମାର ଦୟାବେନଙ୍କ ସରଳ ପଣିଆଁ ସମସ୍ତଙ୍କ ବେଶ ଭଲ ଭାବରେ ଜଣା । ସିରିଏଲରେ ବେଶ ସରଳ ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ଏହି ଅଭିନେତ୍ରୀ । ତେବେ କିଛିଦିନ ହେବ ଏହି ସିରିଏଲରେ ନଜର ଆସୁ ନଥିବା ଦୟାବେନଙ୍କୁ ର୍ଦାକେ

ଦୀପଗ୍ରେସଙ୍କୁ ଅଲମ୍ପିକ ଟିକେଟ୍‌

ଭୁବନେଶ୍ୱର: ଟୋକିଓ ଅଲମ୍ପିକ ଲାଗି ଓଡ଼ିଆ ଝିଅ ଦୀପଗ୍ରେସ ଏକ୍କାଙ୍କୁ ଟିକଟେ ମିଳିଛି । ଆଜି ଏହି ଗସ୍ତ ଲାଗି ୧୬ ଜଣିଆଁ ଟିମ୍ ଘୋଷଣା ହୋଇଛି । ଦଳରେ ଏକମାତ୍ର ଓଡ଼ିଆ ଝିଅ ଭାବେ ଦୀପଗ୍ରେସ୍‌ଙ୍କୁ ଟିକେଟ୍ ମିଳିଛି । ପୂବରୁ ରିଓ ଅଲମ୍ପିକରେ ମଧ୍ୟ ତାଙ୍କୁ ଦଳରେ ସ୍ଥାନ ମିଳିଥିଲା । ତେବେ ସେ

ଓଲଟିଲା ପରିବା ବୋଝେଇ ଟ୍ରକ, ଲୋକେ ବୋହିନେଲେ ପରିବା

ଭୁବନେଶ୍ୱର: ବିଚ୍ ରାସ୍ତାରେ ଓଲଟି ପଡ଼ିଲା ପରିବା ବୋଝେଇ ଟ୍ରକ । ଲୋକେ ସହଯୋଗ କଣ କରିବେ ଓଲଟି ପରିବା ବୋହିନେଲେ । କିଏ ବ୍ୟାଗରେ ଲୋଡ଼ କରି ବୋହିନେଲା ତ ଆଉ କିଏ ବସ୍ତାରେ ଲୋଡ଼ କରି ବୋହିଲା । କରୋନା ଗାଇଡ଼ ଲାଇନକୁ ଲୋକେ ଏକ ପ୍ରକାର ଫୁ କରି ଦେଇଥିଲେ । କେହି ବି ମାସ୍କ ପିନ୍ଧି ନଥିଲେ କି