Odia News Portal

କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଗୁରୁତର

ଭୁବନେଶ୍ୱର: ଓଡ଼ିଶାର ଘରେ ଘରେ ପରିଚିତ ସୁନାମଧନ୍ୟ କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର । ଲିଭର ଶିରୋସିଶ ସହ ହାର୍ଟ ଓ କିଡନୀ ଜନିତ ସମସ୍ୟାରେ ପିଡିତ ହୋଇଛନ୍ତି । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ସେ ଆଇସିୟୁରେ ଥିବା ନେଇ

କରୁଣାକରଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ଜଣାଶୁଣା ସାମ୍ବାଦିକ କରୁଣାକର ସାହୁଙ୍କ ପରଲୋକ ପରେ ତାଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନୁପମ ଭାରତରେ କାର୍ଯ୍ୟରତ ଥିବା କରୁଣାକରଙ୍କ କରୋନାରେ ମୃତ୍ୟୁ ହୋଇଥିଲା । ତାଙ୍କ ଶୋକସନ୍ତପ

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୭ ହଜାର ୫୬୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ଛଡ଼ା ୫୬ ହଜାର ୯୯୪ ଜଣ ସୁସ୍ଥ ହୋଇଥିବାବେଳେ ୯୦୭ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି । ୩୭ ହଜାର ୫୬୬ ଜଣ ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ କରୋନା ସଂକ୍ରମିତଙ୍କ

ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୬୪୦ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତକାଲି ଦୈନିକ କରୋନା ସଂକ୍ରମଣରେ ହ୍ରାସ ପରିଲକ୍ଷିତ ହୋଇଛି । ୨୪ ଘଣ୍ଟା ମଧ୍ୟରେ ୨୬୪୦ ଜଣ ନୂଆ କରୋସଂ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୫୧୭ ଓ ସ୍ଥାନୀୟ ସଂକ୍ରମିତ ୧୧୨୩ ଜଣ ରହିଛନ୍ତି । ଅନୁଗୁଳ ଜିଲାରୁ ୮୯ ଜଣ ନୂଆ ସଂକ୍ରମିତ

କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍‌, ଆଜି ୪୦ ମୁଣ୍ଡନେଲା ମହାମାରୀ

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ହାର କମିବାକୁ ଲାଗୁଥିଲେ ସୁଦ୍ଧା ମୃତ୍ୟୁରେ ଲାଗୁନି ବ୍ରେକ । ଗତ ୨୪ ଘଣ୍ଟାରେ ୪୦ ମୁଣ୍ଡନେଲା ମହାମାରୀ । ଗତ ୨୪ ଘଣ୍ଟା ଭିତରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ କେବଳ ଭୁବନେଶ୍ୱରରୁ ୫ ଜଣ ଥିବା

ଓଡ଼ିଶାରେ ଉପବବ୍ଧ ସ୍ପୁଟିନିକ୍‌-ଭି ଟିକା

ଭୁବନେଶ୍ୱର: କରୋନା ବିରୋଧରେ ସାରା ବିଶ୍ୱରେ ଚାଲିଛି ଲଢ଼େଇ । ତେବେ ଲୋକେ ଟିକାକୁ ମୁଖ୍ୟ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି । ଭାରତରେ କୋଭାକ୍ସିନ ଓ କୋଭିସିଲ୍ଡ ଟିକା ଦିଆଯାଉଛି । ଦୁଇଟି ଡୋଜ ଲେଖାଏଁ ଟିକା ଦିଆଯାଉଛି । ତେବେ ଓଡ଼ିଶାରେ ଉପଲବ୍ଧ ହେଉଛି ଋଷିଆ ଟିକା ସ୍ପୁଟିନିକ୍‌-ଭି ।

ତାରିଣୀ ବସ୍ତ୍ରାଳୟ ସିଲ୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ପ୍ରସିଦ୍ଧ ଲୁଗା ଦୋକାନ ମା ତାରିଣୀ ବସ୍ତ୍ରାଳୟ ସିଲ କରିଛି ବିଏସି । ଏହି ଦୋକାନକୁ ୭୫ ହଜାର ଟଙ୍କାର ଫାଇନ କରିଛି ବିଏମସି । ସେପଟେ ଏଠାକୁ ଆସିଥିବା ଗ୍ରାହାକଙ୍କୁ ୫ହଜାର ଟଙ୍କା ଲେଖାଏଁ ମଧ୍ୟ ଫାଇନ କରାଯାଇଛି । ତେବେ ୫ଜଣ ଗ୍ରାହାକଙ୍କଠାରୁ ୨୫ ହଜାର

ମିଥୁନ ଚକ୍ରବର୍ତ୍ତୀଙ୍କ ଉପରେ କୋଲାକାତା ପୋଲିସର କାର୍ଯ୍ୟାନୁଷ୍ଠାନ ପରେ ଟିଏମସି ଉପରେ ବର୍ଷିଲେ ବାବୁଲ ସୁପ୍ରିଓ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ବେଳେ ମିଥୁନ ଚକ୍ରବର୍ତ୍ତୀ ସଂଳାପକୁ ନେଇ ଆକ୍ସନ ନେଇଚି କୋଲକାତା ପୋଲିସ । ତାଙ୍କୁ ହାଜର ହେବା ଲାଗି ସମନ ଜାରି କରିଛି । ଯାହାକୁ ନେଇ ବର୍ଷିଛନ୍ତି ବିଜେପି ସାଂସଦ ବାବୁଲ ସୁପ୍ରିଓ । ସେ କହିଛନ୍ତି କି, ଟିଏମସି ଆକ୍ରୋଶ ଭାବେ ତାଙ୍କ ଉପରେ ଏଭଳି

ଶାହାରୁଖ ଖାନଙ୍କ ଝିଅ ସୁହାନାଙ୍କ ଏହି ପୋଷ୍ଟ ବେଶ ଭାଇରାଲ ହେବାରେ ଲାଗିଛି

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ ସୋସିଆଲ ମିଡିଆରେ ବେଶ ସକ୍ରିୟ ଅଟନ୍ତି । ସୁହାନା ଏକ ସୁନ୍ଦର ଫଟୋ ନିଜର ସୋସିଆଲ ମିଡିଆ ସାଇଟରେ ଅପଲୋଡ କରିଛନ୍ତି । ଯେଉଁଥିରେ ସେ ନିଜକୁ କ୍ୟାଟ ଲେଡି ବୋଲି ଲେଖିଛନ୍ତି । ତେବେ ତାଙ୍କର ଏହି ପୋଷ୍ଟଟିକୁ ୟୁଜର୍ସମାନେ ବେଶ

ଟ୍ୱିଟରରେ ପ୍ରଦର୍ଶିତ ଭାରତ ମାନଚିତ୍ରରେ ନାହିଁ ଜମ୍ମୁ-କାଶ୍ମୀର ଓ ଲଦାଖ

ନୂଆଦିଲ୍ଲୀ: ଟ୍ୱିଟର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ କିଛଦିନ ହେବ ଲାଗି ରହିଛି କନ୍ଦଳ । ଏବେ ଟ୍ୱିଟରରେ ପ୍ରଦର୍ଶିତ ମାନନ୍ତ୍ରରେ ଜମ୍ମୁ-କାଶ୍ମୀର ଓ ଲଦାଖ ନଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ୟୁଜର୍ସମାନେ ବିଭିନ୍ନ କମେଣ୍ଟ ଦେବା ଆରମ୍ଭ କରି ଦେଇଛନ୍ତି । ତେବେ ଟ୍ୱିଟରର ଏଭଳି