Odia News Portal

ଖୋଲିବ ସ୍ପା ଏବଂ ଜିମ୍‌

ଭୁବନେଶ୍ୱର: ରାଜ୍ୟରେ ସ୍ପା ଏବଂ ଜିମ୍ ଖୋଲାଯିବା ନେଇ ମୁଖ୍ୟ ଶାସନ ସଚିବଙ୍କ ସୂଚନା । ତେବେ କୋଭିଡ୍ କଟକଣାକୁ ମାନି ଖୋଲିବା ନେଇ ସୂଚନା ଦିଆଯାଇଛି । ଯେଉଁମାନେ ଏହାକୁ ନମାନିବେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଆଉଟ ଡୋର ଏବଂ ଇନଡୋର ସୁଟିଂ ଲାଗି ଅନୁମତି

ଖୋଲିଲାନି ଲକଡାଉନ୍‌

ଭୁବନେଶ୍ୱର: ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରୁଛନ୍ତି ମୁଖ୍ୟ ଶାସନ ସଚିବ । ନୂଆ ଗାଇଡ୍ ଲାଇନ ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ ରାଜ୍ୟରେ ପୁଣିଥରେ ଲାଗି ରହିବ କରୋନା କଟକଣା । ଆଂଶିକ ଲକଡାଉନ ଲାଗି ରହିବ । ଆସନ୍ତା ଅଗଷ୍ଟ ୧ ତାରିଖ ଯାଏଁ ଲକଡାଉନ କଣ୍ଟିନୁୟ ଚାଲୁ ରହିବ । ପୂର୍ବଭଳି

ଜାଣନ୍ତୁ ପନ୍ଥଙ୍କୁ କରୋନା ହେଲା କାହିଁକି

ନୂଆଦିଲ୍ଲୀ: ଜୁନ୍ ୨୩ରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲରେ ପରାଜୟ ପରେ ସମସ୍ତ ଭାରତୀୟ ଖେଳାଳିଙ୍କୁ ୩ ସପ୍ତାହର ଛୁଟ ିମିଳିଥିଲା । ଏହି ସୟରେ ଖେଳାଳିମାନେ ସେମାନଙ୍କ ପରିବାର ସହିତ ଇଂଲଣ୍ଡର ବିଭିନ ୍ନସହରରେ ବୁଲୁଥିବାର ଦେଖିବାକୁ ମିଳିଥିଲା । ଋଷଭ ପନ୍ତ ମଧ୍ୟ ଏହିସମୟରେ ୟୁରୋକପ୍

୨ କେଜି ସୁନା ଜବତ

କଟକ: କଟକ ମାଲଗୋଦାମ ଅଂଚଳରୁ ୨ କେଜି ସୁନା ଜବତ କରିଛି କମିଶନରେଟ ପୋଲିସ । ପଂଜାବରୁ ସୁନା ଆଣି ଜିଏସଟି ଫାଙ୍କି ବିକ୍ରି କରିବା ସମୟରେ ଧରାପଡିଥିବା ସୂଚନା ମିଳିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି । ତେବେ ଏହି ଘଟଣାରେ କାହାକୁ ଗିରଫ କରାଯାଇନି ।

ଭୁବନେଶ୍ୱର ଏମ୍ସରେ ଇକମୋ ମେସିନର ଉଦଘାଟନ

ଭୁବନେଶ୍ୱର: ଘଟିଲା ବହୁ ପ୍ରତିକ୍ଷାର ଅନ୍ତ । ଏମ୍ସର ନବମ ପ୍ରତିଷ୍ଠା ଦିବସରେ ଅତି ଗୁରୁତର କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ସ୍ଥାପନ ହୋଇଥିବା ଇକମୋ ମେସିନ ଉଦଘାଟିତ ହୋଇଛି । ଭୁବନେଶ୍ୱର ଏମସର ଅଧୀକ୍ଷକ ପ୍ରଫେସର ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ଏହି ମେସିନ ଉଦଘାଟନ କରିଛନ୍ତି । ଆସନ୍ତା

ପୁଣି ଜମ୍ମୁ ବାୟୂସେନା ସ୍ଥଳରେ ଉଡ଼ିଲା ଡ୍ରୋନ୍‌

ଶ୍ରୀନଗର: ଏଠାରେ ଥିବା ଭାରତୀୟ ବାୟୁସେନା ସ୍ଥଳ ଉପରେ ପୁନର୍ବାର ଏକ ଡ୍ରୋନକୁ ଠାବ କରାଯାଇଛି। ବୁଧବାର ରାତିରେ ଏହି ଡ୍ରୋନ ଉଡୁଥିବାବେଳେ ତାକୁ ନିରାପତ୍ତା ବାହିନୀ ଠାବ କରିଥିଲେ। ସୂଚନାଯୋଗ୍ୟ ଯେ ଏହି ବାୟୁସେନା ସ୍ଥଳ ଉପରେ ଜୁନ୍ ୨୭ ତାରିଖରେ ଡ୍ରୋନରୁ ଆକ୍ରମଣ କରାଯିବାର ମାତ୍ର ତିନି

ଆଡପ ମଣ୍ଡପରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ: ଆଡପ ମଣ୍ଡପରେ ଚାଲିଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀତିକାନ୍ତି। ଆଜି ଆଷାଢ ଶୁକ୍ଳ ପଞ୍ଚମୀ ମାସନ୍ତ ତିଥି ଥିବାରୁ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ରୀତିନୀତି ଅନୁଯାୟୀ ଦ୍ୱିତୀୟ ଭୋଗ ମଣ୍ଡପରେ ଭୋଗ ସମ୍ପନ୍ନ ହେବା ପରେ ଶ୍ରୀଜିଉଙ୍କ ବନକଲାଗି ବା ଶ୍ରୀମୁଖ ସିଂହାର ନୀତି

ପଞ୍ଚାୟତ ନିର୍ବାଚନ ପାଇଁ ବିରୋଧିଦଳଙ୍କ ବିଗୁଲ ଫୁଙ୍କା

ଭୁବନେଶ୍ୱର : ରାଜ୍ୟରେ ପଞ୍ଚାୟତ ର୍ନିବାଚନ ପାଖେଇ ଆସୁଥିବାବେଳେ ରାଜ୍ୟର ଦୁଇ ବିରୋଧିଦଳ ଏବେଠାରୁ ବିଗୁଲ ବଜାଇଲେଣି । କଂଗ୍ରେସ ପେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସ ସାରା ରାଜ୍ୟରେ ଆନ୍ଦୋଳନ ଚଳାଇଥିବାବେଳେ ବିଜେପି ବିଦ୍ୟୁତ୍ ଦରବୃଦ୍ଧି ଓ ଆବାସ

ଋଷଭ ପନ୍ଥ କରୋନା ପଜିଟିଭ୍‌

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ଥ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଇଂଲଣ୍ଡ ଗସ୍ତରେ ଥିବା ପନ୍ଥ ପଜିଟିଭ୍ ଚିହ୍ନଟ ହୋଇଥିବା ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ତାଙ୍କ ନିକଟରେ କରୋନାର ସାମାନ୍ୟ ଲକ୍ଷଣ ରହିଥିବା ସୂଚନା ମିଳିଛି । ଥଣ୍ଡା ଏବଂ କାଶ

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ସ୍ତର ଦୁଇ ଦିନ ସାମାନ୍ୟ ହ୍ରାସ ପାଇବା ପରେ ଗତକାଲି ସେଥିରେ ପୁଣି ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୧,୮୦୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବଦିନ ୩୮,୭୯୨ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏଥିସହିତ ଗୋଟିଏ ଦିନରେ ୩୯,୧୩୦