ଶହେ ଟଙ୍କା ଲାଗି ସମ୍ବଲପୁର ବିଶ୍ୱବିଦ୍ୟାୟର ପୂର୍ବତନ କୁଳପତିଙ୍କୁ ହତ୍ୟା
ଝାରସୁଗୁଡ଼ା: ମାତ୍ର ଶହେ ଟଙ୍କା ଲାଗି ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ହତ୍ୟା କଲା ଦୁର୍ବୁତ୍ତ । ମୃତକଙ୍କ ଭାଇଙ୍କ କହିବା ହେଲା ସାହିର ଜଣେ ବ୍ୟକ୍ତି ହଠାତ୍ ଘର ଭିତରକୁ ପଶିଆସି ଡକ୍ଟର ଧୃବରାଜ ନାଏକଙ୍କ ସ୍ତ୍ରୀ ଓ ଝିଅଙ୍କୁ ଶହେ ଟଙ୍କା ମାଗିଥିଲା । ସେମାନେ ପଇସା!-->…
