Odia News Portal

କରୋନା କଟକଣାକୁ ଭୁଲି ଧୁମ୍ ନାଚିଲେ ପୋଲିସ ବାବୁ

ରାଉରକେଲା: ମୋର ସାଦି କରାଇ ଦେରେ, ମୋର ଟୋଡ଼ି ବନାଇ ଦେ । ଏହି ଗୀତ ବାଜୁଛି । ଆଉ ପୋଲିସ ବାବୁ ଧୁମ ନାଚୁଛନ୍ତି । ତେବେ ପୋଲିସ ବାବୁ ନାଚିବା କିଛି ଅସୁବିଧା ନାହିଁ । ବ୍ୟକ୍ତିିଗତ ଜୀବନ କଥା । ମାତ୍ର ଆଇନର ପାଠ ପଢ଼ାଉଥିବା ପୋଲିସ ବାବୁ କରୋନା କଟକଣାକୁ ଫୁ କରି ଦେଇଥିବା ଏହେବ ଚର୍ଚ୍ଚାର

ଛାମୁଆ ନେତାଙ୍କୁ ସଂଗଠନ ଦାୟିତ୍ୱ ଦେଇ ମନ୍ତ୍ରୀମଣ୍ଡଳ ଅଦଳବଦଳର ଆଭାସ ଦେଲେ ନବୀନ

ଭୁବନେଶ୍ୱର: ଶିବିର ସଜାଡିଲା ବିଜେଡି । ଛାମୁଆ ନେତାଙ୍କୁ ସଂଗଠନ ଦାୟିତ୍ୱ ଦେଇ ମନ୍ତ୍ରୀମଣ୍ଡଳ ଅଦଳବଦଳର ଆଭାସ ଦେଲେ ନବୀନ । ଗୋଟିଏ ଦିନରେ ୨୬ ଜଣ ନେତାଙ୍କୁ ୩୦ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଥିବା ବେଳେ ୬ ବରିଷ୍ଠ ନେତାଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତି ମିଳିଛି ।

ବିବାହିତା ମହିଳାଙ୍କୁ ଅଶୋଭନୀୟ ବ୍ୟବହାର କରିଥିବା ଅଭିଯୋଗରେ ଯୁବକ ଗିରଫ

ଗଜପତି: ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ରାଇପଙ୍କା ପଞ୍ଚାୟତର ଗୁଡୁରିପଙ୍କା ଗ୍ରାମର ହେମନ୍ତ ବେହେରା(୪୦) ଗ୍ରାମରେ ଜଣେ ବିବାହିତ ମହିଳା ଗାଧେଇବାକୁ ଯାଉଥିବାବାବେଳେ ତାଙ୍କୁ ଏକୁଟିଆ ଦେଖି ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କରିଥିଲେ। ଯାହାଫଳରେ ମହିଳା ଜଣକ ନିଜ ସ୍ୱାମୀଙ୍କୁ ଏ

ପଢ଼ନ୍ତୁ ଆଜି ଦେଶରେ କଣ ରହିଛି କରୋନା ଅପଡେଟ୍‌…

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୫୦ ହଜାରରୁ କିଛି ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୧.୨ ହଜାରରୁ ସାମାନ୍ୟ ଅଧିକ ଥିବା ରେକର୍ଡ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର

ଆଜି ରାଜ୍ୟରେ ୩୪୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୪୦୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୯୪୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୪୬୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୮୨ ଜଣ ଓ କଟକରୁ ୫୫୩

ନୂଆପଡ଼ାରେ ନିର୍ମାଣ ହେବ ପବ୍ଲିକ ପ୍ଲାଜା

ନୂଆପଡ଼ା: ଜିଲ୍ଲାରେ ନିର୍ମାଣ ହେବ ପବ୍ଲିକ ପ୍ଲାଜା । ତେଲପଡ଼ା ଶିବମନ୍ଦିର ପାଖରେ ଥିବା ପୋଖରୀର ହେବ ସୌନ୍ଦର୍ଯ୍ୟ କରଣ । ସ୍ଥାନୀୟ ସହରର ପାରମ୍ପାରିକ ଜଳ ଉତ୍ସର ଉନ୍ନତୀକରଣ କରିବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍ଥାନୀୟ ତେଲିପଡା

ପଶ୍ଚିମବଙ୍ଗ ସରକାରଙ୍କ ବଡ଼ ଘୋଷଣା, ଉଚ୍ଚଶିକ୍ଷା ଲାଗି ଛାତ୍ର ଛାତ୍ରୀଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ

କୋଲକାତା: ପ୍ରତିଶ୍ରୃତି ରଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନିର୍ବାଚନ ବେଳେ ଛାତ୍ର ଛାତ୍ରୀଙ୍କୁ ଦେଇଥିବା ପ୍ରତିଶ୍ରୃତି ରକ୍ଷା କରିଛନ୍ତି । ପଶ୍ଚିମବଙ୍ଗ କ୍ୟାବିନେଟ୍ ଗୁରୁବାର ଦିନ ଷ୍ଟୁଡେଣ୍ଟ କ୍ରେଡିଟ୍ କାର୍ଡ ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି

ବନ୍ଧାହେଲେ ରସିକିଆ ମାଷ୍ଟର, ଟ୍ୟୁସନ ଡାକି ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ ଅଧ୍ୟାପକ

ବାଲେଶ୍ୱର: ପୁଣି ଲାଗିଲା ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କର ଛିଟା । ଅନ୍ଧାରରୁ ଆଲୋକ ଦେଖାଉଥିବା ଗୁରୁ ଅନ୍ଧାରରେ କରୁଥିବା କଳାକାରନାମା ପଦାରେ ପଡ଼ିଯାଇଛି । ଟ୍ୟୁସନ କରାଇବା ବାହାନାରେ ଛାତ୍ରୀଙ୍କୁ ଘରକୁ ଡାକି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଛାତ୍ରୀଙ୍କ ଭିଡ଼ିଓ ଭାଇରାଲ ହେବା ପରେ

ଜୁଲାଇ ୧ ତାରିଖ ଯାଏଁ ରାଜ୍ୟରେ ଲାଗୁ ହେବ ନାହିଁ ନୂଆ ପରିବହନ ଆଇନ

ଭୁବନେଶ୍ୱର: ରାଜ୍ୟ ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା । ଆସନ୍ତା ଜୁଲାଇ ୧ ତାରିଖ ଯାଏଁ ରାଜ୍ୟରେ କୌଣସି ନୂଆ ପରିବହନ ନିୟମ ଲାଗୁ ହେବ ନାହିଁ । ରାଜ୍ୟରେ ଏବେ ଲକ୍ଡାଉନ୍ ଓ ସଟଡାଉନ୍ କଟକଣା ରହିଛି । ଏହା ସହିତ ଏବେ ରାଜ୍ୟରେ ନୂଆ ପରିବହନ ଆଇନ୍ ମଧ୍ୟ କୋହଳ କରାଯାଉଛି । ଜୁଲାଇ ୧ ତାରିଖ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବ ଦାସ

ଭୁବନେଶ୍ୱର: ସରକାରୀ ଓ ଘରୋଇ ହସ୍ପିଟାଲ ଟିକା ଅନୁପାତ ପରିବର୍ତନ ପାଇଁ ଦାବି କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି ଦାବି କରିଛନ୍ତି ମନ୍ତ୍ରୀ ନବ ଦାସ । କେନ୍ଦ୍ର ସରକାର ଘରୋଇ ହସ୍ପିଟାଲକୁ ୨୫ ପ୍ରତିଶତ ଟିକା ଦେବାକୁ କହିଛନ୍ତି । ରାଜ୍ୟରେ ଘରୋଇ