Odia News Portal

ଅଭଦ୍ରାମୀ କରି ଜରିମାନା ଦେଲେ ଇକବାଲ

ଦୁବାଇ : ବାଂଲାଦେଶର ଅଧିନାୟକ ତମିମ ଇକବାଲ ଶ୍ରୀଲଙ୍କା ବିପକ୍ଷରେ ଢାକାରେ ଖେଳା ଯାଇଥିବା ବିଶ୍ଵ କପ୍‌ ସୁପର ଲିଗ୍‌ ସିରିଜ୍‌ର ତୃତୀୟ ମ୍ୟାଚ୍‌ରେ ଆଶାଳୀନ ବ୍ୟବହାର କରିଛନ୍ତି। ତାଙ୍କର ଏହି ଅଭଦ୍ରାମୀ ପାଇଁ ଜରିମାନା ଭାବେ ମ୍ୟାଚ୍‌ ଫିର ୧୫ ପ୍ରତିଶତ କଟାଯାଇଛି। ଏହି ଘଟଣା ଶୁକ୍ରବାର

ଦିଲ୍ଲୀରେ ଲକଡାଉନ ଆଉ ସପ୍ତାହେ ବୃଦ୍ଧି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଲାଗୁ ଲକଡାଉନକୁ ଆଉ ସପ୍ତାହେ ବୃଦ୍ଧି କରାଯାଇଛି। କେଜ୍ରିୱାଲ ସରକାର ଜୁନ୍‌ ୭ ଯାଏ ଏହାକୁ ବୃଦ୍ଧି କରିଛନ୍ତି।ପୂର୍ବରୁ ଲାଗିଥିବା ଲକଡାଉନ ସୋମବାର ଶେଷ ହେବାର ଥିଲା। ପୂର୍ବଭଳି ଲକଡାଉନ ବେଳେ ଜରୁରୀ ସେବା ଓ କାର୍ଯ୍ୟକଳାପ ଜାରି ରହିବ। ଏହାବାଦ୍

ପୁଣି ବଢ଼ିବ କଟକଣା!

ଭୁବନେଶ୍ୱର : ଆସନ୍ତା ଜୁନ ପହିଲାରେ ରାଜ୍ୟରେ ଜାରି ରହିଥିବା ଲକଡାଉନର ଅବଧି ଶେଷ ହେଉଛି  । ଏହା ପରେ ସରକାର ପୁଣି ଥରେ ଲକଡାଉନ ଅବଧିକୁ ବଢେଇବେ କିମ୍ବା ଅନଲକ୍ ଅ ।ରମ୍ଭ କରିବେ ତାହାକୁ ନେଇ ସବୁଅ ।ଡ଼େ ଚର୍ଚ୍ଚା ଅ ।ରମ୍ଭ ହୋଇଛି  ।ରାଜ୍ୟରେ ସଂକ୍ରମଣ ପିକ କ୍ରସ କରିସାରିଲାଣି ସଂକ୍ରମଣ

ଲୁଣା ବନ୍ଧ ରୋକିବ ସମୁଦ୍ର ଜୁଆର

ଭୁବନେଶ୍ୱର : ସମୁଦ୍ର ଜୁଅ ।ରକୁ ରୋକିବା ଲାଗି ୬ରୁ ୭ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ୪୮୦ କିଲୋମିଟର ଉପକୂଳ ଏବଂ ୧୬୫୦ କିଲୋମିଟର ଲୁଣା ବନ୍ଧ ।  ଏଥିପାଇଁ ଡିପିଆର୍ ପ୍ରସ୍ତୁତ କରୁଛି ଜଳ ସଂପଦ ବିଭାଗ । ଏହା ସହ ଉପକୂଳ ଅଞ୍ଚଳରେ ବି ଡିଜାଷ୍ଟର ରେଜିଲେଣ୍ଟ ଏନର୍ଜି ସିଷ୍ଟମ ବା

ରାଜଧର୍ମ ଆଗରେ ବ୍ୟକ୍ତିଗତ ଆବେଗ ମୂଲ୍ୟହୀନ

ଭୁବନେଶ୍ୱର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ । ଦଳର ନେତା ଓ କର୍ମୀ ବନ୍ୟା ପ୍ରଭାବିତଙ୍କୁ ସହଯୋଗ କରିବେ । ଯେଉଁମାନେ ପ୍ରଭାବିତ ହୋଇଛନ୍ତି ସେମାନେ ସମସ୍ତେ ବିଜେଡି ପରିବାରର । ମୁଖିଆଙ୍କ ଏହି ନିର୍ଦ୍ଦେଶକୁ ମାନି ଘରଦ୍ୱାର ଛାଡି ଦଳର ନେତାମାନେ ବିଭିନ୍ନ ଅଂଚଳରେ

ଜାଣନ୍ତୁ ଲକଡାଉନରେ କାହା ସହ କ୍ୱାଲିଟି ଟାଇମ୍ ବିତାଉଛନ୍ତି କୁଇନ୍ କଙ୍ଗନା

ହିମାଚଳ: ବଲିଉଡ କୁଇନ୍ କଙ୍ଗନା ରାଣାୱତ୍ ସବୁବେଳେ ହେଡ ଲାଇନ୍ ରେ ରହିଥା’ନ୍ତି | ଅଭିନେତ୍ରୀ କଙ୍ଗନା ଚଳଚ୍ଚିତ୍ର ଅପେକ୍ଷା ତାଙ୍କ ବୟାନ ବାଜିକୁ ନେଇ ସବୁବେଳେ ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ତେବେ ସେ କେବଳ ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସଙ୍ଗରେ ବକ୍ତବ୍ୟ ରଖି ନାହାଁନ୍ତି, ସେ ଦେଶ ବିଦେଶର

କରୋନାରେ ଅନାଥ ହୋଇଥିବା ପିଲାଙ୍କୁ ମିଳିବ ୧୦ ଲକ୍ଷ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ବର୍ତ୍ତମାନ ଧିମା ପଡିଛି ସଂକ୍ରମଣର ମାତ୍ରା ଧିରେ ଧିରେ କମିବାରେ ଲାଗିଛି। ଲଗାତାର ତୃତୀୟ ଦିନରେ କରୋନାର ଦୈନିକ ସଂକ୍ରମଣ ଦୁଇ ଲକ୍ଷରୁ କମ୍ ଆସିଛି। କରୋନାର ଦ୍ୱିତୀୟ ଲହରରେ ମୃତ୍ୟୁ ସଂଖ୍ୟା ତିନି ହଜାରରୁ ଅଧିକ ରହିଛି| କରୋନା ସହିତ ବ୍ଲାକ

ଓଡିଶାବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ଆମର ସର୍ବୋତ୍ତମ ଚେଷ୍ଟା ଜାରି: ନବୀନ

ଭୁବନେଶ୍ବର: ଓଡିଶାବାସୀଙ୍କୁ ଆମେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ତଥା ବିଜୁବାବୁଙ୍କ ସ୍ବପ୍ନକୁ ସାକାର କରିବାରେ ପଞ୍ଚମ ପାଳିର ଏହି ଦୁଇ ବର୍ଷ ଅତ୍ୟନ୍ତ ଆହ୍ବାନ ମୂଳକ ଥିଲା ।ଏପରିକି ଆମର ପଞ୍ଚମ ପାଳିର ସରକାର ଆରମ୍ଭ ହେବା ପୂର୍ବରୁ ମଇ ୨୦୧୯ ରେ ଆମକୁ ଫନି ପରି ବାତ୍ୟାର ସମ୍ମୁଖୀନ

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର: ଆରମ୍ଭ ହୋଇଛି ମନ୍ତ୍ରୀ ପରିଷଦ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ଆରମ୍ଭ ହୋଇଛି।ଦୁଇବର୍ଷ ତଳେ ମେ’ ୨୯ରେ ୫ମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ ନବୀନ ପଟ୍ଟନାୟକ।ପଞ୍ଚମ ପାଳିର ଦୁଇବର୍ଷ ପୂର୍ତ୍ତି

୫ ହଜାର ୨ଡିଜି ପ୍ୟାକେଟ୍ ଅର୍ଡର କଲା ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ହେବ କମିଛି ସଂକ୍ରମଣର ମାତ୍ରା ।କିନ୍ତୁ ଓଡ଼ିଶା ସରକାର ମହାମାରୀର ୩ୟ ଲହରକୁ ସାମ୍ନା କରିବାକୁ ଏବେ ଠାରୁ ଅଣ୍ଟା ଭିଡିଛନ୍ତି ।ଓଡିଶା ସରକାର କରୋନା ମୁକାବିଲା ପାଇଁ ୫ ହଜାର ୨ଡିଜି ପ୍ୟାକେଟ୍ ଅର୍ଡର କରିଛନ୍ତି । ଜୁନ ୧୦ ପରେ ୨ଡିଜି ଓଡିଶାକୁ ମିଳିବ