Odia News Portal

ଖୋଲିପାରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ସ୍କୁଲ

ବନେଶ୍ୱର: ଆଉ ଅଳ୍ପ ସମୟ ପରେ ଗଣଶିକ୍ଷା ସଚିବଙ୍କ ପ୍ରେସମିଟ୍ । ଅପରାହ୍ନ ସଢ଼େ ୪ଟାରେ ପ୍ରେସମିଟ୍ ହେବା ନେଇ ସୂଚନା । ତେବେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଖୋଲାଯିବା ନେଇ ଘୋଷଣା କରାଯିବ ବୋଲି କୁହାଯାଉଛି । ତେବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲାଯିବା ସହ ପାଠପଢ଼ା ଆରମ୍ଭ ହେବ ସୂଚନା ମିଳିଛି ।