Odia News Portal

ବିପୁଳ ବିଦେଶୀ ମଦ ଜବତ

ନୀଳଗିରି: ଲକଡାଉନରେ ମାତିଛନ୍ତି ମଦମାଫିଆ । ଅନଲାଇନରେ ମଦ ମକ୍ଟଳରଥିଲେ ସୁଦ୍ଧା ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଚୋରା ମଦ ବେପାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଚଢ଼ାଦରରେ ମଦ ବିକ୍ରି କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଏହାରି ଭିତରେ ଚୋରା ମଦ ବେପାରୀଙ୍କୁ ଧରିବାରେ ସଫଳ ହୋଇଛି

ଶାଳୀକୁ ହାଣି ଶାଶୁକୁ ଦୁଷ୍କର୍ମ କଲା ଜ୍ୱାଇଁ

କେନ୍ଦୁଝର: ଶାଳୀକୁ ଅତି ନିର୍ମମ ଭାବରେ ହାଣିବା ପରେ ଶାଶୁକୁ ଗଛରେ ବାନ୍ଧି ଦୁଷ୍କର୍ମ କଲା ଜ୍ୱାଇଁ । କେନ୍ଦୁଝର ଜିଲ୍ଲା ବଲାଣୀ ଥାନା କିବିବୁର ଅଞ୍ଚଳରୁ ଆସିଛି ଏଭଳି ଅମାନବୀୟ ଘଟଣା । ଶାଳୀ ମରିୟନ ହସାକୁ ଟାଙ୍ଗିଆରେ ହାଣି ୨୦୦ ଫୁଟ୍ ତଳକୁ ଏକ ଘାଇରେ ଫୋପାଡ଼ିବା ପରେ ଶାଶୁ ଫୁଲମଣିକୁ

ମିଶ୍ରିତ ଡ୍ରଗ୍ସ ଜବତ

ଭବାନୀପାଟଣା: କଳାହାଣ୍ଡି ପୋଲିସ ଦ୍ୱାରା ସମ୍ବଲପୁରରୁ ଭବାନୀପାଟଣା ଆସୁଥିବା ମିଶ୍ରିତ ଡ୍ରଗ୍ସ ଜବତ ଓ ଦୁଇ ଜଣ ଗିରଫ ହୋଇଛନ୍ତି। କଳାହାଣ୍ଡି ଏସ୍ ପି ଡ. ଶ୍ରବଣ ବିବେକ ଏମ୍ ବିଶେଷ ସୂତ୍ରରୁ ଖବର ପାଇଥିଲେ, ସମ୍ବଲପୁରରୁ ଭବାନୀପାଟଣା ଆସୁଥିବା କାରରେ ବହୁ ପରିମାଣର ଡ୍ରଗ୍ସ ଭବାନୀପାଟଣା

ଭିଜିଲାନ୍ସ ନିର୍ଦ୍ଦେଶକ କରୋନାରେ ଗୁରୁତର

କଟକ: ଭିଜିଲାନ୍ସ ନିର୍ଦ୍ଦେଶକ ଡା. ଦେବାଶିଷ ପାଣିଗ୍ରାହୀ କରୋନାରେ ଗୁରୁତର ହୋଇଛନ୍ତି । ତାଙ୍କୁ ହାଇଦ୍ରାବାଦ ହାଇଦ୍ରାବାଦ ପଠାଯିବା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହେଉଛି । କରୋନାରେ ଆକ୍ରାନ୍ତ ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ

ସ୍ଥିର ରହିଛି ଦିଲ୍ଲୀପ କୁମାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା

ମୁମ୍ବାଇ: ବର୍ଷିଆନ ଅଭିନେତା ଦିଲ୍ଲୀପ କୁମାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ସେ ଖୁବଶୀଘ୍ର ଡିସଚାର୍ଜ ହେବେ ବୋଲି ସୂଚନା ଦେଇଛନ୍ତି ତାଙ୍କ ପତ୍ନୀ ସାଏରାବାନୁ । ସେ ନିଜର ସୋସିଆଲ ମିଡିଆ ଆଇଡ ଟ୍ୱିଟରରେ ଏହା ପୋଷ୍ଟ କରିଛନ୍ତି । ଦୁଇରୁ ତିନିଦିନ ମଧ୍ୟରେ ଡିସଚାର୍ଜ ହେବେ ବୋଲି

ଟିକାକରଣ ନେଇ ବାଉଳା କରୁଛି ବିଏମ୍‌ସିି

ବାଚାଳାମି ଦୋଷ ଭୁବନେଶ୍ୱର : ରାଜଧାନୀରେ ଟିକାକରଣ ନେଇ ଲୋକଙ୍କୁ ବାଉଳା କରୁଛି ବିଏମ୍‍ସି । କେତେବେଳେ କହୁଛି ସ୍ଲଟ ଖୋଲିବ ବୁକିଂ କର ତ ଆଉ କେତେବେଳେ କହୁଛି ବିନା ବୁକିଂରେ ଆସ । ଗୋଟିଏ ପଟେ ଟିକା ଅଭାବ କଥା କହୁଥିବାବେଳେ ଅନ୍ୟପଟେ ରାସ୍ତାଘାଟ ବୁଲି ଲୋକଙ୍କୁ ଟିକା ଫୋଡି ଫଟୋ

୧୫ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟରେ କାଳ ବୈଶାଖୀ ଓ ବର୍ଷା ରହିଥିବା କାରଣରୁ ୧୫ଟି ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଦେଲା ପାଣିପାଗ ବିଭାଗ । ଏହି ୧୫ଟି ଜିଲ୍ଲା ହେଲା କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡା, ବରଗଡ଼, ଝାରସୁଗୁଡା ଜିଲ୍ଲାରେ ବର୍ଷା ଆଶଙ୍କା କରାଯାଇଛି ।

ଆଜି କଟକରୁ ସର୍ବାଧିକ ୬୪୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଖୋର୍ଦ୍ଧାକୁ ଅତିକ୍ରମ କରିଛି କଟକ । ଆଜି କଟକରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ କିଛିଦିନ ହେବ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ । ତେବେ ଆଜି କଟକରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା

ନଦୀରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ

ଯାଜପୁର: ବ୍ରାହ୍ମଣୀ ନଦୀରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ । ଯାଜପୁର ଜିଲ୍ଲା କୁଣ୍ଡପାଟଣା-ସାମନ୍ତରାପୁରକୁ ସଂଯୋଗ କରୁଥିବା ବ୍ରିଜ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ଜଣକ ହେଲେ ମିନତୀ ମୁଣ୍ଡା । ତାଙ୍କ ଘର କେନ୍ଦୁଝର ଜିଲ୍ଲାରେ ବୋଲି ଜଣାପଡିଛି । ପୋଲିସ ଖବର

୨୪ ଘଣ୍ଟାରେ ଭୁବନେଶ୍ୱରରୁ ଚିହ୍ନଟହେଲେ ୫୬୬ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: କରୋନା ଚେନକୁ ଭାଙ୍ଗିବା ଲାଗି ଜାରି ରହିଛି ଲକଡାଉନ ଓ ସଟଡାଉନ । ଯାହା ଫଳରେ ତଳମୁହାଁ ହେବାକୁ ବସିଛି କରୋନା ମିଟର । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରୁ ୫୬୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସ୍ଥାନୀୟ ଅଞ୍ଚଳରୁ ୪୫୪ ଜଣ