Odia News Portal

ଇନ୍ଦ୍ରମଣୀ ତ୍ରିପାଠୀ ହେଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନୂଆ ନିର୍ଦ୍ଦେଶକ

ଭୁବନେଶ୍ୱର: ଇନ୍ଦ୍ରମଣୀ ତ୍ରିପାଠୀ ହେଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନୂଆ ନିର୍ଦ୍ଦେଶକ । ଏହି ଅବସରରେ ବିଭାଗର କର୍ମଚାରୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଦାୟିତ୍ୱ ଗ୍ରହଣ ପରେ ବିଭାଗୀୟ ଅଧିକାରୀଙ୍କ ସହ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଆଲୋଚନା କରିଛନ୍ତି ।

ନଜର ପକାନ୍ତୁ ଆଜି କେଉଁଠି କେତେ ରହିଛି ପେଟ୍ରୋଲ୍ ରେଟ୍‌

ଭୁବନେଶ୍ୱର: ଦେଶରେ ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି ପେଟ୍ରୋଲ ଦର । କେତେକ ରାଜ୍ୟରେ ୧୦୦ ପାର କରିସାରିଛି ରେଟ୍ । ତେବେ ଓଡ଼ିଶାର ମଧ୍ୟ କିଛି ସହରରେ ମଧ୍ୟ ପେଟ୍ରୋଲ ୧୦୦ ଛୁଇଁଥିଲା । ତେବେ ଆଜି ଭୁବନେଶ୍ୱରରେ ପେଟ୍ରୋଲ ରେଟ୍ ୯୫ ଟଙ୍କା ୨୨ ପଇସା ରହିଛି । ସେପଟେ ମୁମ୍ବାଇରେ ଆଜି

ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ

ଭୁବନେଶ୍ୱର: ଚାଲିଥିଲା ଚୋରା ମଦ କାରବାର । ଚଢ଼ାଉ କରିବା ଲାଗି ଯାଇଥିଲେ ଅବକାରୀ କର୍ମଚାରୀ । ଶେଷରେ ଆକ୍ରମଣର ଶିକାର ହେଲେ ଅବକାରୀ କର୍ମଚାରୀ । ଭୁବନେଶ୍ୱର ଉପକଣ୍ଠ ଭରତପୁର ଅଞ୍ଚଳରୁ ଆସିଛି ଏଭଳି ଖବର । ଦୁର୍ବୁତ୍ତଙ୍କ ଏହି ସଂଘବଦ୍ଧ ଆକ୍ରମଣରେ ମହିଳା କର୍ମଚାରୀଙ୍କ ସହ ୫ ଆହତ

ମନମୋହୁଛି ଶାଶ୍ୱତଙ୍କ ଦିଆସିଲି କାଠି ସାଇକେଲ

ଭୁବନେଶ୍ୱର: ଆଜି ବିଶ୍ୱ ସାଇକେଲ ଦିବସ । ସାଇକେଲ ପ୍ରେମୀଙ୍କ ଲାଗି ଦିନଟିଏ । ତେବେ ଏହି ଅବସରରେ ଦିଆସିଲି କାଠିରେ ଏକ ସାଇକେଲ ତିଆରି କରିଛନ୍ତି ପୁରୀର ଯୁବ ଚିତ୍ରଶିଳ୍ପୀ ଶାଶ୍ୱତ ରଞ୍ଜନ ସାହୁ । ସେ ୩ ହଜାର ୬ ଶହ ୫୩ ଟି ଦିଆସିଲି କାଠିରେ ଏକ ସାଇକେଲର ସୁନ୍ଦର ପ୍ରତିକୃତି

ଆଜି ବିଶ୍ୱ ସାଇକେଲ ଦିବସ

ଭୁବନେଶ୍ୱର: ସାଇକେଲ ପ୍ରେମୀଙ୍କ ଲାଗି ଦିନଟିଏ । ଆଜି ହେଉଛି ଜୁନ ମାସ ୩ ତାରିଖ। ଏହାକୁ ୱାର୍ଲଡ଼ ସାଇକେଲ ଡେ ଭାବେ ପାଳନ କରାଯାଏ। ସାଇକେଲ ଚଳାଇବା ଦ୍ୱାରା ସ୍ୱାସ୍ଥ୍ୟ ଠିକ ରହିବା ସହ ପରିବେଶ ପ୍ରଦୂଷଣ ମଧ୍ୟ ହୋଇ ନଥାଏ। ଏଣୁ ପରିବେଶ ପ୍ରଦୂଷଣ ରୋକିବା ଏବଂ ସାଇକେଲ ଚଳାଇବା ନେଇ

ରାଧାକାନ୍ତଙ୍କୁ ସ୍ୱାଗତ

ଜଟଣୀ /ସୁନ୍ଦରପଦା : ରାଧାକାନ୍ତ ସାହୁଙ୍କୁ ସ୍ୱାଗତ । ଏୟାରଫିଲ୍ଡ ଥାନା ନୂତନ ଥାନା ଅଧିକାରୀଭାବେ ଯୋଗ ଦେଲେ ରାଧାକାନ୍ତ ସାହୁ । ସେ ଥାନା ଯୋଗଦେବା ପୂର୍ବରୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ଏହା ପୂର୍ବରୁ ରାଧାକାନ୍ତ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନାରେ ଆଇଆଇସି ଭାବେ କାର୍ଯ୍ୟ

କେରଳ ଛୁଇଁଲା ମୌସୁମୀ

ଭୁବନେଶ୍ୱର: କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୂ । ମୌସୁମୀ ଆଜି କେରଳ ଛୁଇଁବା ନେଇ ପୂର୍ବରୁ ଆକଳନ କରିଥିଲା ଆଇଏମଡି । କେରଳ ଛୁଇଁବାର ୧୦ରୁ ୧୨ ମଧ୍ୟରେ ଓଡ଼ିଶା ଛୁଇଁବ ବୋଲି ସୂଚନା ମିଳିଛି । ପ୍ରାକ୍ ମୌସୁମୀ ପ୍ରଭାବରେ ଗତକାଲି ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇଥିଲା । ୨୪

ତିନି ରଥର ଚକଅଖ ଡେରା ନୀତି ସମ୍ପନ୍ନ

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜୀୟଙ୍କ ଭଉଁରୀ ନୀତି । ତିନି ରଥର ଚକଅଖ ଡେରା ନୀତି ସମ୍ପନ୍ନ ହୋଇଛି । ଶ୍ରୀମନ୍ଦିରରୁ ରଥଖଳାକୁ ଆଜ୍ଞାମାଳ ବିଜେ କରାଯିବା ପରେ ତିନି ରଥର ଚକ ଅଖରେ ଲାଗି କରାଯାଇଛି । ମହାପ୍ରଭୁଙ୍କ ଆଜ୍ଞା ମିଳିବା ପରେ ପୂର୍ବ ପ୍ରସ୍ତୁତ ଚକ ସହ ଅଖକୁ ସଂଯୋଗ

ଏଯାବତ କରୋନା ଛୁଇଁନି ଏହିସବୁ ଗାଁକୁ

ଗଞ୍ଜାମ: ଚାଲିଛି କରୋନାର ଦ୍ୱିତୀୟ ଲହର । ସାରା ବିଶ୍ୱକୁ କବଳିତ କରିଛି ଭାଇରସ । ମହାମାରୀରେ ଗଲାଣି ଅନେକ ଜୀବନ । ତେବେ ଆଜି ବି ଓଡ଼ିଶାରେ ଏମିତି ଗାଁ ରହିଛି ଯେଉଁଠି ଏଯାବତ ପହଞ୍ଚିପାରିନାହିଁ କରୋନା ଭାଇରସ । ଗାଁର ଜଣେ ହେଲେ ହୋଇନାହାଁନ୍ତି ଆକ୍ରାନ୍ତ । ଗଞ୍ଜାମ ଜିଲ୍ଲାର ମୋଟ ୧୮ଟି

ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ନିକଟସ୍ଥ ମନ୍ଦିରର ହୁଣ୍ଡିରୁ ଲୁଟ୍‌

ପୁରୀ: ଲକ୍‌ଡାଉନରେ ମାତିଛନ୍ତି ଲୁଟେରା । କରୁଛନ୍ତି ଲୁଟପାତ । କେଉଁଠି ମହିଳାଙ୍କଠାରୁ ଲୁଟିଲେଣି ତ ଆଉ କେଉଁଠି ଘରେ ପଶି କରୁଛନ୍ତି ଲୁଟ୍ । ତେବେ ଲୁଟେରାଙ୍କ ଲୋଲୁପ ଦୃଷ୍ଟି ପଡିଛି ମନ୍ଦିରର ହୁଣ୍ଡି ଉପରେ । ପୁରୀ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ନିକଟରେ ଥିବା ବିଶ୍ୱ ଶାନ୍ତି ଅଖଣ୍ଡ