Odia News Portal

ସ୍ତ୍ରୀର ଶବ ନେଇ ଫେରୁଥିଲେ, ନିଜେ ଶବ ହୋଇଗଲେ ସ୍ୱାମୀ

ବଲାଙ୍ଗୀର: ସ୍ତ୍ରୀର ଶବ ନେଇ ଘରକୁ ଫେରୁଥିଲେ ସ୍ୱାମୀ । ବାଟରେ ଦୁର୍ଘଟଣା ଘଟିବାରୁ ଶେଷରେ ନିଜେ ହୋଇଗଲେ ଶବ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରୁ ଆସିଛି ଏଭଳି ଦୁଃଖଦ ଖବର । ମୃତକ ହେଲେ ତୁରେଇକେଲା ବ୍ଲକ ଲର୍କି ଗାଁର ବିପିନ୍ ସେଠ । ଏହି ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳରେ

ପ୍ରେମ, ପରକୀୟା ପ୍ରୀତି ପରେ ପ୍ରତାରଣା

କେନ୍ଦ୍ରାପଡ଼ା: ବିବାହର ୬ ବର୍ଷ ପରେ ମଧ୍ୟ ମହିଳା ପରପୁରୁଷ ପ୍ରେମରେ ପଡ଼ିଯାଇଥିଲେ । ସ୍ୱାମୀଙ୍କୁ ଛାଡ଼ି ପ୍ରେମିକ ସହ ହୋଇଥିଲେ ଫେରାର । ଶେଷରେ ହାତ ଛାଡ଼ିଦେଲା ପ୍ରେମିକ । ରାହା ଖୋଜୁଛନ୍ତି ମହିଳା । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ବରବଚ୍ଛା ଅଞ୍ଚଳରୁ ଆସିଛି ଏଭଳି ଖବର । ନ୍ୟାୟ

ମୁଖ୍ୟମନ୍ତ୍ରୀମାନଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର: ଟିକା ପାଇଁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଲେ ନବୀନ । ସମସ୍ତଙ୍କୁ ଟିକା ପାଇଁ ନିୟମରେ କୋହଳରେ ରାଜ୍ୟକୁ ଅନୁମତି ମିଳୁ । ନବୀନ କହିଛନ୍ତି କି ଏଭଳି ସ୍ଥିତିରେ ଏକମାତ୍ର ବିକଳ୍ପ ହେଉଛି କି କେନ୍ଦ୍ର ସରକାର ଟିକା ଆଣି ରାଜ୍ୟମାନଙ୍କୁ ବାଣ୍ଟୁ । ସେପଟେ

ପୁରୀରେ ପହଞ୍ଚିଲା ରଥ ଦଉଡି

ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା ଲାଗି ପୁରୀରେ ପହଞ୍ଚିଲା ରଥ ଦଉଡି । ୧୪ ଟି ରଥ ଓ ୬ ଟି କର୍ଡନ ଦଉଡି ପହଞ୍ଚିଛି। ମୋଟ ୨୦ଟି ଦଉଡି ପ୍ରସ୍ତୁତ କରିଛି ବୀରପ୍ରତାପପୁରରେ ଥିବା ରାଜ୍ୟ ସମବାୟ କତା ନିଗମ । ପ୍ରାୟ ଏକ ମାସ ଧରି ୧୪ ଜଣ କାରିଗର କୋଭିଡ କଟକଣା ମାନି ଏହାକୁ ପ୍ରସ୍ତୁତ କରିଛନ୍ତି

ଆସନ୍ତାକାଲି କେରଳ ଛୁଇଁବ ମୌସୁମୀ, ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତାକାଲି କେରଳ ଛୁଇଁବ ମୌସୁମୀ । ଓଡିଶାରେ ପ୍ରାକ୍ ମୌସୁମୀ ସକ୍ରିୟ ହୋଇଛି । ପ୍ରାକ୍ ମୌସୁମୀ ପ୍ରଭାବରେ ଉପକୂଳ ଓଡିଶାରେ ଘଡଘଡି ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । କେନ୍ଦ୍ରାପଡା,ଭଦ୍ରକ,ମୟୂରଭଞ୍ଜ,ୟାଜପୁର.ପୁରୀ,ଭଦ୍ରକ, ବାଲେଶ୍ୱର ,ଜଗତସିଂହପୁର ଓ

ବାଲ୍ୟ ବିବାହ ଅଟକାଇଲା ଚାଇଲ୍ଡ ଲାଇନ୍

ଯାଜପୁର: ବାଲ୍ୟ ବିବାହକୁ ବନ୍ଦ କରିବା ଲାଗି ବାରମ୍ବାର ବାରଣ କରିବା ସହ ସଚେତନ କରାଯାଉଛି । ଶିକ୍ଷିତ ସମାଜରେ ଏଭଳି ଅଶିକ୍ଷିତ କାମ ଆଜି ବି ଚାଲିଛି । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ନଗଡ଼ା ଅଞ୍ଚଳରେ ଏଭଳି ବାଲ୍ୟ ବିବାହ ହେଉଥିବାବେଳେ ପହଞ୍ଚିଯାଇଥିଲା ଚାଇଲ୍ଡ ଲାଇନ୍ । ବରକୁ ୧୪ ବର୍ଷ

ବ୍ରହ୍ମପୁରରେ କୃତ୍ରିମ ବନ୍ୟା

ବ୍ରହ୍ମପୁର: ବର୍ଷା ନହୋଇ ରାସ୍ତା ଉପରେ ମାଡିଗଲା ପାଣି । ବ୍ରହ୍ମପୁର ସହର ଖୋଡାସିଙ୍ଗ ଅଞ୍ଚଳରେ ଦେଖିବାକୁ ମିଳିଛି କୃତ୍ରିମ ବନ୍ୟା । ଆଜ୍ଞା ହଁ ବିଶ୍ୱାସ ନହେଲେ ମଧ୍ୟ କଥାଟି ସତ । ଖୋଡାସିଙ୍ଗ ଅଞ୍ଚଳରେ ଯାଇଥିବା ୨୮ ଇଞ୍ଚିଆ ପାଣି ପାଇପ୍ ଫାଟିଯାଇଥିଲା । ଫଳରେ ରାସ୍ତରେ ପାଣି

ସିସିଟିଭିରେ କଏଦ ହେଲା ଲାଇଭ୍ ଲୁଟ୍‌ର ଦୃଶ୍ୟ

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଲୁଟେରାଙ୍କ ରାଜୁତି । ଦିନ ଦ୍ୱିପ୍ରହରରେ ଲୁଟ୍ କରି ଫେରାର ହେଉଛନ୍ତି ଲୁଟେରା । ଛୁରାମାଡ଼ ପରେ ଲୁଟ୍ କରି ଫେରାର ହୋଇଥିବା ଲୁଟେରାର ଫୁଟେଜ କଭରେଜ ହୋଇଛି ସିସିଟିଭିରେ । ଏହି ସିସିଟିଭି ଫୁେ,ଟଜ ଆଧାରରେ ଅଭିଯୁକ୍ତକୁ ଗିରଫ କରିବାରେ

ଚିନ୍‌କୁ ଫେରିଲା କରୋନା

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ଉତ୍ପତିସ୍ଥଳ ହେଉଛି ଚାଇନା । ତେବେ ଧିରେ ଧିରେ ଏହା ସାରା ବିଶ୍ୱକୁ କବଳିତ କରିବସିଥିଲା । ପରବର୍ତ୍ତୀ ସମୟରେ ଚିନରେ କରୋନା ସ୍ଥିତି ଆୟତ ହୋଇଥିଲା । ଚିନରେ ଲକ୍‌ଡାଉନ ଉଠିଥିବା ବେଳେ ବାହାର ଦେଶରେ ଲକଡାଉନ ଲାଗି ରହିଛି । ତେବେ ପୁଣିଥରେ ଚାଇନାକୁ ଫେରିଛି

ଅନାଥ ପରିବାରର ସାହା ନବୀନ, କରୋନା ପ୍ରଭାବିତଙ୍କୁ ମିଳିବ ଏହି ସୁବିଧା

ଭୁବନେଶ୍ୱର (ସ୍ୱାଧିକାର ବ୍ୟୁରୋ ) ନିଷ୍ପତି ନେବାରେ ଧୁରନ୍ଧର ନବୀନ । କରୋନା ପ୍ରଭାବିତ ପରିବାରଙ୍କ ପାଇଁ ଚିନ୍ତିତ ମୁଖ୍ୟମନ୍ତ୍ରୀ । କରୋନା ସମୀକ୍ଷା ବୈଠକରେ କଠୋର ନିଷ୍ପତି ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ… କରୋନା ଲଢ଼େଇ ଲଢ଼ୁଛି ଓଡିଶା । ଆଉ ଏହି ଅଦୃଶ୍ୟ ଯୁଦ୍ଧରେ ସହୀଦ