Odia News Portal

ବାଇକରୁ ଜବତ ହେଲା ଗଞ୍ଜେଇ

ଟିଟିଲାଗଡ଼: ବାଇକରୁ ଜବତ ହୋଇଛି ଗଞ୍ଜେଇ । ଲକ ଡାଉନରେ ମାତିଛନ୍ତି ନିଶା ବେପାରୀ । ଟିଟିଲାଗଡ଼ ଥାନା ଅନ୍ତର୍ଗତ ତରସିଂହା ଗ୍ରାମ ନିକଟରେ ଜାତୀୟ ରାଜପଥ ୫୯ରେ ଆଜି ସକାଳୁ ଦୁର୍ଘଟଣା ଗ୍ରସ୍ତ ଏକ ବାଇକରୁ ଗଞ୍ଜେଇ ଭର୍ତ୍ତି ବ୍ୟାଗ ଜବତ ହୋଇଛି। ସ୍ଥାନୀୟଲୋକେ ଜଣକୁ ଧରି ପୁଲିସରେ ଜିମା

କେବଳ ପୁରୀ ଛଡ଼ା ସବୁଠି ରଥଯାତ୍ରା ବନ୍ଦ

ଭୁବନେଶ୍ୱର: ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବନ୍ଦ ରହିବ ରଥଯାତ୍ରା । ବିନା ଭକ୍ତରେ ପୁରୀରେ ହେବ ରଥଯାତ୍ରା । କେବଳ ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ହେବ । କରୋନା କଟକଣା ମଧ୍ୟରେ ପୂର୍ବ ବର୍ଷ ଭଳି ରଥଯାତ୍ରା ଆୟୋଜନ କରାଯିବ । ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା

ଦୁଇବର୍ଷ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର: ମହାନଦୀ ଟ୍ରିବ୍ୟୁନାଲ ଅବଧି ଦୁଇବର୍ଷ ବୃଦ୍ଧି କଲେ କେନ୍ଦ୍ର ସରକାର । ୨୦୨୩ ମାର୍ଚ୍ଚ ଯାଏଁ ଟ୍ରିବ୍ୟୁନାଲ ଅବଧି ବଢ଼ିଲା । ଅବଧି ବୃଦ୍ଧି ପାଇବା ନେଇ ଜନଶକ୍ତି ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୧୮ ମାର୍ଚ୍ଚ ୧୨ ତାରିଖରେ ଟ୍ରିବ୍ୟୁନାଲ ଗଠନ ହୋଇଥିଲା ।

ରଜ ପାଇଁ ପୋଲିସର କଟକଣା, ଦୋକାନ ଖୋଲିଲେ ବନ୍ଧା ହେବେ

ଭୁବନେଶ୍ୱର: କରୋନା କଟକଣା ଉପରେ ଧ୍ୟାନ ଦେଇଛି କମିଶନରେଟ୍ ପୋଲିସ । ଟୁଇନସିଟି ବାସୀଙ୍କୁ ନିବେଦନ କଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ରଜ ଲାଗି ନୂଆ କଟକଣା ଲାଗୁ କରାଯାଇଛି । ଆଜିଠୁ ପୋଲିସ କରିବ ସ୍ପେଶାଲ ଡ୍ରାଇଭ୍ । ରଜରେ ସମୟ ସୀମା ପରେ ଦୋକାନ ଖୋଲିଲେ ସିଲ କରାଯିବ ।

ସୁସ୍ଥ ହେଉଛନ୍ତି ଅମ୍ରିତ

ଭୁବନେଶ୍ୱର: ବ୍ରହ୍ମପୁରର ଯୁବକ ଅମ୍ରିତ ପ୍ରଧାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିବାରେ ଲାଗିଛି । ବର୍ତ୍ତମାନ ତାଙ୍କୁ ୫୦ ପ୍ରତିଶତ ଭେଂଟିଲେଟରରେ ତାଙ୍କୁ ରଖାଯାଇଛି । ଭେଂଟିଲେଟର ହଟାଇବା ପାଇଁ ଚାହୁଁଛନ୍ତି ଡାକ୍ତରୀ ଟିମ୍ । ହେଲେ ଏବେବି ଶତପ୍ରତିଶତ ଇକମୋ ମେସିନରେ ଚାଲିଛି ଅମ୍ରିତଙ୍କ

ଆଜି ସୂର୍ଯ୍ୟ ପରାଗ

ଭୁବନେଶ୍ୱର: ଆଜି ବର୍ଷର ପ୍ରଥମ ଓ ଶେଷସୂର୍ଯ୍ୟ ପରାଗ । ତେବେ ଭାରତରେ ଏହା ଆଶିଂକ ଭାବରେ ଦୃଶ୍ୟମାନ ହେବ । କେବଳ ଲଦାଖ ଓ ଅରୁଣାଞ୍ଚଳ ପ୍ରଦେଶରେ ଏହା ଦୃଶ୍ୟମାନ ହେବ ବୋଲି ପୂର୍ବାନୁମାନ କରାଯାଇଛି । ଜମ୍ମୁ ଓ କାଶ୍ମୀରରେ ଖୁବ୍ କମ୍ ଅଂଚଳରେ ୧୦ ପ୍ରତିଶତରୁ କମ୍ ଆଂଶିକ ସୂର୍ଯ୍ୟ ପରାଗ

ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୂ

ଭୁବନେଶ୍ୱର: ଓଡ଼ିଶା ଛଉଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୂ । ଦକ୍ଷିଣ ଓଡ଼ିଶା ଓ ବଲାଙ୍ଗୀରରେ ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଲା ପାଣିପାଗ ବିଭାଗ । ଲଘୁଚାପ ଯୋଗୁଁ ଆଜି ଅନେକ ଅଞ୍ଚଳରେ ବର୍ଷା ହେବ । ଆସନ୍ତାକାଲି ବେଶୀ ବର୍ଷା ହେବ । ଆସନ୍ତା ୪୮ ଘଣ୍ଟାରେ ସମଗ୍ର ଓଡ଼ିଶାରେ ବର୍ଷା ହେବ ।

ମୁମ୍ବାଇରେ କୋଠା ଭୁଷୁଡ଼ି ୧୧ଜଣଙ୍କ ମୃତ୍ୟୁ

ମୁମ୍ବାଇ: ମୌସୁମୀ ପ୍ରଭାବରେ ମୁ୍‌ମ୍ବାଇରେ ଲଗାଣ ବର୍ଷା ଜାରି ରହିଛି । ଲଗାଣ ବର୍ଷା ପ୍ରଭାବରେ ଭୁଷୁଡ଼ି ପଡିଛି କୋଠା । କୋଠା ଭୁଷୁଡି ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ଜଣଙ୍କ ଅବସ୍ଥା ଗୁରୁତର ରହିଛି । ମୁ୍‌ମ୍ବାଇ ପଶ୍ଚିମ ମଲାଡ କଲେକ୍ଟର କମ୍ପାଉଣ୍ଡରେ ଘଟିଛି ଏଭଳି ଘଟଣା । ଏକ ଚାରି

ନବମ ଶ୍ରେଣୀ ଛାତ୍ରୀଙ୍କୁ ଛୁରାମାଡ଼ କରି ଯୁବକ ଗିରଫ

ବାଲେଶ୍ୱର: ଯୁବକଙ୍କ ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ ନବମଶ୍ରେଣୀ ଛାତ୍ରୀ । କ୍ରୋଧିତ ହୋଇ ଯୁବକ ଜଣକ ନାବାଳିକାଙ୍କୁ କରିଛି ଛୁରାମାଡ଼ । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଜଲଦା ପଞ୍ଚାୟତ ତୁଟ ଗ୍ରାମର ନିତ୍ୟାନନ୍ଦ ଜେନାଙ୍କ ମଧୁସ୍କିତାକୁ ଛୁରାମାଡ଼ କରିଛି ସେହି ଗ୍ରାମର ୨୫ ବର୍ଷୀୟ

ଆଜି ସାବିତ୍ରୀ ବ୍ରତ

ଭୁବନେଶ୍ୱର: ସ୍ୱାମୀଙ୍କ ଦୀର୍ଘାୟୁ ଓ ନିରାମୟ କାମନା କରି ସାଧବା ନାରୀମାନେ ସାବିତ୍ରୀବ୍ରତ ମନାସୀ ଥାନ୍ତି । ତେବେ ହେଉଛି ସ୍ୱାମୀଙ୍କ ସମ୍ପର୍କ ଲାଗି ଏକ ପବିତ୍ର ଦିନ । ଆଜି ହେଉଛି ସାବିତ୍ରୀ ଅମାବାସ୍ୟା । ତେବେ କରୋନା କଟକଣା ମଧ୍ୟରେ ବ୍ରତ ପାଳିଛନ୍ତି ମହିଳାମାନେ । ବଡ଼ ବଡ଼ ମନ୍ଦିର