କମିଶନରେଟ ପୁଲିସର ଏନକାଉଣ୍ଟର, ଅପରାଧୀ ବାବୁ ଜଖମ୍
ଭୁବନେଶ୍ୱର - ଦୁର୍ଦ୍ଦାନ୍ତ ଅପରାଧି ସେକ୍ ବାବୁକୁ ଏନକାଉଣ୍ଟର କରିଛି କମିଶନରେଟ ପୁଲିସ । ଏନକାଉଣ୍ଟରରେ ବାବୁ ଆହତ ହୋଇଛି । ତାର ବାମ ଗୋଡରେ ଗୁଳି ବାଜିଛି । ଆହତ ଅବସ୍ଥାରେ ବାବୁକୁ ଏସସିବି ମେଡିକାଲରେ ଭର୍ତ୍ତୀ କରାଯାଇଛି । ଦୁର୍ଦ୍ଦାନ୍ତ ଅପରାଧି ସକିଲର ସହଯୋଗୀ ହେଉଛି ବାବୁ । ବାବୁ!-->…
