Odia News Portal

ବଢୁଛି ସଂକ୍ରମଣ: ୮୭୩୫ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମିବାର ନା ଧରୁନି ସଂକ୍ରମଣ ।କିଛି ଦିନ ହେବ ରାଜ୍ୟରେ ସାମାନ୍ୟ ମାତ୍ରାରେ ସଂକ୍ରମଣ କମିଥିବା ସମୟରେ ଆଜି ପୁଣି ଥରେ ବଢ଼ିବାରେ ଲାଗିଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୮୭୩୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ

ଭ୍ୟାକ୍ସିନ ଆଟ ଡୋର ଷ୍ଟେପ ଅଭିଯାନ ଆରମ୍ଭ

ଭୁୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ସୋମବାର ଠାରୁ ଆରମ୍ଭ ହୋଇଛି ଭ୍ୟାକ୍ସିନ ଆଟ ଡୋର ଷ୍ଟେପ ଅଭିଯାନ । ବିଏମସିର ୩ ଟି ଜୋନ୍ ରେ ମୋଟ୍ ୬ ଟି ଆପାର୍ଟମେଂଟରେ ଟିକା ଦିଆଯାଇଛି । ପ୍ରତି ଆପାର୍ଟମେଂଟରେ ୨ ଶହ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ବିଶେଷ

ତେଜିଲା ଟୀକା ବିବାଦ : ଅଣଏନଡିଏ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜୟନ୍

ତିରୁଅନନ୍ତପୁରମ : ଦେଶରେ ସଂପ୍ରତି ୧୮ ରୁ ୪୪ ବର୍ଷ ବର୍ଗଙ୍କ  ଟିକାକରଣ ଜାରି ରହିଛି।  ହେଲେ ପର୍ଯ୍ୟାପ୍ତ ମାତ୍ରାରେ ଟିକା ଉପଲବ୍ଧ ହୋଇ ପାରୁନଥିବାରୁ ଟିକାକରଣ ପ୍ରଭାବିତ  ହେଉଛି। ଏହାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ରାଜନୀତି ଚାଲିଛି। ଏହା ମଧ୍ୟରେ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ

ବରିଷ୍ଠ ଓ ଭିନ୍ନକ୍ଷମଙ୍କ ପାଇଁ ବଡ ପଦକ୍ଷେପ

ଭୁବନେଶ୍ୱର:  ୬୦ବର୍ଷରୁ ଅଧିକ ବୟସର ବ୍ୟକ୍ତି ଓ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସେମାନଙ୍କ ଘର ପାଖରେ ହିଁ ପ୍ରଶାସନ ପକ୍ଷରୁ କୋଭିଡ୍ ଟିକାକରଣ କେନ୍ଦ୍ର ଖୋଲାଯିବ ଓ ଯେଉଁଠି ସେମାନଙ୍କୁ କୋ-ୱିନ୍ ପୋର୍ଟାଲରେ ତତ୍କାଳ ପଞ୍ଜିକରଣ କରାଯାଇ ଏହି ଟିକା ଦିଆଯିବ । କୋଭିଡ୍ ଟିକା ନେବା ପାଇଁ

ପୂର୍ବତଟ ରେଳପଥ ପରିସୀମାରୁ ୨୬୦୦ ଟନ୍ ଅକ୍ସିଜେନ୍ ପରିବହନ

ଭୁବନେଶ୍ୱର: ମହାମାରୀ ସମୟରେ ଅମ୍ଳଜାନ ଅଭାବ ଥିବା ରାଜ୍ୟମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ସହାୟତା ଏବଂ ରିଲିଫ୍ ଯୋଗାଇବା ପାଇଁ ଭାରତୀୟ ରେଳବାଇ ଦେଶର ବିଭିନ୍ନ ପ୍ରାନ୍ତରୁ ଅମ୍ଳଜାନ ଏକ୍ସପ୍ରେସ ସ୍ପେଶାଲ ଟ୍ରେନ୍ ଚଳାଚଳ କରୁଅଛି | କୋଭିଡ଼୧୯ ସଂକ୍ରମଣ ଯୋଗୁଁ ସଙ୍କଟାପନ୍ନ

ଷଷ୍ଠ ଏସିଆନ ସ୍ୱର୍ଣ୍ଣ ସ୍ୱପ୍ନ ଧୂଳିସାତ୍

ନୂଆଦିଲ୍ଲୀ : ଷଷ୍ଠ ଥର ବିଶ୍ୱ ଚାମ୍ପିଅନ ହୋଇଥିବା ମେରି କମଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡିଛି । (୫୧ କିଲୋଗ୍ରାମ) ର ପ୍ରତିଯୋଗିତାରେ ସେ ସିଲଭର ପଦକ ହାସଲ କରିଛନ୍ତି । ଫାଇନାଲରେ କାଜାଖସ୍ତାନର ନାଜିମ କିଜାଇବେ ମେରି କମଙ୍କୁ ୩-୨ରେ ପରାସ୍ତ କରିଛନ୍ତି । ଅଲିମ୍ପିକ୍ସ ପାଇଁ

୨୦୨୭ ବିଶ୍ଵ କପ୍‌ରେ ସୁପର ସିକ୍ସ ଫର୍ମାଟ

ନୂଆଦିଲ୍ଲୀ : କ୍ରିକେଟ୍ ବିଶ୍ଵ କପ୍‌ରେ ଆଇସିସି ପୁଣି ଥରେ ବଡ ପରିବର୍ତ୍ତନ କରିଛି। ଖବର ଅନୁଯାୟୀ, ପୁଣି ଥରେ ବିଶ୍ଵ କପରେ ୧୪ ଦଳ ଅଂଶ  ଗ୍ରହଣ କରିବେ ଏବଂ ରାଉଣ୍ଡ ରବିନ ବଦଳରେ ସୁପର ସିକ୍ସ ଫର୍ମାଟ ଆଧାରରେ ବିଶ୍ଵ କପ୍ ଖେଳାଯିବ। ଆଇସିସି ଏହି ଫର୍ମାଟ୍ ୨୦୨୭ ବିଶ୍ଵ କପ୍‌ରେ ଲାଗୁ