Odia News Portal

କିଡନୀ ରୋଗରେ ଛଟପଟ ଲୋପାଙ୍କୁ ସାହାଯ୍ୟ କରିବାକୁ ନିବେଦନ

ଜଟଣୀ: ଯିଏ ସିନ୍ଥିରେ ସିନ୍ଦୁର ଦେଇଥିଲା ସିଏ ପର କରିଦେଲା । ଯାହା ହାତ ଧରି ବାହା ହୋଇଥିଲେ ସିଏ ହାତ ଛାଡିଦେଲା । ରୋଗର ଯନ୍ତ୍ରଣା ସାଙ୍ଗକୁ ମାନସିକ ଯନ୍ତ୍ରଣାରେ ଛଟପଟ । ଇଏ ହେଉଛନ୍ତି ଲୋପାମୁଦ୍ରା ନାୟକ । ଘର ଜଟଣୀ । ୨୦୧୫ ମସିହାରେ ପୁରୀ ଜିଲ୍ଲା ଗୋପ ଥାନା ଗଡନିପାଣିଆର ସୁରେନ୍ଦ୍ର…

୧୧ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

ଭଦ୍ରକ: ଲକଡାଉନରେ ମାତିଛନ୍ତି ନିଶା ମାଫିଆ । ପ୍ରତିଦିନ ଧରା ହେଉଛି ନିଶାଡ଼ି । ତେବେ ଏହାରି ଭିତରେ ଭଦ୍ରକରୁ ଆସିଛି ଏକ ବଡ଼ ଖବର । ୧୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି ପୋଲିସ । ଏହା ସହ ଦୁଇଜଣଙ୍କୁ ଗିରଫ କରିଥିବା ମଧ୍ୟ ଦେଖିବାକୁ ମିଳିଛି । ଭଦ୍ରକ ମଚେଲ ଛକ ନିକଟରେ ବାଇକରେ…

ସ୍ନାନ ଯାତ୍ରାରେ ଛେରା ପହଁରା କରିବେନି ଗଜପତି ମହାରାଜା

ପୁରୀ: ଚଳିତବର୍ଷ ସ୍ନାନ ଯାତ୍ରାରେ ଛେରା ପହଁରା କରିବେନି ଗଜପତି ମହାରାଜା । କରୋନା କଟକଣାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି । ଗଜପତିଙ୍କ ପ୍ରତିନିଧି ମୁରିରସ୍ତ କରିବେ ଛେରା ପହଁରା ନୀତି । ଆଜି ଏନେଇ ଗଜପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଥାଉକି,…

ଦେଶରେ ଡେଲଟା ପ୍ଲସ ଭେରିଆଣ୍ଟ ଚିନ୍ତାଜନକ

ନୂଆଦିଲ୍ଲୀ: ଦେଶରେ କରୋନାର ୨ୟ ତରଙ୍ଗ ସଂକ୍ରମଣ ଧିରେ ଧିରେ ହ୍ରାସ ପାଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ଆଉ ୫୦,୮୪୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାତ୍ର ଦେଶ ପାଇଁ ଏବେ ଡେଲଟା ପ୍ଲସ ଭେରିଆଣ୍ଟ ଚିନ୍ତାଜନକ ବୋଲି ଗବେଷଣାରୁ ଜଣାପଡିଛି। ଏବେ ମୋଟ ସଂକ୍ରମିତଙ୍କ ମଧ୍ୟରେ ଡେଲଟା…

ଯୁକ୍ତ ୨ ଛାତ୍ର ଛାତ୍ରୀଙ୍କୁ ୨୫ରୁ ମିଳିବ ଆଡମିଟ କାର୍ଡ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ହୋଇଛି ଏସ୍ଓପି । ଯୁକ୍ତ ଦୁଇ ପ୍ରାକ୍ଟିକାଲ ରେକର୍ଡ ସଂଗ୍ରହ ଓ ଆଡମିଟ କାର୍ଡ ପ୍ରଦାନ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ହୋଇଛି ଏସ୍ଓପି । ଆସନ୍ତା ୨୫ ତାରିଖରୁ ଝଇଗଝ ୱେବସାଇଟରୁ ଛାତ୍ରଛାତ୍ରୀମାନେ ଆଡମିଟ୍…

ଇଣ୍ଡିଗୋ ଏୟାରଲାନ୍ସର ଅଫର, ଟିକା ନେଇଥିବା ଲୋକଙ୍କୁ ମିଳିବ ସ୍ୱତନ୍ତ୍ର ରିହାତି

ନୂଆଦିଲ୍ଲୀ: ଦେଶରେ ଟିକାକରଣ କରିବାକୁ ସରକାର ଅନବରତ ସଚେତନ କରିଚାଲିଛନ୍ତି। ଟିକାକରଣକୁ ସମର୍ଥନ କରିବା ଉଦ୍ଦେଶ୍ୟରେ ବିଭିନ୍ନ କ୍ଷେତ୍ରରେ ଆକର୍ଷଣୀୟ ଅଫର୍ ମଧ୍ୟ ପ୍ରଦାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଭାରତର ଟିକାକରଣ କାର‌୍ୟ୍ୟକ୍ରମକୁ ସମର୍ଥନ କରିବା ଉଦ୍ଦେଶ୍ୟରେ ଇଣ୍ଡିଗୋ…

ନକଲି ଔଷଧ ମାମଲାରେ ୩ଜଣଙ୍କୁ ଗିରଫ କଲା ଏସଟିଏଫ୍‌

କଟକ: ନକଲି ଔଷଧ ଜବତ । ୩ଜଣଙ୍କୁ ଗିରଫ କଲା ଏସଟିଏଫ । ତେବେ କମ୍ପାନୀ ମୁଖ୍ୟ ଶିବ ଜେନା ଫେରାର । ଔଷଧ ବିତରଣ କମ୍ପାନୀର ଅନ୍ୟତମ ନିର୍ଦ୍ଦେଶକ ସମେତ ୩ ଗିରଫ । ମୁମ୍ବାଇରେ ଏସଟିଏଫର ଏକ ଟିମ୍ ରହିଥିବା ସୂଚନା ମିଳିଛି । ହିମାଚଳର ଏକ କମ୍ପାନୀରୁ ମେଡିସିନ କିଣାଯାଉଥିବା ସୂଚନା ମିଳିଛି ।…

ଟିକା: ଟ୍ୱିଟର ୱାର, ଅପରାଜିତା-ସସ୍ମିତ ମୁହାଁମୁହିଁ

ଭୁବନେଶ୍ୱର: ଟିକାକେନ୍ଦ୍ରରେ ପୋଷ୍ଟରକୁ ନେଇ ଆରମ୍ଭ ହୋଇଛି ରାଜନୀତି । ବିଜେପି ବିଜେଡ଼ି ମଧ୍ୟରେ ଆରମ୍ଭ ହୋଇଛି କଥା କଟାକଟି । ଆଜି ପରାଜିତା ଷଢ଼ଙ୍ଗୀ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି କି ଓଡ଼ିଶା ଟିକା କିଣିବାରେ ଅସମର୍ଥ ହେଲା ଏବଂ କେନ୍ଦ୍ରର ସହଯୋଗ ଲୋଢ଼ିଥିଲା । ପ୍ରଧାନମନ୍ତ୍ରୀ…

କାର ଦୁର୍ଘଟଣାରେ ଜଣେ ମୃତ

କଳାହାଣ୍ଡି: ସାମାନ୍ୟ ମଦର ସଉକ ପାଇଁ କାହାରି ଯେ ଜୀବନ ଯାଇପାରେ, ଏହା ଚିନ୍ତା କରିବା ମଧ୍ୟ ମୁସ୍କିଲ । ଗତ କାଲି ରାତ୍ରି ପ୍ରାୟ ୧୧ ଟା ସମୟରେ ଭବାନୀପାଟଣା ଠାରୁ ଜୁନାଗଡ଼ ଯିବା ରାସ୍ତା, ଋଷିଗାଁ ଛକ ନିକଟରେ ଓଡି-୦୮- ଏଚ-୩୦୦୩ ନମ୍ବର ବିଶିଷ୍ଟ ହୁଣ୍ଡାଇ ଭେରନା କାରଟି ଦୁର୍ଘଟଣା…

ରଥଯାତ୍ରା: ହସ୍ତକ୍ଷେପ କଲେନି ହାଇକୋର୍ଟ

କଟକ: ପୁରୀ ବ୍ୟତିତ ଅନ୍ୟ ଜାଗାରେ ରଥଯାତ୍ରା ନେଇ ଉଠିଥିଲା ପ୍ରସଙ୍ଗ । ଆଜି ଏହାକୁ ହସ୍ତକ୍ଷେପ କରିବାକୁ ମନାକଲେ ହାଇକୋର୍ଟ । ଏସମ୍ପର୍କରେ ସରକାରୀ ନିର୍ଦ୍ଦେଶନାମାରେ ହସ୍ତକ୍ଷେପ ପାଇଁ ମନାକଲେ । କେନ୍ଦ୍ରାପଡ଼ା ଓ ଭଟଲୀରେ ରଥଯାତ୍ରା ଲାଗି ୫ଟି ମାମଲା ହୋଇଥିଲା । କେନ୍ଦ୍ରାପଡ଼ା ଲାଗି ୪ଟି…