Odia News Portal

ଅକ୍ସିଜେନ ପାଇଁ ଦିନରାତି କାମ କରୁଛନ୍ତି ଇସ୍ପାତ କାରଖାନା

ନୂଆଦିଲ୍ଲୀ/ଭୁବନେଶ୍ୱର: ସାରା ଭାରତବର୍ଷର ଇସ୍ପାତ୍ କାରଖାନା ଗୁଡ଼ିକ ପକ୍ଷରୁ ବର୍ତମାନ ସୁଦ୍ଧା ୧.୪୩ ଲକ୍ଷ ମେଟ୍ରିକ୍ ଟନ୍ ଲିକ୍ୟୁଇଡ୍ ମେଡ଼ିକାଲ ଅକ୍ସିଜେନ୍ ଉପଲବ୍ଧ କରାଯାଇଥିବା ବେଳେ ସେଥିମଧ୍ୟରୁ ରାଷ୍ଟ୍ରାୟତ ଇସ୍ପାତ୍ ଉଦ୍ୟୋଗ ଗୁଡ଼ିକ ୩୯ ହଜାର ମେଟ୍ରିକ୍ ଟନରୁ ଅଧିକ ଅକ୍ସିଜେନ

ଭିତରକନିକା ସମ୍ବେଦନଶୀଳ ଅଞ୍ଚଳରେ ଜେଟି, ବର୍ଷା ଆଶ୍ରୟ ଗୃହ

ଭୁବନେଶ୍ୱର: ଆଜି ଲୋକସେବା ଭବନଠାରେ ରାଜ୍ୟ ବନ୍ୟପ୍ରାଣୀ ପରିଷଦ ସ୍ଥାୟୀ କମିଟିର ବୈଠକ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିସ୍ତୃତ ଅ।ଲୋଚନା ଏବଂ ପର୍ଯ୍ୟାଲୋଚନା ପରେ ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ସ୍ଥାୟୀ କମିଟି ୭ଟି ଯାକ

କରୋନାରୁ ସୁସ୍ଥ ହେଲେ ଶ୍ରମିକଙ୍କ ହିରୋ ସୋନୁ ସୁଦ୍

ମୁମ୍ବାଇ: କରୋନାରୁ ସୁସ୍ଥ ହୋଇଛନ୍ତି ଅଭିନେତା ସୋନୁ ସୁଦ୍ । ଆଜି କରୋନାରୁ ସୁସ୍ଥ ହୋଇ ଫେରିଛନ୍ତି ସୋନୁ । ଆଉ ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଟ୍ୱିଟ କରି ସୋନୁ ନେଗେଟିଭ୍ ଥିବା ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଗତ ୧୭ ତାରିଖରେ ସୋନୁ କରୋନା ପଜିଟିଭ ଚିହ୍ନଟ ହେବା

ପାକିସ୍ତାନକୁ ଧୂଳି ଚଟାଇଲା ଜିମ୍ବାୱେ

ହରାରେ : ବିଶ୍ୱ କ୍ରିକେଟର ଅନ୍ୟତମ ଦୁର୍ବଳ ଦଳ ଜିମ୍ବାୱେ ପାକିସ୍ତାନକୁ ଜୋରଦାର ଝଟକା ଦେଇଛନ୍ତି । ପ୍ରଥମ ଟି-୨୦ରେ ଅଳ୍ପକେ ବିଜୟରୁ ବଂଚିତ ହୋଇଥିବା ଜିମ୍ବାୱେ ଦ୍ୱିତୀୟ ମ୍ୟାଚରେ କିନ୍ତୁ ସୁମଧୁର ପ୍ରତିଶୋଧ ନେଇଛି । ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୧୧୮ ରନ୍ କରିଥିବାବେଳେ ସହଜ ବିଜୟ

ଟ୍ୱିନସିଟିରେ ୬୮ ପଏଣ୍ଟରେ କଡ଼ା ଚେକିଂ

ଭୁବନେଶ୍ୱର: ନାଇଟ କର୍ଫ୍ୟୁ ଓ ସଟଡାଉନ ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା | କଟକରେ ୨୫ ଜାଗାରେ ଭୁବନେଶ୍ୱରରେ ୪୩ ଜାଗାରେ ନାକାବନ୍ଦୀ କରାଯିବ | ସିଲଭର ସିଟି କଟକରେ ୧୨ପ୍ଲାଟୁନ ଫୋର୍ସ ଓ ୧୦୦ ଅଫିସର ନିୟୋଜିତ ହେବେ| ସେହିଭଳି ରାଜଧାନୀ ଭୁବନେଶ୍ୱରରେ ୨୦ ପ୍ଲାଟୁନ

ଫେରିଲେ ଅକ୍ଷର, ଡିସି କ୍ୟାମ୍ପରେ ଖୁସିର ଲହରୀ

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲସ କ୍ୟାମ୍ପରେ ଏବେ ଖୁସିର ଲହରୀ । ଦଳ ଏବେ ଭଲ ପ୍ରଦର୍ଶନ କରୁଛି । ଏହି ଖୁସି ବଢିଯାଇଛି । ସ୍ପିନ ଅଲରାଉଣ୍ଡର ଅକ୍ଷର ପଟେଲ ଏବେ ସୁସ୍ଥ ହୋଇଯାଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ସେ ଦିଲ୍ଲୀ କ୍ୟାପିଟାଲ୍ସ ସ୍କ୍ୱାଡକୁ

ଅକ୍ସିଜେନ ସଙ୍କଟ: ​ଓଡିଶାରୁ ଅକ୍ସିଜେନ ଯିବ ତେଲେଙ୍ଗାନା

ଭୁବନେଶ୍ୱର: କୋଭିଡ ମହାମାରୀର ସଙ୍କଟ ଘନୀଭୂତ ହୋଇଥିବାବେଳେ ବିଭିନ୍ନ ରାଜ୍ୟରେ ରୋଗୀଙ୍କ ଚିକିତ୍ସା ପାଇଁ ଅକ୍ସିଜେନ୍‌ର ଘୋର ଅଭାବ ଦେଖାଦେଇଛି । ଏଭଳି ସ୍ଥିତିରେ ଓଡିଶା , ଅନ୍ୟ ରାଜ୍ୟଗୁଡିକୁ ସହାୟତାର ହାତ ବଢାଇଛି । ଅନ୍ୟ ରାଜ୍ୟକୁ ଓଡିଶା ଅକ୍ସିଜେନ ଯୋଗାଇବା ଜାରି ରଖିଛି ।

କୋଭିଡ୍ ହସ୍ପିଟାଲରେ ନିଆଁ ଲାଗି ୧୩ ରୋଗୀ ମୃତ୍ୟୁ

ମହାରାଷ୍ଟ୍ର: ଦେଶରେ ସଂକ୍ରମଣ ସଂଖ୍ୟା ବଢି ଚାଲୁଥିବା ସମୟରେ ମହାରାଷ୍ଟ୍ର ପିଛା ଛାଡ଼ୁନି ଦୁର୍ଭାଗ୍ୟ । କିଛିଦିନ ତଳେ ଅକ୍ସିଜେନ ଲିକ୍ ପରେ ଅକ୍ସିଜେନ୍ ଅଭାବରୁ ନାସିକର ଏକ ହସ୍ପିଟାଲରେ ୨୪ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଥିଲେ । ଆଜି ମହାରାଷ୍ଟ୍ର ଭିରାରର ଏକ ହସ୍ପିଟାଲରେ ଭୟାବହ