Odia News Portal

ଦୁଇ ଶିଶୁଙ୍କୁ ଅନାଥ କରିଦେଲା କରୋନା

ଯାଜପୁର: ଦୁନିଆ କଣ ଜାଣିବା ଆଗରୁ କରୋନା କରିଦେଲା ଅନାଥ । ବାପା ମା ଛେଉଣ୍ଡ ହୋଇଗଲେ ଦୁଇ କୁନି କୁନି ପିଲା । ଜଣେ କୋଳ ଛାଡିନି ଆଉ ଜଣେ ଭଲରେ ଚାଲିବା ଶିଖିନି । ଏମିତିକା ବୟସରେ ବାପା, ମା ଡକାଡକି ହୋଇ ଆରପାରିକୁ ଚାଲିଗଲେ ହେଲେ ଦୁଖ ଦରିଆରେ ଏକା ହୋଇଗଲେ ଏହି ଦୁଇ ଶିଶୁ । ଯାଜପୁର…

ଜେଲରେ ବିଚାରାଧିନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ବାଲେଶ୍ୱର: ବାଲେଶ୍ୱର ସୋର ସବଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ। ମୃତ ବିଚାରାଧୀନ କଏଦୀଙ୍କ ଘର ଭଦ୍ରକ ଜିଲ୍ଲାରେ ବୋଲି ସୂଚନା ମିଳିଛି । ୨ମାସ ପୂର୍ବରୁ କରୋନା ପାଇଁ ଭଦ୍ରକରୁ ସୋର ସବଜେଲକୁ ସ୍ଥାନାନ୍ତର ହୋଇଥିଲେ । ଗତକାଲି ଅସୁସ୍ଥ ଅନୁଭବ କରିବାରୁ ରାତି ଗୋଟାଏ ବେଳେ…

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଫଟୋଥିବା ପୁସିଂ କାର୍ଡ ଚିରିଲେ ବିଜେପି କର୍ମୀ

ବାଲେଶ୍ୱର: ରାଜ୍ୟରେ ଥମିବାର ନାଁ ଧରୁନି ପୋଷ୍ଟର ରାଜନୀତି । ଟିକାକେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବାକୁ ବିଜେପି ବିରୋଧ କରୁଛି । ତେବେ ଆଜି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀଙ୍କ ଉପସ୍ଥିତିରେ ବିଜେପି କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ପୁସିଂ କାର୍ଡ ଚିରିବା ସହ ପାଟିତୁଣ୍ଡ କରୁଥିବା…

ସ୍ୱାଧିକାର ନ୍ୟୁଜର ମହାପ୍ରଭାବ, ଅସହାୟଙ୍କୁ ମିଳିଲା ସହାୟତା

ମାହାଙ୍ଗା: ଖବର ବାଜିଲା , ପ୍ରଭାବ ପଡିଲା । ଅସହାୟଙ୍କ ପାଖେ ପହଁଚିଲା ସହାୟତାର ହାତ । ଆଉ ସହାୟତାର ହାତ ବଢାଇଲେ ସାମାଜିକ ସଙ୍ଗଠନ । ସ୍ୱାଧିକାର ନୁଜ୍ର ମହାପ୍ରଭାବ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଓଡଖଣ୍ଡ ଗାଁର ଜିତୁନ କୁମାର ଦାସ । ଗଲା ୨ ବର୍ଷ ହେବ କିଡ୍‌୍‌ନୀ ରୋଗରେ ଆକ୍ରାନ୍ତ…

ଶ୍ମଶାନ ଧୂଆଁରେ ଆକ୍ତାମାକ୍ତା ଭୁବନେଶ୍ୱର ସତ୍ୟନଗର

ଭୁବନେଶ୍ୱର: ଲିଭୁନି ଯୁଈ, ବୁଝୁନି ମନ । ଶ୍ମଶାନ ଧୂଆଁରେ ଆକ୍ତାମାକ୍ତା ଭୁବନେଶ୍ୱର ସତ୍ୟନଗର । କୋଭିଡ ହେଉ କି ଅଣକୋଭିଡ, ଦିନ ସାରା ମଶାଣୀରେ ଶବପୋଡା ବନ୍ଦ ହେଉନି । ଯାହାକୁ ନେଇ ସତ୍ୟନଗର ଶ୍ମସାନ ସ୍ଥାନାନ୍ତର ନେଇ ଦାବି ଉଠିଛି । ଆଜି ସତ୍ୟନଗର ଲେଡିଜ ଫୋରମ ସହ ସହୀଦନଗର ବାସିନ୍ଦା…

ଆଇସ୍‌କ୍ରିମରେ ଶ୍ରୀଜିଉ

ପୁରୀ: କରୋନା ମହାମାରୀ କାରଣରୁ ଫିକା ପଡିଛି ପୁରୀ ସ୍ନାନ ଯାତ୍ରା । ଏହି ସମୟରେ ଜଣେ ଭକ୍ତ ଆଇସକ୍ରିମ କାଠରେ ମହାପ୍ରଭୁଙ୍କ ଗଜାନନ ବେଶ କରିଛନ୍ତି । ଏହି ଭକ୍ତ ଜଣକ ହେଉଛନ୍ତି ପୁରୀର ଜଣେ ଇଞ୍ଜିନିୟର ଛାତ୍ର ବିଶ୍ୱଜିତ୍‌ ନାୟକ । ସେ ଦୀର୍ଘ ୧୫ ଦିନରେ ମୋଟ ୧୪୭୫ଟି ଆଇସ୍‌କ୍ରିମ କାଠିରେ…

ନବମ ଓ ଦଶମ ଶ୍ରେଣୀର ଶତକଡ଼ା ୩୦ ପ୍ରତିଶତ ସିଲାବସ ହ୍ରାସ

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ସ୍କୁଲ ଖୋଲୁନାହିଁ । ଅନଲାଇନରେ ଛାତ୍ର ଛାତ୍ରୀମାନେ ପାଠ ପଢ଼ୁଛନ୍ତି । ତେବେ ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମଧ୍ୟ ନବମ ଓ ଦଶମ ଶ୍ରେଣୀର ଶତକଡ଼ା ୩୦ ପ୍ରତିଶତ ପାଠ୍ୟକ୍ରମ ହ୍ରାସ କରାଯାଇଛି । ଆଜି ଏନେଇ ସୂଚନା ଦେଇଛନ୍ତି ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ…

ଦେଶରେ ୩କୋଟି ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୫୦ ହଜାରରୁ କିଛି ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୧.୩ ହଜାରରୁ ସାମାନ୍ୟ ଅଧିକ ଥିବା ରେକର୍ଡ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର…

ରାଜ୍ୟରେ କମୁନି କରୋନା ଜନିତ ମୃତ୍ୟୁ ସଂଖ୍ୟା, ଆଜି ୪୬ ମୁଣ୍ଡନେଲା ମହାମାରୀ

ଭୁବନେଶ୍ୱର: ରାଜ୍ୟରେ ଯଦିଓ କରୋନାର ପ୍ରକୋପ କମିବାରେ ଲାଗିଛି ତଥାପି ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି । ପ୍ରତିଦିନ ସେହି ୪୦ରୁ ଉପରକୁ ରହୁଛି ମୃତକଙ୍କ ସଂଖ୍ୟା । ଆଜି ୪୬ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ରାଜ୍ୟରେ ମୃତ ୪୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭…

ସ୍ୱାମୀକୁ ନିର୍ମମ ଭାବେ ହତ୍ୟା କଲା ସ୍ତ୍ରୀ

ଗଞ୍ଜାମ: ସ୍ୱାମୀର ମୁଣ୍ଡ ଗଣ୍ଡି ଅଲଗା କଲା ସ୍ତ୍ରୀ । ସ୍ୱାମୀକୁ ଅତି ନିର୍ମମଭାବେ ହତ୍ୟା କରିଥିବା ଅଭିଯୋଗ । ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ନୂଆଗଡ଼ ଗାଁରେ ଘଟିଛି ଏଭଳି ଅମାନୁଷିକ ହତ୍ୟାକାଣ୍ଡ । ଅଭିଯୁକ୍ତ ମହିଳା ଝିଲ୍ଲୀ ନାୟକକୁ ପୋଲିସ ଗିରଫ କରିଛି । ସେପଟେ ମୃତ ଭଗିଆଙ୍କ ମୃତଦେହକୁ…