Odia News Portal

କୋଭିଡ୍ ସଂକ୍ରମିତଙ୍କ ପାଇଁ ବଦଳିଲା ହସ୍ପିଟାଲ ନିୟମ

ଭୁବନେଶ୍ୱର: ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ସମୟରେ ଆକ୍ରାନ୍ତଙ୍କ ପାଇଁ ବଦଳିଛି ହସ୍ପିଟାଲର ନିୟମ । ଏଣିକି ହସ୍ପିଟାଲରେ ଆଡମିସନ ପାଇଁ ଆଉ ଦରକାର ନାହିଁ କୋଭିଡ୍ ପଜିଟିଭ୍ ରିପୋର୍ଟ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିୟମ ବଦଳାଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଏହି ଖବର

ପ୍ରତାପ ଜେନାଙ୍କ ସମେତ ୪ ବିଜେଡି ନେତା ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଧିରେ ଧିରେ ବଢ଼ି ଚାଲିଛି | ରାଜ୍ୟରେ ଆଜି ୧୧ ହଜାର ପାର ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା |ଆଉ ଏହି ମଧ୍ୟରେ ବିଜେଡ଼ି ଦଳର ବରିଷ୍ଠ ନେତା ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ଚାରି ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ନେଇ ଦଳର

‘ଓଡିଶା କ୍ଷୁଦ୍ରଶିଳ୍ପ ନିଗମ’ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ଲକ୍ଷ ପ୍ରଦାନ

ଭୁବନେଶ୍ବର: କରୋନାର ଏହି ଘଡିସନ୍ଧି ମୁହୂର୍ତ୍ତରେ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ‘ଓଡିଶା କ୍ଷୁଦ୍ରଶିଳ୍ପ ନିଗମ’ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ଲକ୍ଷ ଟଙ୍କା ପ୍ରଦାନ କରିଛି ।ଏହି ସନ୍ଦର୍ଭରେ ନିଗମର ଅଧ୍ୟକ୍ଷ ଚିନ୍ମୟ କୁମାର ସାହୁ ଏବଂ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ୍ତ

ବଲିଉଡ କୁଇନ୍ କଙ୍ଗନାଙ୍କୁ ହେଲା କରୋନା

ମୁମ୍ବାଇ: ଦେଶରେ ଏବେ ସଂକ୍ରମଣ ଦୃତଗତି ମାଡ଼ି ଚାଲିଛି ।ଆଉ ଏହା ମଧ୍ୟରେ କରୋନା କାୟା ବଲିଉଡ୍ ଜଗତକୁ ମଧ୍ୟ ଆକ୍ରାନ୍ତ କରିଛି । ଆଜି ବଲିଉଡ ଅଭିନେତ୍ରୀ କୁଇନ୍ କଙ୍ଗନା ରାଣାୱତ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏନେଇ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ଏହାସହ

ଏସପ୍ଲାନେଡ ମଲ ପାର୍କିଂରେ ବୟସ୍କଙ୍କ ପାଇଁ ଟିକା

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣର ମାତ୍ରା ବୃଦ୍ଧି ପାଉଥିବା ସମୟରେ ଟୀକାକରଣ ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି । କୋଭିଡ ଟିକା ନେବାକୁ ବିଭିନ୍ନ ସ୍ଥାନରେ ଭିଡ ଜମୁଥିବା ବେଳେ ଟିକା ଦାନ କେନ୍ଦ୍ରରେ ବ୍ୟବସ୍ଥାକୁ ସୁଦୃଢ କରିବା ନିମନ୍ତେ ବିଏମସି ପକ୍ଷରୁ ୪୫ ବର୍ଷରୁ ଅଧିକ ଲୋକଙ୍କ ପାଇଁ

୧୮ବର୍ଷରୁ କମ୍ ବୟସର ପିଲାଙ୍କୁ ଟିକା ମିଳିବ କି ନାହିଁ ?

ବିଶ୍ୱ କରୋନା ସଂକଟ ଦେଇ ଗତି କରୁଛି । ଆଉ ଏହି ମହାମାରୀରେ ସଂଜୀବନି ସାଜିଛି କେବଳ କରୋନା ଟିକା । ତେବେ ପ୍ରଥମରୁ ୪୫ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ଟିକା ମିଳୁଥିବା ବେଳେ ଏବେ ୧୮ବର୍ଷରୁ ୪୫ବର୍ଷ ବୟସ୍କଙ୍କୁ ଟିକା ମିଳୁଛି । ତେବେ ଏହାରି ଭିତରେ ପ୍ରଶ୍ନ ଉଠିଛି ୧୮ବର୍ଷରୁ କମ୍ ବୟସର

୧୨ ରୁ ୧୫ ବର୍ଷ ପିଲାଙ୍କୁ କରୋନା ଟିକା

ବିଶ୍ୱ କରୋନା ସଂକଟ ଦେଇ ଗତି କରୁଛି । ଆଉ ଏହି ମହାମାରୀରେ ସଂଜୀବନି ସାଜିଛି କେବଳ କରୋନା ଟିକା । ତେବେ ପ୍ରଥମରୁ ୪୫ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ଟିକା ମିଳୁଥିବା ବେଳେ ଏବେ ୧୮ବର୍ଷରୁ ୪୫ବର୍ଷ ବୟସ୍କଙ୍କୁ ଟିକା ମିଳୁଛି । ତେବେ ଏହାରି ଭିତରେ ପ୍ରଶ୍ନ ଉଠିଛି ୧୮ବର୍ଷରୁ କମ୍ ବୟସର

ଲକ୍ ଡାଉନରେ ପରିଚୟପତ୍ର ଥିଲେ ବି ଛାଡିବନି ପୁଲିସ

ଭୁବନେଶ୍ୱର- ଲକ୍ ଡାଉନ ଓ ସପ୍ତାହାନ୍ତ ସଟ୍ ଡାଉନ ବେଳେ ଅନେକ ବ୍ୟକ୍ତି ବିଭିନ୍ନ ସଂସ୍ଥାର ପରିଚୟପତ୍ର ଦେଖାଇ ଯାତାୟତ କରୁଛନ୍ତି । ତେବେ ଅନେକ ଫେକ୍ ଆଇଡି କାର୍ଡ ବା ଜାଲ ପରିଚୟ ପତ୍ର ଦେଖାଉଛନ୍ତି । ଯାହା ଏବେ ପୁଲିସ ପାଇଁ ମୁଣ୍ଡବିନ୍ଧା ସାଜିଛି । ବଡକଥା ହେଲା, ଗଣମାଧ୍ୟମ ସଂସ୍ଥା