Odia News Portal

ଆଜିଠୁ ୧୦ ଜିଲ୍ଲାରେ ଜାରି ହେବ ରାତ୍ରୀକାଳୀନ କର୍ଫ୍ୟୁ

ଭୁବନେଶ୍ବର: ଓଡ଼ିଶାରେ କରୋନା ସଂକ୍ରମଣ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଥିବାରୁ ରାଜ୍ୟକୁ ପୁନର୍ବାର ନାଇଟକର୍ଫ୍ୟୁ ଫେରିଛି । ଆଜିଠୁ ୧୦ ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି ହେବା । ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବ। ସଂକ୍ରମଣକୁ ଦୃଷ୍ଟିରେ ରଖି ୧୦ଟି

ଗୋଲମରିଚ ଦେଇଥାଏ ଶରୀରକୁ ଏହି ସବୁ ଫାଇଦା

ଭୁବନେଶ୍ବର: ଗୋଲମରିଚ ମଧ୍ୟରେ ଅନେକ ଉପକାରିତା ରହିଛି କିନ୍ତୁ ଖୁବ୍ କମ ଲୋକ ସେ ସବୁ ଉପକାରିତା ବିଷୟରେ ଜାଣନ୍ତି । ଗୋଲମରିଚକୁ କେବଳ ମସଲା ରୂପେ ବ୍ୟବହାର କରାଯାଏ ନାହିଁ ବରଂ ଏଥିରେ ଅନେକ ଔଷଧୀୟ ଗୁଣ ମଧ୍ୟ ଭରପୂର ମାତ୍ରାରେ ରହିଥାଏ । ଯଦି ଆପଣ ଗୋଲମରିଚର ଉପକାରିତା ବିଷୟରେ ଜାଣି

ଆଉ ଜଣେ ଅଭିନେତ୍ରୀଙ୍କୁ ହରାଇଲା ବଲିଉଡ୍

ମୁମ୍ବାଇ: ଗତବର୍ଷ ବଲିଉଡର ବହୁ ନାମୀଦାମୀ କଳାକାରଙ୍କର ଦେହାନ୍ତ ହୋଇଥିବାବେଳେ ଚଳିତ ବର୍ଷ ଆଉ ଏକ ଜଣେ ବିଶିଷ୍ଟ ଅଭିନେତ୍ରୀଙ୍କର ଦେହାନ୍ତ ହୋଇଛି । ଯାହାକି ବଲିଉଡ୍ ଜଗତରେ ଶୋକର ଛାୟା ଖେଳାଇ ଦେଇଛି । ବଲିଉଡର ବରିଷ୍ଠ ଅଭିନେତ୍ରୀ ଶଶିକଳା ଜାବଲକର ୮୮ବର୍ଷ ବୟସରେ ମୁମ୍ବାଇର

ସୈତାନର ବେଦ ପାଠ କରୁଛି ବିଜେପି : ପ୍ରମିଳା

ଭୁବନେଶ୍ୱର : ଗଣତନ୍ତ୍ରର ପବିତ୍ର ମନ୍ଦିରରେ ବାଚସ୍ପତିଙ୍କ ଉପରକୁ ଜୋତା ଫୋପାଡିବା ଭଳି ଅତ୍ୟନ୍ତ ଅଶୋଭନୀୟ ଓ ଲଜ୍ଜାଜନକ ଘଟଣା ଘଟାଇବାପରେ ବିଜେପି ବିଧାୟକମାନେ ରାତି ସାରା ଗାନ୍ଧୀମୂର୍ତ୍ତି ତଳେ ବସିବା ସଇତାନର ବେଦପାଠ ସଦୃଶ । ଓଡିଶାବାସୀ ବିଜେପି ନେତାଙ୍କ ଏଭଳି ସଇତାନୀ କାରବାରକୁ

ବିନା ଦର୍ଶକରେ ଆଇପିଏଲ : ଜୈବ ନିରାପତ୍ତା ବଳୟରେ ସବୁ ଖେଳାଳି

ନୂଆଦିଲ୍ଲୀ : ଦେଶରେ କରୋନା ପ୍ରକୋପକୁ ଦୃଷ୍ଟିରେ ଚଳିତ ବର୍ଷ ଆଇପିଏଲ ବିନା ଦର୍ଶକରେ ଆୟୋଜିତ ହେବ। ଏ ନେଇ ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା ରବିବାର ଏହାର ସୂଚନା ଦେଇଛନ୍ତି। ୬ଟି ଷ୍ଟାଡିୟମରେ ଆଇପିଏଲର ୧୪ତମ ସଂସ୍କରଣ ଆୟୋଜନ ହେବ। ଖେଳାଳି, ଆୟୋଜକ ସଦସ୍ୟ, ସପୋର୍ଟ ଷ୍ଟାଫ

କରୋନା ନିୟନ୍ତ୍ରଣ ପାଇଁ ପଞ୍ଚସୂତ୍ରୀ ଯୋଜନା

ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ୱିତୀୟ ଲହରର ସଂକ୍ରମଣ ଏବେ ଦେଶକୁ କବଳିତ କରିବାରେ ଲାଗିଲାଣି । ପରିସ୍ଥିତି ଏବେ ଗମ୍ଭୀର ଆଡକୁ ଗତି କରୁଛି । ଦେଶବ୍ୟାପୀ ପୁଣି ଥରେ ଲକ୍ଡାଉନ୍ ଫେରିବ ବୋଲି ବିଚାରବିମର୍ଷ ଚାଲିଛି । ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରବିବାର

ଅକ୍ଷୟଙ୍କ ପରେ କରୋନାରେ ଆକ୍ରାନ୍ତ ହେଲେ ଗୋବିନ୍ଦା

ନୂଆଦିଲ୍ଲୀ: ସମ୍ପୂର୍ଣ୍ଣ ବଲିଉଡ୍ ଜଗତକୁ ଗ୍ରାସ କରିଛି କରୋନା ମହାମାରୀ ।ଆଜି ଗୋଟିଏ ଦିନରେ ବଲିଉଡ୍ ର ଦୁଇ ଅଭିନେତା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ପ୍ରଥମେ ଖିଲାଡ଼ି କୁମାର ଅକ୍ଷୟ କରୋନା ପଜିଟିଭ୍ ହୋଇଥିବା ସୂଚନା ମିଳିଥିବା ବେଳେ ଏବେ ଗୋବିନ୍ଦା ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି