Odia News Portal

ଲୋକପ୍ରିୟ କଳାକାର ବିକ୍ରମଙ୍କ ମୃତ୍ୟୁ

ମୁମ୍ବାଇ: କରୋନା ନେଲା ଆଉ ଜଣେ ବଲିଉଡ କଳାକାରଙ୍କ ଜୀବନ । ବଲିଉଡ ସିନେମା,ଛୋଟପରଦା ଓ ୱେବ ସିରିଜର ଲୋକପ୍ରିୟ କଳାକାର ବିକ୍ରମ କନୱରପାଲଙ୍କ ୫୨ବର୍ଷ ବୟସରେ ମୃତ୍ୟୁ ହୋଇଛି । ବିକ୍ରମ କରୋନାରେ ଆକ୍ରାନ୍ତ ହୋଇ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଫିଲ୍ମ

ଦେଶରେ ପ୍ରତିଷ୍ଠା ହେବ ୧୦ ହଜାର ଅକ୍ସିଜେନ ସଂଯୁକ୍ତ ବେଡ୍

ନୂଆଦିଲ୍ଲୀ: କୋଭିଡ୍-୧୯ ମହାମାରୀକୁ ଦୃଢ଼ତାର ସହ ଲଢ଼ିବା ଦିଗରେ ଇସ୍ପାତ୍ ଶିଳ୍ପର ଭୂମିକା ଏବଂ ଯୋଗଦାନ ଉପରେ ଶୁକ୍ରବାର ସରକାରୀ ଏବଂ ଘରୋଇ ଇସ୍ପାତ୍ ଶିଳ୍ପର ମୁଖ୍ୟ ଓ ଅଧିକାରୀ ମାନଙ୍କ ସହ ଏକାଧିକ ବୈଠକ କରି ବିସ୍ତୃତ ଭାବେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କୋଭିଡ୍ ହସ୍ପିଟାଲ ହେଲା ତାଳଚେର ଏମସିଏଲ୍ ହସ୍ପିଟାଲ

*ଅନୁଗୁଳ ଜିଲ୍ଲା ଓ ଆଖପାଖ ଅଂଚଳର କୋଭିଡ୍ ରୋଗୀ ଉପକୃତ ହେବେ - ଧର୍ମେନ୍ଦ୍ର ପ୍ରଧାନ *ଗତ ଏପ୍ରିଲ ୨୦ ତାରିଖରେ ଏ ନେଇ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଅନୁରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | * ମେଡିକାଲରେ ଆନୁଷଙ୍ଗିକ ବ୍ୟବସ୍ଥା କରିଥିବାରୁ…

ବାଲୁକାକଳା ମାଧ୍ୟମରେ କୋଭିଡ ସଚେତନତା

ପୁରୀ: ଦେଶରେ କୋଭିଡ ସଂକ୍ରମଣ ଏବେ ଧୃତ ଗତିରେ ବ୍ୟାପୁଥିବା ବେଳେ ସମସ୍ତ ଜନ ସାଧାରଣ ସରକାରଙ୍କ କୋଭିଡ ଗାଇଡ଼ ଲାଇନ ମାନିବା ଉଚିତ। ଏଥି ସହିତ ସଟ ଡାଉନ ଓ ଲକ ଡାଉନ ନିୟମ କୁ ମଧ୍ୟ ପ୍ରତେକ ବ୍ୟକ୍ତି ମାନିବା ଉଚିତ। ଏଥି ସହିତ ୬ ଫୁଟ ଦୂରତା , ମାସ୍କ ପିନ୍ଧିବା ଏବଂ କୋଭିଡ ଟୀକା ନିଶ୍ଚିତ

ଶେଷହେଲା ଶ୍ରୀକ୍ଷେତ୍ର ସାହିଯାତ୍ରା

ଶ୍ରୀରାମ ନବମୀ ଠାରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ୍ରା ଶେଷ ହୋଇଛି | ଶ୍ରୀରାମ ଜନ୍ମ ନୀତି ଠାରୁ ସାହିଯାତ ଆରମ୍ଭ ହୋଇଥିଲା | ଗତକାଲି ରାବଣ ବଧ ନୀତିରେ ଶେଷ ହୋଇଛି | ମହାପ୍ରଭୁଙ୍କ ଅଜ୍ଞାମାଳ ପାଇବା ପରେ ବାଲିସାହି ରାବଣ ବାହାରି ସାହି ପରିକ୍ରମା କରି ଜମ୍ବେଶ୍ୱର ମନ୍ଦିରରେ

ରାଜ୍ୟରେ ଆଉ ୧୧ ଆକ୍ରାନ୍ତ ପ୍ରାଣ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦,୪୧୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୧ ଜଣ ଆକ୍ରାନ୍ତ ପ୍ରାଣ ନେଇଛି କରୋନା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା

ରାହୁଲ, ବ୍ରାର ଦେଲେ ପଞ୍ଜାବକୁ ବିଜୟ

ଅହମଦାବାଦ : ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯ଼ାଇଥିବା ଆଇପିଏଲର ୨୬ତମ ମ୍ୟାଚରେ ପଂଜାବ ବାଙ୍ଗାଲୋରକୁ ୩୪ ରନରେ ପରାସ୍ତ କରିଛି । ପଂଜାବ ଦ୍ବାରା ଧାର୍ୟ଼୍ୟ ୧୮୦ ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯ଼ାଇ ବାଙ୍ଗାଲୋର ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୪୫ ରନ କରିବାକୁ ସକ୍ଷମ