Odia News Portal

ପ୍ରେମ ଲାଗି ସ୍ୱାମୀ ଏବଂ ଦୁଇ ଛୁଆଙ୍କୁ ଛାଡ଼ି ପ୍ରେମିକର ହାତ ଧରିଲେ ମହିଳା

ବଲାଙ୍ଗୀର: ପ୍ରେମ ମଣିଷକୁ ଅନ୍ଧ କରିଦିଏ । ଆଉ ପ୍ରେମ ଦେଖେନା ବୟସର ତାରତମ୍ୟ । ଜଣେ ବିହାହିତା ୩୩ ବର୍ଷୀୟା ମହିଳା ନିଜଠାରୁ ୧୧ବର୍ଷ ସାନ ଯୁବକଙ୍କୁ ବିବାହ କରିଛନ୍ତି । ନିଜର ଦୁଇପୁଅ ଏବଂ ସ୍ୱାମୀଙ୍କୁ ଛାଡ଼ି ଶେଷରେ ପ୍ରେମିକର ହାତ ଧରିଛନ୍ତି ସେ । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା…

ଅମାନିଆଙ୍କୁ ସାବାଡ଼ କଲା ପ୍ରଶାସନ

ଉମରକୋଟ: ଲକଡାଉନରେ ଉମରକୋଟ ସହରରେ ଦୋକାନ ଖୋଲି ବେପାର କରୁଥିଲେ, ହଠାତ ପହଞ୍ଚିଗଲା ପୋଲିସ । ଆଉ କାଟିଲା ମୋଟା ଅଙ୍କର ଫାଇନ୍ । ଲକଡାଉନରେ ବାରମ୍ବାର ବାରଣ କରିବା ସତ୍ତ୍ୱେ ଦୋକାନ ଖୋଲି ବେପାର କରୁଥିବା ଦୁଇଜଣ ଅମାନିଆ ଦୋକାନୀଙ୍କଠାରୁ ୧୫ହଜାର ଟଙ୍କା ଜୋରିମାନା କାଟିଥିବା ବେଳେ ଏକ…

ପ୍ରେମ ପାଇଁ ସାଙ୍ଗର ଜୀବନ ନେଲା ସାଙ୍ଗ

ରାୟଗଡ଼ା: ବନ୍ଧୁ ଶବ୍ଦରେ ଲାଗିଲା କଳଙ୍କ । ପ୍ରେମ ପାଇଁ ସାଙ୍ଗକୁ ହତ୍ୟା କଲା ସାଙ୍ଗ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ପୋଙ୍ଗିଲି ଅଂଚଳରେ ଘଟିଛି ଏଭଳି ହତ୍ୟାକାଣ୍ଡ । ରୁମାନ ତ୍ତବଗର୍ତ୍ତି ବିକାଶ ଭଟ୍ଟ ଓ ପ୍ରଶାନ୍ତ ବଗର୍ତ୍ତି ସହ ମିଶି ଉମାକାନ୍ତ କାଣ୍ଡଙ୍କୁ ହତ୍ୟା କରିଛନ୍ତି ।…

ଗଛକଟାରୁ ସଂଘର୍ଷ

ବିନିକା: ଝିମିଟି ଖେଳରୁ ମହାଭାରତ ହେବା ଭଳି ସାମାନ୍ୟ ଗଛକଟାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ହୋଇଛି ସଂଘର୍ଷ । ଉଭୟ ଉଭୟଙ୍କୁ ଆକ୍ରମଣ ଏବଂ ପ୍ରତିଆକ୍ରମଣ କରିଛନ୍ତି । ସବୁର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଭବାନୀପାଲି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୋଟିଏ ପରିବାରର ଦୁଇ…

ନନ୍ଦକିଶୋର ପଟ୍ଟନାୟକଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: କରୋନାରେ ବରିଷ୍ଠ ଫୁଟବଲ୍‌ କୋଚ୍‌ ନନ୍ଦକିଶୋର ପଟ୍ଟନାୟକଙ୍କ ପରଲୋକ ହୋଇଛି। କରୋନାରେ ଆକ୍ରାନ୍ତ ହୋଇ ସେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କ ଦେହାନ୍ତ ହୋଇଛି । ତେବେ ତାଙ୍କ ମୃତ୍ୟୁରେ ସମସ୍ତ କ୍ରୀଡା ଜଗତରେ ଦୁଃଖର ଛାୟା ଖେଳିଯାଇଛି…

ଷ୍ଟ୍ରେଚରରେ ୨ କିଲୋମିଟର ବୁହାହେଲେ ଗର୍ଭବତୀ

ବିଷମକଟକ: ଗାଁକୁ ପକ୍କା ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ । ଶେଷରେ ଷ୍ଟ୍ରେଚରରେ ଦୁଇ କିଲୋମିଟର ବୁହାହେଲେ ଗର୍ଭବତୀ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସାରାଫାଶ ଗାଁରୁ ଆସିଛି ଏଭଳି ଅଭାବନୀୟ ଦୃଶ୍ୟ । ଗାଁର ସାମୁଦୁ ମାଝୀଙ୍କ ସ୍ତ୍ରୀ ବାସନ୍ତୀ ମାଝୀଙ୍କୁ ଷ୍ଟ୍ରେଚରରେ ବୁହା…

କରୋନାରେ ବରିଷ୍ଠ ଫୁଟବଲ୍‌ କୋଚ୍‌ ନନ୍ଦକିଶୋର ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗୁଥିବା ସମୟରେ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ।ତେବେ କରୋନା ସଂକ୍ରମଣରେ ବହୁ ବରିଷ୍ଠ ଲୋକଙ୍କର ପରଲୋକ ଘଟୁଥିବା ସମୟରେ ଆଜି ବରିଷ୍ଠ ଫୁଟବଲ୍‌ କୋଚ୍‌ ନନ୍ଦକିଶୋର ପଟ୍ଟନାୟକଙ୍କ…

ଆଜି ସର୍ବାଧିକ ୩୭ ଆକ୍ରାନ୍ତ ପ୍ରାଣ ନେଲା ମହାମାରୀ

ଭୁବନେଶ୍ୱର: ରାଜ୍ୟରେ କିଛିଦିନ ହେବ ସଂକ୍ରମଣ କମିଥିବା ସମୟରେ କରୋନା ମୃତ୍ୟୁ ସଂଖ୍ୟାରେ କିନ୍ତୁ ଲଗାମ ଲାଗୁ ନାହିଁ । ମହାମାରୀର ଏହି ସମୟରେ ଲୋକ ନିଜ ପ୍ରୀୟଜନଙ୍କ ଅନ୍ତିମ ସତ୍କାର ପରେ ଅସ୍ଥି କଳସ ମଧ୍ୟ ସାଙ୍ଗରେ ନେଇ ଯିବା ପାଇଁ ଡରୁଛନ୍ତି ।ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୮୭୩୫ ଜଣ…

ବଢୁଛି ସଂକ୍ରମଣ: ୮୭୩୫ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମିବାର ନା ଧରୁନି ସଂକ୍ରମଣ ।କିଛି ଦିନ ହେବ ରାଜ୍ୟରେ ସାମାନ୍ୟ ମାତ୍ରାରେ ସଂକ୍ରମଣ କମିଥିବା ସମୟରେ ଆଜି ପୁଣି ଥରେ ବଢ଼ିବାରେ ଲାଗିଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୮୭୩୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ…