Sign in
Sign in
Recover your password.
A password will be e-mailed to you.
ସ୍ୱର୍ଗଦ୍ୱାର ରୂପାନ୍ତରଣ କାର୍ଯ୍ୟ ସମୀକ୍ଷା କଲେ ପୂର୍ତ୍ତ ସଚିବ
ଭୁବନେଶ୍ବର: ପୂର୍ତ୍ତ ବିଭାଗ ସଚିବ କ୍ରିଷ୍ଣନ କୁମାର ଏବଂ ପୁରୀ ଜିଲ୍ଲାପାଳ ସମେତ ଅନେକ ବରିଷ୍ଠ ଅଧିକାରୀ ଆଜି ସ୍ୱର୍ଗଦ୍ୱାର ଯାଇ ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି | ସ୍ୱର୍ଗଦ୍ୱାର ରୂପାନ୍ତରଣ କାର୍ଯ୍ୟ ପୂରା ହେବା ପୂର୍ବରୁ ନିମ୍ନଲିଖିତ କାର୍ଯ୍ୟଗୁଡ଼ିକ ସମ୍ପୂର୍ଣ୍ଣ ହେବ ଯଥା:!-->…
ମାଓବାଦୀଙ୍କ ହୀନ ଚକ୍ରାନ୍ତ, ଯବାନଙ୍କୁ ଅପହରଣ
ମାଲକାନଗିରି : ବିଜାପୁରରେ ମାଓବାଦୀଙ୍କ ହମଲା ପରେ ସୁରକ୍ଷାକର୍ମୀମାନେ ନିଜ ରଣକୌଶଳ ବଦଳାଇଛନ୍ତି । ଫଳରେ କିଛି ଦିନ ହେଲା ନକ୍ସଲ ଦମନରେ ସୁରକ୍ଷାକର୍ମୀ ବଡ ସଫଳତା ପାଉଛନ୍ତି । ନକ୍ସଲମାନେ ଏଥିରେ ବିଚଳିତ ହୋଇପଡିଥିବାବେଳେ ସରକାରଙ୍କୁ ଅକଳରେ ପକାଇବାକୁ ମନ୍ଦ ଚିନ୍ତା କରୁଛନ୍ତି ।!-->…
କରୋନାର ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଲେ ବିଶେଷଜ୍ଞ
ନୂଆଦିଲ୍ଲୀ : ଦେଶରେ ଦ୍ୱିତୀୟ ଲହରର ପ୍ରକୋପ ଚିନ୍ତା ବଢାଇଛି । ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ଟପିବା ଉପରେ । ସଂକ୍ରମଣ ସାଧାରଣ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି । ଏଭଳି ଏକ ସଙ୍କଟ ସମୟରେ ଲୋକଙ୍କ ମନରୁ କିଭଳି ଭୟକୁ ଦୂର କରାଯାଇପାରିବ ଚେଷ୍ଟା କରାଯାଉଛି । ଆଜି ଜନସାଧାରଣଙ୍କୁ କରୋନାଠୁ!-->…
ପୁଣି ଥରେ କଟିବାକୁ ଯାଉଛି ସରକାରୀ କର୍ମଚାରୀଙ୍କ ଦରମା !
ଜୟପୁର: ମହାମାରୀରେ କରୋନା ସ୍ଵାସ୍ଥ୍ୟ ବ୍ୟବସ୍ଥା ସହିତ ଅର୍ଥ ବ୍ୟବସ୍ଥାକୁ ମଧ୍ୟ ଶକ୍ତ ଝଟକା ଦେଇଛି । ଏହି ସଙ୍କଟ ମଧ୍ୟରେ ପୁଣି ଥରେ ସରକାରୀ କର୍ମଚାରୀଙ୍କ ଦରମା କଟିବାକୁ ଯାଉଛି । ଦରମା କାଟିବା ପରି ଚରମ ନିଷ୍ପତ୍ତି ନେବାକୁ ଯାଉଛନ୍ତି ରାଜସ୍ଥାନର ଗେହଲଟ୍ ସରକାର । କର୍ମଚାରୀଙ୍କ!-->…
ଧୋନୀଙ୍କୁ ଝଟକା : ବାପା-ମାଙ୍କୁ କରୋନା
ରାଞ୍ଚି : ଚଳିତ ଆଇପିଏଲ୍ରେ ଚେନ୍ନାଇ ସୁପରକିଙ୍ଗ୍ସ ଭଲ ପ୍ରଦର୍ଶନ ଅବ୍ୟାହତ ରଖିଛି । ଗତ ସିଜିନର ଖରାପ ପ୍ରଦର୍ଶନକୁ ଭୁଲି ଏଥର କମାଲ୍ କରିବା ଲକ୍ଷ୍ୟରେର ରହିଛନ୍ତି ମହେନ୍ଦ୍ର ସିଂ ଧୋନୀ । ଏଭଳି ସମୟରେ ତାଙ୍କ ପାଇଁ ଖରାପ ଖବର ଆସି ପହଞ୍ଚିଛି । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ!-->…
ସୀମାନ୍ତ ଗଳାବାଟ ଦେଇ ଓଡ଼ିଶା ମୁହାଁ ପ୍ରବାସୀ
*ରାଜ୍ୟରେ ଆଗକୁ ବଢ଼ିବ କି ସଂକ୍ରମଣ ସଂଖ୍ୟା !
*ସୀମାନ୍ତରେ କଡା ନଜର ରଖିଛି ଜିଲ୍ଲା ପ୍ରଶାସନ ଏବଂ ପୋଲିସ |
ଖାତା ଖୋଲିଲା ହାଇଦ୍ରାବାଦ
.ଖଲିଲଙ୍କ ଦମଦାର ବୋଲିଂ, ବେୟାରଷ୍ଟୋଙ୍କ ଅର୍ଦ୍ଧଶତକ
.୯ ୱିକେଟରେ ହାରିଲା ପଞ୍ଜାବ
ଅକ୍ସିଜେନ ଯୋଗାଇବ ଜେଏସପିଏଲ
ଭୁବନେଶ୍ବର : ‘ପ୍ରଥମେ ଲୋକ ନୀତିକୁ ଆଗକୁ ଅନୁସରଣ କରି ନବୀନ ଜିନ୍ଦଲ ନେତୃତ୍ତ୍ଵାଧିନ
ଇସ୍ପାତ ଉତ୍ପାଦନକାରୀ କମ୍ପାନୀ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ) କୋଭିଡ -19 ପ୍ରଭାବିତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ମେଡିକାଲ ଅକ୍ସିଜେନ (ଅମ୍ଳଜାନ) ଯୋଗାଇବା!-->…
୨୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
* ବଜ୍ରପାତ ଓ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା |
*ରାଜ୍ୟର ଦକ୍ଷିଣ, ପଶ୍ଚିମ, ଉତ୍ତର, କେନ୍ଦ୍ରୀୟ ଓଡ଼ିଶାରେ ଘୂର୍ଣ୍ଣିଝଡ଼ର ସମ୍ଭାବନା |
