Latest ତାଳଚେର ସାରକାରଖାନା ସବ୍ସିଡି ନୀତିକୁ ମଞ୍ଜୁରୀ swadhikarnews Apr 20, 2021 0 ତାଳଚେର ସାରକାରଖାନା ଦ୍ୱାରା କୋଇଲା ବାଷ୍ପୀକରଣ ବ୍ୟବସ୍ଥାରେ ଉତ୍ପାଦିତ ୟୁରିଆ
Latest ସୋଆରେ ଅନ୍ତର୍ଜାତୀୟ ଫ୍ୟାକଲ୍ଟି ଡେଭଲପମେଣ୍ଟ ପ୍ରୋଗ୍ରାମ୍ swadhikarnews Apr 20, 2021 0 ଭୁବନେଶ୍ୱର : ବର୍ତମାନ ପରିସ୍ଥିତିରେ ବୃତିଗତ ଏବଂ ଗବେଷଣାତ୍ମକ ଲେଖାକୁ ନେଇ ପ୍ରଥମ ଥର ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜନ କରାଯାଇଥିବା ୫ ଦିନିଆ ଅନ୍ତର୍ଜାତୀୟ ଫ୍ୟାକଲ୍ଟି ଡେଭ୍ଲପ୍ମେଂଟ ପ୍ରୋଗ୍ରାମ ସୋମବାର ଶେଷ ହୋଇଯାଇଛି ।ଭର୍ଚୁଆଲୀ ଆୟୋଜିତ ହୋଇଥିବା ଏହି!-->…
Latest ଆଜି ରାଜଧାନୀରୁ ୫୮୧ ପଜିଟିଭ ଚିହ୍ନଟ swadhikarnews Apr 20, 2021 0 ଭୁବନେଶ୍ୱର: ରାଜ୍ୟରେ ବଢୁଛି ସଂକ୍ରମଣ ଭୟ । ତେବେ ଆଜି ଭୁବନେଶ୍ୱରରେ ୫୮୧ ପଜିଟିଭ ଚିହ୍ନଟ ହୋଇଛନ୍ତି।ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୪୭୦ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ବେଳେ ୧୧୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷେ ୨୦୪ ଜଣ ସଂକ୍ରମିତ ଆଜି ସୁସ୍ଥ ହୋଇ!-->…
Latest ଲକଡାଉନ୍ ହେଉ ଅନ୍ତିମ ବିକଳ୍ପ : ପ୍ରଧାନମନ୍ତ୍ରୀ swadhikarnews Apr 20, 2021 0 ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ୱିତୀୟ ଲହର ଦେଶରେ ହାହାକାର ସୃଷ୍ଟି କଲାଣି । ଦେଶରେ ଅଧିକାଂଶ ରାଜ୍ୟ ଲକଡାଉନ୍, ସଟଡାଉନ୍ ପନ୍ଥା ଆପଣାଇଲେଣି । ଦେଶରେ ସ୍ଥିତି ବିଗିଡିଗଲାଣି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଲହର ସ୍ଥିତିରେ ପ୍ରଥମ ଥର ପାଇଁ!-->…
Latest ଭୁଷୁଡ଼ିଲା ମୁମ୍ବାଇର ବ୍ୟାଟିଂ ଦୁର୍ଗ swadhikarnews Apr 20, 2021 0 ଚେନ୍ନାଇ: ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ମୁମ୍ବାଇ । ମୁମ୍ବାଇର ଦୁଇ ଓପନର କ୍ୱିଣ୍ଟନ୍ ଡିକକ୍ ଓ ରୋହିତ ଶର୍ମା ମୈଦାନକୁ ଓହ୍ଲାଇଥିଲେ । ଏହି ମ୍ୟାଚରେ ଉଭୟ ଦଳ!-->…
FEATURED କଟକ ସ୍ୱରେଜ ମାମଲାରେ ଜେଇ ନିଲମ୍ବିତ swadhikarnews Apr 20, 2021 0 କଟକ : କଟକ ସ୍ୱରେଜ ଘଟଣାରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଜାରି ରଖିଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିବା ପରେ ୨ ଜଣ ଜେଇଇ ଓ ଜଣେ ଜୁନିଅର ଇଞ୍ଜିନିୟର ନିଲମ୍ବିତ କରାଯାଇଥିଲା । ଆଜି ଜନସ୍ବାସ୍ଥ୍ୟ ବିଭାଗ ଜେଇ ନିଲମ୍ବିତ । ଜେଇଙ୍କୁ ଜନସ୍ବାସ୍ଥ୍ୟ!-->…
Latest କରୋନା ଲଢ଼େଇ ପାଇଁ ନବୀନଙ୍କ ୬ ସୂତ୍ରୀ ଫର୍ମୁଲା swadhikarnews Apr 20, 2021 0 *ଆମ ପ୍ରସ୍ତୁତି ଖରାପ ସ୍ଥିତି ପର୍ଯ୍ୟନ୍ତ ହେଉ | *ଜନସାଧାରଣଙ୍କ ସହଯୋଗ ବିନା ଏହି ଲଢେଇରେ ବିଜୟ ସମ୍ଭବ ନୁହେଁ | *ଅଧିକ ସଂଖ୍ୟକ ବେଡ ପ୍ରସ୍ତୁତ ରଖିବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି । * ଅମ୍ଲଜାନ ବ୍ୟବସ୍ଥା ଥିବା ବେଡ ସଂଖ୍ୟା ବୃଦ୍ଧି କରିବାକୁ କୁହାଯାଇଛି |
Latest ଯଶୋବନ୍ତପୁର-ହାଓଡ଼ା ମଧ୍ୟରେ ବିଶେଷ ଟ୍ରେନ swadhikarnews Apr 20, 2021 0 ଭୁବନେଶ୍ୱର : ଯଶୋବନ୍ତପୁର ଓ ହାଓଡ଼ା ମଧ୍ୟରେ ୨୨ ଏପ୍ରିଲରୁ ୨୯ ଜୁନ୍, ୨୦୨୧ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବାପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତି ନିଆଯାଇଅଛି । ୦୬୫୯୭ ଯଶୋବନ୍ତପୁର-ହାଓଡ଼ା ବିଶେଷ ଟ୍ରେନ ଯଶୋବନ୍ତପୁର ଠାରୁ ଏପ୍ରିଲ୍ ୨୨ ରୁ 24 ଜୁନ୍, ୨୦୨୧!-->…
Latest ମହାମାରୀ କାଳରେ ବଢ଼ିଲା ଅଟୋ ଭଡ଼ା swadhikarnews Apr 20, 2021 0 *୩ କିଲୋମିଟର ପାଇଁ ଯାତ୍ରୀ ପିଛା ୨୦ ଟଙ୍କା ସ୍ଥିର | *ରିଜର୍ଭେସନ୍ ପାଇଁ ମଧ୍ୟ ୩ କିଲୋମିଟରକୁ ଯାତ୍ରୀ ପିଛା ୫୦ ଟଙ୍କା |
Latest ହାଇଦର ଲିଙ୍କ୍: ୨ ପୋଲିସ ଅଧିକାରୀ ଗିରଫ swadhikarnews Apr 20, 2021 0 ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ହାଇଦର ଫେରାର ମାମଲାରେ ଆକ୍ସନ ମୋଡ଼ରେ ପୋଲିସ । ତେବେ ଫେରାର ମାମଲାରେ କନଷ୍ଟେବଳ ମହମ୍ମଦ ମୌସିମଙ୍କୁ ଗିରଫ କରାଯାଇଛି । ଏହାସହ ସମ୍ବଲପୁର ଜେଲୱାର୍ଡର ଶିବନାରାୟଣ ନନ୍ଦଙ୍କୁ ମଧ୍ୟ ସେହି ସମାନ ଢଙ୍ଗରେ ଗିରଫ କରାଯାଇଛି । ଉଭୟଙ୍କୁ ଗିରଫ କରିଛି ମଙ୍ଗଳାବାଗ!-->…