ବଢ଼ିଛି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ
ଭୁବନେଶ୍ୱର: ରାଜ୍ୟରେ ଗତ ସେପ୍ଟେମ୍ବର ମାସରେ ୨୭ ପ୍ରତିଶତ ବଢ଼ିଛି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ । ସେପଟେ ଖୋର୍ଦ୍ଧା ଜିଲ୍ଲାରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ୨୦ଟି ବ୍ଲାକ୍ ସ୍ପଟ୍ ଓ ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରାଯାଇଛି । ପ୍ରତିବର୍ଷ ଦୁର୍ଘଟଣା ୧୦ ପ୍ରତିଶତ କମାଇବାକୁ!-->…
