Odia News Portal

ଭୂମିକମ୍ପରେ ଥରିଲା ନ୍ୟୁଜିଲାଣ୍ଡ

ଅକଲାଣ୍ଡ : ନ୍ୟୁଜିଲାଣ୍ଡର ପୂର୍ବ ଉପକୂଳରେ କିଛି ସମୟ ପୂର୍ବରୁ ଏକ ବଡ଼ ଧରଣର ଭୂମିକମ୍ପ ଆସିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୩ ଥିବା ଜଣାଯାଇଛି । ଏହା ପରେ ନ୍ୟୁଜିଲାଣ୍ଡ ସରକାରଙ୍କ ପକ୍ଷରୁ ସୁନାମୀ ସତର୍କତା ଜାରି କରାଯାଇଛି । ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ

ପୂର୍ତ୍ତ ବିଭାଗରେ ସୁରକ୍ଷା ପ୍ରୋଟୋକଲ୍

ଭୁବନେଶ୍ୱର : ଜାତୀୟ ସୁରକ୍ଷା ଦିବସରେ ପୂର୍ତ୍ତ ବିଭାଗରେ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ବାବଦରେ ବିଷଦଭାବେ ଆଲୋଚନା ହୋଇଛି। କର୍ମଚାରୀଙ୍କ ସୁରକ୍ଷା ସହ ପ୍ରକଳ୍ପ ସ୍ଥାନଗୁଡ଼ିକରେ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ନେଇ ଆଲୋଚନା କରାଯାଇଛି । ବିଭାଗର ସୁରକ୍ଷା ସଂପର୍କିତ

ଟିକାର ପ୍ରଥମ ଡୋଜ୍ ନେଲେ ରାଜ୍ୟପାଳ

ଭୁବନେଶ୍ୱର: ଆଜି ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କୋଭିଡ୍ ଟିକା ନେଇଛନ୍ତି ।ଓଡିଶାର ରାଜଭବନ ହସ୍ପିଟାଲରେ ପହଞ୍ଚି ପ୍ରଫେସର ଗଣେଶୀ ଲାଲ କୋଭିଡ୍ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି । ଏଥିସହ ସେ ସାଧାରଣ ଲୋକଙ୍କୁ ଟିକାକରଣ ପ୍ରକ୍ରିୟାରେ ସାମିଲ ହେବା ନେଇ ଅପିଲ କରିଛନ୍ତି ।

ରାଜ୍ୟରେ ପୁଣି ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିଲା ବସ ଭଡା | ସାଧାରଣ ଓ ଏକ୍ସପ୍ରେସ ବସ ଭଡା କିଲୋମିଟର ପିଛା ୫ ପଇସା ବୃଦ୍ଧି କରାଯାଇଥିବାବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ ଭଡା କିଲୋମିଟର ପିଛା ୧୦ ପଇସା ବୃଦ୍ଧି କରାଯାଇଛି । ପୂର୍ବରୁ ସାଧାରଣ ବସ୍‌ ଭଡ଼ା ଥିଲା ୮୦ ପଇସା, ତେବେ ୫ ପଇସା ବୃଦ୍ଧି ପରେ